Daily Archives

August 7, 2022

କେନ୍ଦୁ ପତ୍ରକୁ ନେଇ ୨ ରାଜ୍ୟ ମୁହାଁମୁହିଁ: ଓଡିଶାର କେନ୍ଦୁପତ୍ର ଗୋଦାମରେ ଛତିଶଗଡର ଚଢାଉ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଏମଭି-୧୬ ଓ ଏମଭି-୩ ଗାଁରେ ଥିବା କେନ୍ଦୁପତ୍ର ଗୋଦାମରେ ଚଢାଉ କରିଛନ୍ତି ଛତିଶଗଡର ବନବିଭାଗ ଅଧିକାରୀ । ଛତିଶଗଡର କେନ୍ଦୁପତ୍ରକୁ ଓଡିଶା ଚୋରା ଚାଲାଣ କରାଯାଉଥିବା ଅଭିଯୋଗରେ ଛତିଶଗଡ ପୁଲିସ ଓ ବନ ବିଭାଗ ଅଧିକାରୀ ଏହି ଚଢାଉ କରିଛନ୍ତି । କେନ୍ଦ୍ରପତ୍ର…

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଦେବା ହେଲା କାଳ! ପୁଅ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅ ଦେଶକୁ ଗୌରବ ଆଣୁଛନ୍ତି । ଅନ୍ୟପଟେ ଖୋର୍ଦ୍ଦାରେ ଗର୍ଭରେ ଝିଅ ଥିବା ଜାଣିବା ପରେ ଗର୍ଭପାତ କରିବାକୁ ପ୍ରୟାସ କରିଛି ସ୍ୱାମୀ । ଆଉ ବିନା ଡାକ୍ତର ପରାମର୍ଶରେ ଔଷଧ ଦେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ବଡ କଥା ହେଉଛି ମୃତ ମହିଳାଙ୍କ…

ଦକ୍ଷିଣ ଓଡିଶାରେ ବର୍ଷାର ତାଣ୍ଡବ: ଧୋଇଗଲା ପୋଲ, ଯୋଗାଯୋଗ ଠପ୍

କନକ ବ୍ୟୁରୋ: ଲଗାଣ ବର୍ଷାରେ ବୁଡିଯାଇଛି ନବରଙ୍ଗପୁରର ତୁରୀ ନଦୀ ପୋଲ । ପୋଲ ଉପରେ ଦେଇ ଦୁଇଫୁଟର ଜଳ ପ୍ରବାହିତ ହେଉଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନହରଙ୍ଗପୁରର ପାପଡାହାଣ୍ଡିରେ ପ୍ରବଳ ବର୍ଷା ହୋଇଛି । ଫଳରେ ସହର ନିକଟସ୍ଥ ତୁରୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି…

କୋଲକାତାରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା: କାହିଁକି କଲେ ଗୁଳିମାଡ଼, ଏବେ ବି ଖୋଲିନି ରହସ୍ୟ

କନକ ବ୍ୟୁରୋ: କୋଲକାତାର ଜାତୀୟ ମ୍ୟୁଜିୟମରେ ଓଡିଆ ଯବାନଙ୍କ ଆଖିବୁଜା ଗୁଳିମାଡ ଘଟଣା ଚାଂଚଲ୍ୟ ଖେଳାଇ ଦେଇଛି । ଗୁଳିମାଡରେ ସିଆଇଏସଏଫ ଏଏସଆଇ ରଂଜିତ ଷଡଙ୍ଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିଷ୍ଟାଂଟ କମାଣ୍ଡର ର୍ୟାଙ୍କର ଅଧିକାରୀ ସୁବୀର ଘୋଷ ଆହତ ହୋଇଛନ୍ତି । ଏହି କାଣ୍ଡ ଭିଆଇଥିବା ଓଡିଆ…

ମାତ୍ର ୧୨ ଦିନରେ ଭାଙ୍ଗିଗଲା ନୂଆବୋହୂର ସ୍ୱପ୍ନ: କ୍ୟାନସର ସନ୍ଦେହରେ ତଡ଼ିଦେଲେ ଶାଶୂଘର ଲୋକ, ରଶି ଲଗାଇ ଜୀବନ…

କନକ ବ୍ୟୁରୋ: ସ୍ୱାମୀଙ୍କ ହାତ ଧରି ନୂଆ ସଂସାର ଗଢିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ । କଟକ ଜିଲ୍ଲା ନିଆଳୀ ଥାନା ଲୁଣିଗାଁରେ ପ୍ରଜ୍ଞାଙ୍କ ଘର । ଧୁମଧାମରେ ବିବାହ ହୋଇଥିଲା ଭୁବନେଶ୍ୱର ପଟିଆ ନିବାସୀ ପ୍ରଶାନ୍ତ ପାତ୍ରଙ୍କ ସହ । ବିବାହକୁ ୨ ସପ୍ତାହ ପୂରିନାହିଁ, ପାଣି ଫୋଟକା ଭଳି…

ବକ୍ସିଂରେ ଭାରତକୁ ଆଉ ଏକ ସଫଳତା । ୫୦ କିଲୋ ବର୍ଗରେ ନିଖତ ଜରିନଙ୍କୁ ସ୍ୱର୍ଣ୍ଣ ପଦକ । 

କନକ ବ୍ୟୁରୋ: ବକ୍ସିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବକ୍ସର ନିଖତ ଜରିନ ୫୦ କିଲୋ ବର୍ଗରେ ଏହି ସଫଳତା ପାଇଛନ୍ତି । ନର୍ଦ୍ଦନ ଆଇଲାଣ୍ଡର ଏମସି ନୌଲଙ୍କୁ ପରାସ୍ତ କରି ଭାରତ ପାଇଁ ୧୭ ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନିଖତ ୫-୦ରେ ନର୍ଦ୍ଦନ ଆଇଲାଣ୍ଡର ଏମସି ନୌଲଙ୍କୁ ପରାସ୍ତ…