Daily Archives

July 16, 2022

ସୀମା ଲଂଘୁଛି ଅଶାନ୍ତୁ ସମୁଦ୍ର: ଉଚ୍ଚ ଜୁଆର ଯୋଗୁଁ ଖୋଲୁଛି ନୂଆ ମୁହାଣ  

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗର କେଉଟଜଙ୍ଗା ନିକଟ କେଳୁଣୀ ମୁହାଣ ଅଚନାକ ଖୋଲି ଯାଇଛି । ସମୁଦ୍ର ଢେଉରୁ ସୁରକ୍ଷା ଦେଉଥିବା ବାଲିବନ୍ତ ଆଉ ଦେଖିବାକୁ ମିଳୁନି । ଫଳରେ ମୁହାଣରେ ସମୁଦ୍ର ତାଣ୍ଡବ ରଚୁଛି । ୫ ଫୁଟର ଉଚ୍ଚ ଜୁଆର ଆସି ସୁନାମୀ ବନ୍ଧରେ ପିଟି ହେଉଛି । ସେପଟେ କେଉଟଜଙ୍ଗାର…

ଶିଳ୍ପପତିଙ୍କ ନାଁରେ ବିପିଏଲ୍ କାର୍ଡ: ମହାରାଷ୍ଟ୍ରରେ କୋଟିପତି, ଓଡିଶାରେ ଗରିବ

କନକ ବ୍ୟୁରୋ: ନିଳାଂଚଳ ସାହୁ । ଗଞ୍ଜାମ ଜିଲ୍ଲା ସାରୁ ପଞ୍ଚାୟତର ସରପଞ୍ଚ । ଏହି ବ୍ୟକ୍ତିଙ୍କର କେବଳ ଏହା ଗୋଟିଏ ପରିଚୟ ନୁହେଁ । ନିଳାଂଚଳ ମହାରଷ୍ଟ୍ରର ଜଣେ ଶିଳ୍ପପତି । ପ୍ଲାଷ୍ଟିକ ଫ୍ୟାକ୍ଟ୍ରି କରି କୋଟିକୋଟି ଟଂକା ଆୟ କରୁଛନ୍ତି । ହେଲେ ଏହି ବ୍ୟକ୍ତି କିନ୍ତୁ ନିଜ ଜିଲ୍ଲା ଗଂଜାମରେ…

ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁହଁ ଖୋଲିଲେ ଅଧ୍ୟାପକ: କହିଲେ, ମୁଁ ନିର୍ଦ୍ଦୋଷ, ତଦନ୍ତରେ କରିବି ସହଯୋଗ

କନକ ବ୍ୟୁରୋ: ସମ୍ବଲପୁର ୟୁନିଭର୍ସିଟିରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବୁର୍ଲା ପୋଲିସର ଦୁଇ ଜଣିଆ ଟିମ୍ ୟୁନିଭର୍ସିଟିରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍୍ର ଲିକ୍ ହେଲା, ସେ ନେଇ ଛାନଭିନ୍…

କାଶିପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ନେଲାଣି ୭ ଜଣଙ୍କ ଜୀବନ, ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ

କନକ ବ୍ୟୁରୋ: ରାୟଗଡା ଜିଲ୍ଲା କାଶୀପୁରର ଝାଡାବାନ୍ତି ଆକ୍ରାନ୍ତ । ଗୁରୁବାର ଦୁଇ ଜଣ, ଶୁକ୍ରବାର ୩ ଜଣ ଝାଡାବାନ୍ତିର ଶିକାର ହୋଇ ପ୍ରାଣ ହରାଇବା ପରେ ଶନିବାର ସକାଳେ ମଧ୍ୟ ଜଣେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ସ୍ୱାସ୍ଥ୍ୟ…

ଜଗଦୀପ ଧନକଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ। ଘୋଷଣା କଲେ ଜେପି ନଡ୍ଡା।

କନକ ବ୍ୟୁରୋ : ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜଗଦୀପ ଧନକଡ । ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସମିଟରେ ଘୋଷଣା କରିଛନ୍ତି। ଶନିବାର ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ…

ଗୁଜରାଟ ଦଙ୍ଗାକୁ ନେଇ ନୂଆ ଖୁଲ୍ଲାସା। ଅହମଦ ପଟେଲ କରିଥିଲେ ମାଷ୍ଟରପ୍ଲାନ!

କନକ ବ୍ୟୁରୋ : ବହୁଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ମାମଲାର ତଦନ୍ତ କରୁଥିବା ଏସଆଇଟି ଏବେ ସାଂଘାତିକ ଖୁଲ୍ଲାସା କରିଛି । ଦଙ୍ଗା ଘଟଣାରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନା କରିଥିବା ସାମାଜିକ କର୍ମୀ ତିସ୍ତା ସୀତଲଭାଡ ଗିରଫ ହେବା ପରେ ନୂଆ ନୂଆ…