ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ । 

63

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି । ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ୩୪୬ କେଜି ଭାର ଉଠାଇ ସେ ଦେଶ ପାଇଁ ପଦକ ହାସଲ କରିଛନ୍ତି । ସ୍ନାଚରେ ସେ ୧୫୫ କିଲୋ ଭାର ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଭାର ଉଠାଇଥିଲେ ।