Daily Archives

September 22, 2022

ଗୀତ ଗାଇ ଗାଇ ଘର ପାଇଁ ଗୁହାରୀ । ଗୀତ ମାଧ୍ୟମରେ ଅଭିଯୋଗ ଜଣାଇଲେ ଦିବ୍ୟାଙ୍ଗ ।

କନକ ବ୍ୟୁରୋ: ଗୀତ ଗାଇ ଗାଇ ଘର ପାଇଁ ଗୁହାରୀ । ଘର ଖଣ୍ଡିଏ ପାଇଁ ବିଭିନ୍ନ ସ୍ଥାନରେ ଜଣାଇଲେ । ବୁଲି ବୁଲି ନିରାଶ ହେବା ପରେ ଏବେ ନିଆରା ଢଙ୍ଗରେ ନିଜର ଅଭିଯୋଗ ଜଣାଇଛନ୍ତି ଜଣେ ଦିବ୍ୟାଙ୍ଗ । ଯାଜପୁର ଜିଲ୍ଳା କୋରେଇ ରଗଡ଼ି ଗାଁର ପ୍ରଫୁଲ୍ଲ କୁମାର ଦାସ  । ଘର ଖଣ୍ଡିଏ ପାଇଁ ସବୁଠି ଜଣାଇ…

ଥମୁନି ଡେଙ୍ଗୁ ଆତଙ୍କ । ସୁନ୍ଦରଗଡ ଜିଲ୍ଲାରେ ୧୧୪ ଡେଙ୍ଗୁରୋଗୀ ଚିହ୍ନଟ

କନକ ବ୍ୟୁରୋ: ଥମୁନି ଡେଙ୍ଗୁ ଆତଙ୍କ । ସୁନ୍ଦରଗଡ଼ ଜିଲ୍ଲାରେ ୧୧୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୯୯ ଜଣ ରାଉରକେଲା ଅଞ୍ଚଳର ରହିଛନ୍ତି । ଲଗାତର ବର୍ଷା ଯୋଗୁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରାଉରକେଲାର ୯୯ ରୋଗୀଙ୍କ ମଧ୍ୟରୁ ୩୭ ଜଣ ଆକ୍ରାନ୍ତଙ୍କ ହୋଇଥିବା…

କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ବିବାଦ । ମନ୍ଦିର ଭିତରକୁ ଅନୁମତି ନାହିଁ ବାହାର କଦଳୀ, ନଡ଼ିଆ । ବଢୁଛି…

କନକ ବ୍ୟୁରୋ: ଚାଲିଛି ପାର୍ବଣ । କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ପୂଜା ସମୟରେ ଦେଖିବାକୁ ମିଳିଛି ବିଭ୍ରାଟ । ଭକ୍ତ, ସେବାୟତରୁ ନେଇ ଭୋଗ ନିଲାମୀଧାରୀ ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ମନ୍ଦିର ଆସୁଥିବା ଶ୍ରଦ୍ଧାଳୁ ମାନେ ଆଣିଥିବା ନଡ଼ିଆ କଦଳୀ ଆଦି…

ସରକାରୀ ଯୋଜନା ପ୍ରହସନ । ସଧବା ନେଉଛନ୍ତି ବିଧବାଙ୍କ ଭତ୍ତା ଟଙ୍କା

କନକ ବ୍ୟୁରୋ: ଯୋଜନା ପାଲଟିଛି ପ୍ରହସନ । ଗରିବ,ବୃଦ୍ଧ ଓ ବିଧବାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଛି ସହାୟତା । ହେଲେ ସଠିକ୍ ଜାଗାରେ ସଠିକ୍ ଲୋକ କିନ୍ତୁ ବଞ୍ଚିତ ହେଉଛନ୍ତି ଏହି ସବୁ ସୁବିଧା ପାଇବାରେ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅଞ୍ଚଳରେ । ଆଳିର…

କନକ ଟ୍ରେଣ୍ଡିଂ : ଭାରତ ଯୋଡ଼ ଯାତ୍ରା , କଂଗ୍ରେସ ପାଇଁ ବେଟିଂ ନା ରାହୁଲଙ୍କ ରିଲଞ୍ଚିଙ୍ଗ 

କନକ ଟ୍ରେଣ୍ଡିଂ : ପାର୍ଟି ନୁହେଁ ପ୍ରାଇଭେଟ ଲିମିଟେଡ କମ୍ପାନି, ଚାଲିଛି ରାଜାରାଜୁଡା ଶାସନ... ଜାତୀୟ ସ୍ତରରେ ଗୃହରେ ଯୁଦ୍ଧ ପରିସ୍ଥିତି ଆଉ ଲିଜଡରସିପକୁ ନେଇ କ୍ରାଇସେସ । ବିବାଦ, ବିଦ୍ରୋହ ଓ ନେତୃତ୍ବକୁ ନେଇ ଦ୍ବନ୍ଦ ମଧ୍ୟରେ ଭାରତୀୟ ରାଜନୀତିର ପୃଷ୍ଟଭୂମିରେ ଆଜିର ଦିନରେ ସବୁଠୁ ବଡ…

ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେଲେ, ପାଇଲଟ୍ ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ? ପଢନ୍ତୁ, କଣ କହିଲେ ସଚିନ…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଜୋର ଧରିଛି ରାଜନୀତି । ଗୋଟିଏ ପଟେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାର୍ଚନ ଲଢିବାକୁ ମନା କରୁଥିବାବେଳେ, ଅନ୍ୟପଟେ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ନିର୍ବାଚନ ଲଢିିବାକୁ ମନେଇବାରେ ଲାଗିଛନ୍ତି । ଏପରି ସ୍ଥିତିରେ…