Daily Archives

October 26, 2022

ଧାମନଗର ଉପନିର୍ବାଚନରେ ତେଜିଲା ଭୋଟ୍ ପାଇଁ ନୋଟ୍ ଅଭିଯୋଗ । ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି…

କନକ ବ୍ୟୁରୋ: ଧାମନଗରକୁ ନେଇ ଜୋର ଧରିଛି ରାଜନୀତି । ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ନିର୍ବାଚନ ଅଧିକାରୀ । ଧାମନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ…

ଗୁଜରାଟ ନିର୍ବାଚନ ପୂର୍ବରୁ ‘ନୋଟ୍’ କୁ ନେଇ ରାଜନୀତି । କେଜ୍ରିୱାଲ କହିଲେ ନୋଟରେ ରହୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ

କନକ ବ୍ୟୁରୋ : ଡଲାର ତୁଳନାରେ ଲଗାତର ଟଙ୍କାର ଅବମୂଲ୍ୟାୟନ ଜାରି ରହିଛି । ବିଶ୍ୱ ବଜାରରେ ଅଧିକାଂଶ କାରବାର ଆମେରିକୀୟ ଡଲାରରେ ହେଉଥିବାବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମହଙ୍ଗା ସାବ୍ୟସ୍ତ ହେଉଛି । ଭାରତ ମୁଖ୍ୟତଃ ଏକ ଆମଦାନିକାରୀ ଦେଶ ହୋଇଥିବାରୁ ଟଙ୍କାର ଅବମୂଲ୍ୟାୟନ ଭାରି…

କଡା ସୁରକ୍ଷା ଭିତରେ କୋର୍ଟରେ ହାଜର ହେଲେ ଅର୍ଚ୍ଚନା । ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା । ପଢନ୍ତୁ, କଣ କହିଲେ ଲେଡି…

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ହେବା ପରେ ପ୍ରଥମ ଥର ପାଇଁ ସେ କ୍ୟାମେରା ସମ୍ମୁଖକୁ ଆସିଛନ୍ତି । କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର…

ଭାରତୀୟ ମୁଦ୍ରାରେ କେବେ ଲାଗିଲା ଗାନ୍ଧୀଙ୍କ ଫଟୋ ? ଜାଣନ୍ତୁ ଗାନ୍ଧୀଙ୍କ ଫଟୋ ପଛରେ କଣ ରହିଛି ଇତିହାସ ?

କନକ ବ୍ୟୁରୋ : ଆଜି ଦେଶରେ ଭାରତୀୟ ମୁଦ୍ରା ଉପରେ ଫଟୋକୁ ନେଇ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପରେ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ହେଲେ ଭାରତୀୟ ମୁଦ୍ରାରେ କେବେଠାରୁ ଲାଗିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ…

ବିଭିନ୍ନ ସ୍ଥାନରେ ଜମୁଛି କାଳୀ ପୂଜା: ଆକର୍ଷଣୀୟ ବାହୁବଳୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ 

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ଚାଲିଛି ମାଆ ମହାକାଳୀଙ୍କ ପୂଜା । ଉମରକୋଟ ୟୁଭି-୫୨ରେ କିଛି ସ୍ୱତନ୍ତ୍ର ଭାବେ ପୂଜା ପାଉଛନ୍ତି ମାଆ କାଳୀ । ବେଶ ପ୍ରସିଦ୍ଧ ଏଠାରେ କାଳୀଙ୍କ ପୂଜା । ସମ୍ପୁର୍ଣ୍ଣ ବଙ୍ଗୀୟ ରୀତିରେ ଏଠାରେ ପୂଜା ପାଉଛନ୍ତି ମାଆ । ପ୍ରାୟ ୧୦ ଦିନ ଧରି ଏଠାରେ ମାଆଙ୍କ ପୂଜା…

ଦିବ୍ୟାଙ୍ଗଙ୍କ ସାଥି ପାଲଟିଛି ରାଉରକେଲାର ଆଂଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର: ୬ଶହରୁ ଉଦ୍ଧ୍ୱର୍ ଦିବ୍ୟାଙ୍ଗଙ୍କୁ…

କନକ ବ୍ୟୁରୋ: ସେମାନେ ବି ହୋଇପାରିବେ ସକ୍ଷମ । ଦିବ୍ୟାଙ୍ଗ ହୋଇଗଲେ ବି ଜଣେ ଜୀବନ ସାରା ଅକ୍ଷମ ହୋଇ ରହିବ ତା ନୁହେଁ । ଏହାର ନିଦାନ ବି ଅଛି । ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ପାଲଟିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବେସାହାରା ଦିବ୍ୟାଙ୍ଗ ମାନଙ୍କର…