Daily Archives

July 28, 2022

ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଟଙ୍କାର ପାହାଡ । ପୁଣି ଜବତ ହେଲା ୨୯ କୋଟି ୯୦ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ଶିକ୍ଷକ ଦୁର୍ନୀତିକୁ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି । ଗୋଟିଏ ପଟେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତାଙ୍କ ଆଉ ଏକ ଘରୁ ୨୯ କୋଟି ଟଙ୍କା ସହ ବିପୁଳ ସୁନା ଗହଣା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ପାର୍ଥ ଚାଟାର୍ଜୀଙ୍କୁ…

ଦ୍ରୌପଦୀଙ୍କୁ ‘ରାଷ୍ଟ୍ରପତ୍ନୀ’ କହିଲେ କଂଗ୍ରେସ ସାଂସଦ । ସଂସଦରେ ବିଜେପିର ଜୋରଦାର ବିରୋଧ, ସୋନିଆଙ୍କୁ କ୍ଷମା…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ଗୁରୁବାର ସଂସଦରେ ଜୋରଦାର ବିରୋଧ କରିଛି ବିଜେପି । କଂଗ୍ରେସ ଇର୍ଷାପରାୟଣ ହୋଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ଯେତେ ଖୋଜିଲେ ସେତେ ବାହାରୁଛି । ବେଡରୁମ ଠୁ ନେଇ ବାଥରୁମ,  ମିଳୁଛି ଟଙ୍କା ବିଡା, ବିଦେଶୀ ମୁଦ୍ରା ଓ ସୁନାଗହଣା

କନକ ବ୍ୟୁରୋ : ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ତଥା ବଙ୍ଗଳା ସିନେମାର ଚର୍ଚ୍ଚିତ ନାୟୀକା  ଅର୍ପିତା ମୁଖାର୍ଜୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ଘର ଭିତରୁ ବାହାରୁଛି ବିଡା ବିଡା ଟଙ୍କା । ଏହି ଟଙ୍କା କାଳେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ରାଜ୍ୟର ଶିକ୍ଷକ ନିଯୁକ୍ତି ମାମଲାରେ…

ସ୍ୱୟଂଶାସିତ ରାଷ୍ଟ୍ର ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବଢୁଛି ବିବାଦ । ଆମେରିକା ସଂସଦର ବାଚସ୍ପତି…

କନକ ବ୍ୟୁରୋ : ସ୍ୱୟଂଶାସିତ ରାଷ୍ଟ୍ର ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଆମେରିକାକୁ ଚେତାବନୀ ଦେଇଛି ଚୀନ । ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି ତାଇୱାନ୍ ଗସ୍ତରେ ଗଲେ ୱାସିଂଟନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛି ଚୀନ । ନାନସୀ…

ରାଷ୍ଟ୍ରପତି ଭବନର ଅନୁଭୂତି ବଖାଣିଲେ ରାଇରଙ୍ଗପୁରବାସୀ । କହିଲେ ମହାମହିମଙ୍କ ସହ ମିଶି ରୂପା ବାସନରେ ଖାଇବାକୁ ମିଳିଲା…

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନିକଟରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ତାଙ୍କ ଗାଁ ରାଇରଙ୍ଗପୁରର ୬୦ ଜଣ ବ୍ୟକ୍ତି । କେବଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହିଁ ନୁହେଁ ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ସହ ଏକାଠି ଭୋଜନ କରିବାର…

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନକୁ ଜୋରଦାର ବିରୋଧ । ମୁହାଁମୁହିଁ ହେଲେ ସୋନିଆ ଓ…

କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ବୟାନକୁ ନେଇ ସଂସଦରେ ଉଠିଲା ଝଡ । ଲୋକସଭାରେ କଂଗ୍ରେସ ନେତାଙ୍କ ଆଚରଣକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସଂସଦ ବାହାରେ ମଧ୍ୟ ପ୍ଲାକାର୍ଡ ଧରି କଂଗ୍ରେସ ନେତାଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ…