Daily Archives

August 16, 2022

ନିୟମ ମାନୁନି ଛତିଶଗଡ । ଚାହିଁଲେ ଓଡିଶାରେ ବନ୍ୟା କରୁଛି, ଚାହିଁଲେ ମରୁଡି କରୁଛି । 

କନକ ବ୍ୟୁରୋ: ଜୀବନ ବିକଳରେ ଆଲୋଚନା ଟେବଲକୁ ଆସିଲା ଛତିଶଗଡ । କରୋନାର ଆଳ ଦେଖାଇ ଦୁଇ ଦୁଇ ଥର ଆଲୋଚନାକୁ ଟାଳି ଆସୁଥିବା ପଡୋଶୀ ଘରେ ଏବେ ପାଣି ପଶିଛି । ଆଉ ଏଥିପାଇଁ ହୀରାକୁଦ ନଦୀ ବନ୍ଧ ଏବଂ ଓଡିଶାର ଜଳପରିଚାଳନା ନୀତିକୁ ଦାୟୀ କରିଛନ୍ତି ଛତିଶଗଡ ସରକାର । କିଛି ବାଟ ନପାଇ ଶେଷରେ…

ତ୍ରିରଙ୍ଗା ବିକ୍ରିରେ ଭାରତର ରେକର୍ଡ। ହର ଘର ତ୍ରିରଙ୍ଗା ଅଭିଯାନରେ ପତାକା ସହ ୫ କୋଟି ସେଲଫି।

କନକ ବ୍ୟୁରୋ: ତ୍ରିରଙ୍ଗା ବିକ୍ରିରେ ରେକର୍ଡ କଲା ଭାରତ । ସାର୍ବଜନୀନ ବିକ୍ରି ପାଇଁ ଉଦ୍ଦିଷ୍ଟ ଅନଲାଇନ୍ ପ୍ଲାଟଫର୍ମ ଜେଏଇମରେ ୨ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି ହୋଇଛି । ଯାହାର ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଜୁଲାଇ ୧ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ବିଭିନ୍ନ…

ଆଇଏଫଏଫକୁ ସସପେଣ୍ଡ କଲା ଫିଫା, ବାତିଲ ହେଲା ଅଣ୍ଡର-୧୭ ମହିଳା ବିଶ୍ୱକପ ।

କନକ ବ୍ୟୁରୋ:  ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ ବା ଏଆଇଏଫଏଫକୁ ସସପେଣ୍ଡ କଲା ଫିଫା । କେବଳ ଏତିକି ନୁହେଁ, ବିଶ୍ୱର ସର୍ବୋଚ୍ଚ ଫୁଟବଲ ସଂସ୍ଥା ଭାରତରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ଛଡ଼ାଇ ନେଇଛି । ଏଆଇଏଫଏଫର ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ…

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜିରୋ କାଜୁଏଲଟି ଉପରେ ଗୁରୁତ୍ୱ । ୮ ପଏଣ୍ଟ ଉପରେ ଫୋକସ୍ 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରି ଯେମିତି ଗୋଟିଏ ବି ଜୀବନ ହାନି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ୮ଟି ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍ କରିଛନ୍ତି । ବନ୍ୟା ପ୍ରଭାବିତ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ…

ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳ: ଛିଡ଼ିଲା ଭାଗବଣ୍ଟା, ୩ଦଳରୁ ମିଳିଲେ ମନ୍ତ୍ରୀ 

କନକ ବ୍ୟୁରୋ:  ନାଟକୀୟ ଢଙ୍ଗରେ ବିହାରରେ ଗଠନ ହୋଇଛି ନୂଆ ସରକାର । ବିଜେପି ହାତ ଛାଡି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇ ନୀତିଶ କୁମାର ନିଜର ନୂଆ ଟିମ ଗଠନ କରିଛନ୍ତି । କିଛି ଦିନ ପୂର୍ବରୁ ବିହାରର ମୁଖ୍ୟମନ୍ତ୍ରୀଭାବେ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶପଥ ନେଇଥିଲେ ଆଉ…

ଗୋଷ୍ଠୀ ସଙ୍ଘର୍ଷରେ ପୁଣି କର୍ଣ୍ଣାଟକରେ ଅଶାନ୍ତ ମାହୋଲ। ସାବରକର ଓ ଟିପୁ ସୁଲତାନ ପୋଷ୍ଟର ବିବାଦକୁ ନେଇ ଶିବମୋଗାରେ…

କନକ ବ୍ୟୁରୋ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଅଶାନ୍ତ ମାହୋଲ । ସାବରକର ଓ ଟିପୁ ସୁଲତାନ ପୋଷ୍ଟରକୁ ନେଇ ପୁଣି ଘଟିଛି ଛୁରାମାଡ ଘଟଣା । ଘଟଣାରେ ଏବେ ସୁଦ୍ଧା ୪ଜଣଙ୍କୁ ଗିରଫ କରିଛି ପୁଲିସା ସୋମବାର ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ଦୁଇ…