Daily Archives

August 5, 2022

ଶିବଙ୍କୁ ପାଣି ଢାଳିବାକୁ ଆସି ଆରପାରିକୁ ଚାଲିଗଲେ ବାପା: ଏବେ ଅସ୍ଥି ଧରି ବାପାଙ୍କ ମୃତ୍ୟୁର ନ୍ୟାୟ ମାଗୁଛନ୍ତି ପୁଅ

କନକ ବ୍ୟୁରୋ: ପାଣି ଢାଳିବାକୁ ଆସି ନିଖୋଜ ହୋଇଗଲେ ବାପା । ବହୁ ଖୋଜାଖୋଜି ପରେ ଜୀବିତ ଅବସ୍ଥାରେ ବାପା ମିଳିଲେ ନାହିଁ, ପୁଅଙ୍କୁ ମିଳିଲା ବାପାଙ୍କ ଅସ୍ଥି । ଏବେ ଅସ୍ଥି ଧରି ବାପାଙ୍କ ମୃତ୍ୟୁ ରହସ୍ୟ ଖୋଜିଛୁ ପୁଅ । ଆଉ ବାପା କେମିତି ମଲେ ତାହା ଜାଣିବା ପାଇଁ ଭୁବନେଶ୍ୱରରେ ଘୁରି ବୁଲୁଛି…

ତାଇୱାନ ଚାରିପଟେ ଚୀନ ସେନା ସମରାଭ୍ୟାସ ଜାରି । ଜୋରଦାର ଗୁଳିଗୋଳା ବର୍ଷା କରୁଛି ପିଏଲଏ ।

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ପହଞ୍ଚିଲା ଚୀନ୍ ତାଇୱାନ୍ ବିବାଦ । ସମରାଭ୍ୟାସକୁ ଆହୁରି ଜୋରଦାର କଲା ଡ୍ରାଗନ ସେନା । ଏହାରି ଭିତରେ ନେନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଛି ବେଜିଂ । ସେପଟେ ତାଇୱାନରୁ ସିଧାସଳଖ ଜାପାନ ପହଞ୍ଚି ନେନ୍ସି ପେଲୋସି, ଆମେରିକା ସହିତ ଜାପାନ ରହିଥିବାର ସନ୍ଦେଶ…

୨୪ ଘଂଟାର ଖୋଳତାଡ ପରେ କାର୍ଯ୍ୟାନୁଷ୍ଠାନ: ୪ ଜଣଙ୍କୁ ବାନ୍ଧିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

କନକ ବ୍ୟୁରୋ: ବ୍ୟବସାୟିକ କାରବାରରେ ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ମାରାଥନ ଜେରା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବି ସିବିଆଇ । ଗିରଫମାନେ ହେଲେ ସରୋଜ…

ପୁଣି ଝଟକା ଦେଲା ରିଜର୍ଭ ବ୍ୟାଙ୍କ । ୫୦ ବେସିସ୍ ପଏଣ୍ଟ ବଢ଼ାଇଲା ରେପୋ ରେଟ୍ । ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୩ ଥର…

କନକ ବ୍ୟୁରୋ: ପୁଣି ବଢିବ ଗୃହଋଣ, ଇଏମଆଇ । ଦରଦାମ ବୃଦ୍ଧିକୁ ଟ୍ରାକକୁ ଆଣିବା ପାଇଁ ଲଗାତର ତୃତୀୟ ଥର ପାଇଁ ରେପୋ ରେଟ୍ ବଢାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ୫୦ ପ୍ରତିଶତ ରେପୋ ରେଟ ବୃଦ୍ଧି ପରେ ଏହା ୫.୪ ପ୍ରତିଶତରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ୩ ଥରରେ ୧.୪ ପ୍ରତିଶତ ସୁଧହାର…

ପରଦାକୁ ଆସୁଛି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫିଲ୍ମ ଦ୍ରୌପଦୀ: କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଲେ…

କନକ ବ୍ୟୁରୋ: ଆସୁଛି ପ୍ରକୃତିଙ୍କ ‘ଦ୍ରୌପଦୀ’ । ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଦ୍ରୌପଦୀ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରକୃତି ମିଶ୍ର । ବାବୁସାନ୍-ପ୍ରକୃତି ବିବାଦ ମଧ୍ୟରେ ଏହି ପୋଷ୍ଟର ରିଲିଜ ଚର୍ଚ୍ଚାର ଖୋରାକ…

କଂଗ୍ରେସର ଦେଶବ୍ୟାପୀ ପ୍ରତିବାଦ: କଳା ପୋଷାକ ପିନ୍ଧି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କଲେ ରାହୁଲ, ପ୍ରିୟଙ୍କା

କନକ ବ୍ୟୁରୋ: ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି ପ୍ରତିବାଦରେ ଆଜି ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ଦିଲ୍ଲୀରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପ୍ରତିବାଦର ମଂଗ ଧରିଥିଲେ । କଳା ପୋଷାକ ପିନ୍ଧି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରିଥିଲେ । କେବଳ…