ମହାନଦୀରେ ଜଳସ୍ତର ବୃଦ୍ଧି, ତିର୍ତ୍ତୋଲରେ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ

173

କନକ ବ୍ୟୁରୋ: ଫୁଲୁଛି ମହାନଦୀ, ଲୋକଙ୍କୁ ଆରମ୍ଭ ହେଲା ସ୍ଥାନାନ୍ତରଣ । ତିର୍ତ୍ତୋଲ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ପ୍ରାୟ ୪ ଶହ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଆଗୁଆ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ ।