Daily Archives

August 8, 2022

ବିହାରରେ ‘୨୦୧୫’ ସମୀକରଣର ପୁନରାବୃତ୍ତି? ପୁଣି ହେବ ମହାଗଠବନ୍ଧନ ସରକାର!

କନକ ବ୍ୟୁରୋ: ଏନଡିଏରୁ ମୁହଁ ମୋଡି ଆରଜେଡି ଏବଂ କଂଗ୍ରେସ ସହ ମିଶି ଜେଡିୟୁ ସରକାର କରିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦୁଇ ଦିନରେ ବିହାର ସରକାରରେ ହେବ ନବକଳେବର । ଏହି ଚର୍ଚ୍ଚା ପରେ ଆରଜେଡି, ଜେଡିୟୁ ସମସ୍ତ ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛିି । ନୀତିଶଙ୍କ ଏକଦା…

ଶାହାଙ୍କ ସ୍ୱାଗତ ପାଇଁ ପ୍ରତିଯୋଗିତା । ଅପରାଜିତା ବନାମ ଅନ୍ୟ ନେତା 

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ, ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ତାଙ୍କ ସ୍ୱାଗତ ପାଇଁ ରାଜ୍ୟ ବିଜେପି ଭିତରେ ଦେଖିବାକୁ ମିଳିଛି ପ୍ରତିଯୋଗିତା । ବିମାନବନ୍ଦରକୁ ଦଳର ନେତାମାନେ ଅଲଗା ଯାଇଥିବାବେଳେ ଅପରାଜିତା ନିଜର ସମର୍ଥକମାନଙ୍କୁ ଧରି…

ଶାହାଙ୍କ ଫୋକସରେ ଓଡ଼ିଶା । ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ କହିଲେ ଓଡ଼ିଶା ପାଇଁ ଆସିଛି ଆଚ୍ଛା ଦିନ…

କନକ ବ୍ୟୁରୋ: ଗୋଟିଏ ମଞ୍ଚରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ବୋଧହୁଏ ଏପରି ଦୃଶ୍ୟ କେବେ ବି ଦେଖିବାକୁ ମିଳିନଥିଲା । ହେଲେ ଆଜି ସେମିତି ଏକ ସ୍ଥାନ ଥିଲା କଟକର ଇନଡୋର ଷ୍ଟାଡିୟମ । ଆଉ ଅବସର ଥିଲା ଦୈନିକ…

ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଆଗକୁ ବିଜେପି ଓଡିଶା ଦଖଲ କରିବାକୁ ଯାଉଛି

କନକ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଅପରାହ୍ନରେ ହୋଟେଲ ମେ ଫେୟାରରେ ଆୟୋଜିତ ମୋଦି ଆଟ୍ ୨୦ ବୁକ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ, ଓଡିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଇଛନ୍ତି ଅମିତ…

ଓଡିଶାରେ ହେବାକୁ ଯାଉଛି ବିଜେପି ସରକାର: ଅମିତ ଶାହ

କନକ ବ୍ୟୁରୋ: ବିଜେପିକୁ ପୂର୍ବରୁ ଲୋକେ ହିନ୍ଦୀ ଭାଷୀ ପାର୍ଟି ବୋଲି କହୁଥିଲେ, ବର୍ତ୍ତମାନ ସାରା ଉତ୍ତର ପୂର୍ବାଞ୍ଚଳରେ ବିଜେପିର ସରକାର ଚାଲିଛି । ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବି ଆମ ଦଳର ସରକାର ରହିଛି ତେଣୁ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ହେବାକୁ ଯାଉଛି । ଏଭଳି…

ଓଡ଼ିଶା କେନ୍ଦୁପତ୍ର ବୋହିନେଉଛି ଛତିଶଗଡ଼ ବନ ବିଭାଗ । ମାଲକାନଗିରି ଏମ-ଭି-୧୬ ଗାଁରୁ ଟ୍ରକ୍ ଯୋଗେ ବୋହି ନେଉଛି…

କନକ ବ୍ୟୁରୋ: ଓଡିଶା କେନ୍ଦୁପତ୍ର ବୋହି ନେଉଛି ଛତିଶଗଡ ବନ ବିଭାଗ । ଗୋଦାମରେ ଗଚ୍ଛିତ ଥିବା କେନ୍ଦୁପତ୍ରକୁ ନେଇ ଉଭୟ ଛତିଶଗଡ ଓ ଓଡିଶା ବନ ବିଭାଗ ମଧ୍ୟରେ ଗତ କିଛି ଦିନ ଧରି ମୁହାଁ ମୁହିଁ ପରିସ୍ଥିତି ଲାଗି ରହିଛି । ତେବେ ଆଜି ମାଲକାନକଗିରି ଏମଭି ୧୬ ଗାଁରେ ଥିବା ଏକ ଗୋଦାମରୁ ପ୍ରାୟ…