Daily Archives

July 15, 2022

ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମଥର ପାଇଁ ସାମିଲ ହେଲା ଡିଜିଟାଲ ମିଡିଆ, ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ । ପ୍ରଥମ ଥର ପାଇଁ ଭାରତର ଡିଜିଟାଲ ମିଡିଆଗୁଡିକୁ ଗଣମାଧ୍ୟମ ନିୟାମକ ଆଇନ ପରିସରଭୂକ୍ତ କରାଯାଇଛି । ଏହା ପୂର୍ବରୁ ଡିଜିଟାଲ ମିଡିଆଗୁଡିକ ସରକାରଙ୍କର କୌଣସି ନିୟମ ପରିସରଭୂକ୍ତ ହୋଇ ନଥିଲା । ଏହି ବିଧେୟକକୁ…

ଲକ୍ଷ୍ମୀସାଗରରେ ଅଭାବନୀୟ ଘଟଣା । ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ବାପା ଓ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ,…

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଅଭାବନୀୟ ଘଟଣା । ରାଜଧାନୀରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷ୍ମୀସାଗର ସିଦେ୍ଧଶ୍ୱରୀ ଆପାଟମେଣ୍ଟରେ ଅଘଟଣ । ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ପୁଅ, ଝିଅ ସ୍କୁଲ ଯାଇଥିବା ବେଳେ…

ଦିଲ୍ଲୀରେ ବଡ ଦୁର୍ଘଟଣା । ନିର୍ମାଣାଧିନ ଗୋଦାମର କାନ୍ଥ ଭୁଷୁଡିଲା, ମାଟିତଳେ ପୋତିହୋଇ ୬ ଶ୍ରମିକଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦିଲ୍ଲୀ ଅଲିପୁରରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଗୋଦାମର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାନ୍ଥ ଭୁଷୁଡି ପଡିବାରୁ ମାଟିତଳେ ପୋତିହୋଇ ୬ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ନିର୍ମାଣ କାର୍ଯ୍ୟରେ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ତେଣୁ ଏବେବି…

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ । ଟପ୍ ୧୦୦ ତାଲିକାରେ ନାହିଁ ରାଜ୍ୟର କୌଣସି କଲେଜ

କନକ ବ୍ୟୁରୋ : ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତିା ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ରାଜ୍ୟର ୩ ବିଶ୍ୱବିଦ୍ୟାଳୟ । ସୋଆ ୧୬ ତମ ର୍ୟାଙ୍କରେ ଥିବାବେଳେ , କିଟ୍ ୨୦, ଉକ୍ରଳ…

ଭରତପୁରରେ ପୂଜାରୀଙ୍କୁ ଅଜଣା ବ୍ୟକ୍ତିର ଧମକ, ମନ୍ଦିର ନଛାଡିଲେ କହ୍ନେୟାଲାଲଙ୍କ ଭଳି ଦଶା ଭୋଗିବାକୁ ଚେତାବନୀ

କନକ ବ୍ୟୁରୋ : ଦେଶରେ ଧାର୍ମକ ଉନ୍ମାଦନା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ଧର୍ମ ନାମରେ ହତ୍ୟା କରାଯାଉଛି ତ କେଉଁଠି ଧର୍ମ ନାମରେ ଉନ୍ମାଦନା ସୃଷ୍ଟି କରାଯାଉଛି । ଏହି କ୍ରମରେ ଏବେ ମହାରାଣୀ ଶ୍ରୀ ଜୟା କଲେଜ ପରିସରରେ ଥିବା ଏକ ହନୁମାନ ମନ୍ଦରର ପୂଜାରୀଙ୍କୁ ଅଜଣା ବ୍ୟକ୍ତି ଚିଠି…

ରାଜ୍ୟରେ ପ୍ରବଳ ବର୍ଷା : ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ବିଶେଷ କରି କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ଗତକାଲି ଦକ୍ଷିଣ-ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା…