Daily Archives

July 13, 2022

ବଢିଲା ରିୟା ଚକବର୍ତୀଙ୍କ ଅଡୁଆ । ସୁଶାନ୍ତଙ୍କ ପାଇଁ ରିୟା କିଣୁଥିଲେ ଡ୍ରଗସ୍

କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କ ପିଛା ଛାଡିବାର ନାଁ ଧରୁନାହିଁ ବିବାଦ । ଏବେ ମଧ୍ୟ ନାର୍କୋଟିକସ କଂଟ୍ରୋଲ୍ ବ୍ୟୁରୋର ରାଡାରରେ ଅଛନ୍ତି ରିଆ ଚକ୍ରବର୍ତି । ରିୟା ଓ ଅନ୍ୟ ୩୪ ଜଣ ଅଭିଯୁକ୍ତଙ୍କ ଉପରେ ଉଚ୍ଚ ବର୍ଗ ଓ ବଲିଉଡର ଲୋକଙ୍କୁ ଡ୍ରଗସ ସପ୍ଲାଇ କରୁଥିବାର ଚାର୍ଜ…

ଅନ୍ଧାରକୁ ଠେଲି ହୋଇଯାଉଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଭବିଷ୍ୟତ। ଭୁବନେଶ୍ୱରରେ ଶୋଭାଯାତ୍ରା କରି…

କନକ ବ୍ୟୁରୋ: କଲେଜ ପଢିଲା ବେଳଠୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ସତ୍ୟବ୍ରତ । ଭାରତର ଘରୋଇ ଡାକ୍ତରଖାନାରେ ପଢିବା ଖର୍ଚ୍ଚ କୋଟିଏ ଟଙ୍କା ଉପରେ ହେବାରୁ ୟୁକ୍ରେନ ଯାଇ ପଢିବାକୁ ନିଷ୍ପତ୍ତି ନେଲେ । ପ୍ରଥମ ପର୍ଯ୍ୟାୟରେ ଆଡମିଶନ ବେଳକୁ ୧୦ ଲକ୍ଷ ଆବଶ୍ୟକ ପଡିଥିଲା । ମଧ୍ୟବିତ୍ତ ପରିବାରରେ…

ନୂଆ ସଂସଦ ଭବନର ଅଶୋକସ୍ତମ୍ଭକୁ ନେଇ ତେଜିଲା ବିବାଦ। ସ୍ଥପତି କହିଲେ, ବଦଳା ଯାଇନି ମୂଳ ଡିଜାଇନ।

କନକ ବ୍ୟୁରୋ: ବିବାଦର କେନ୍ଦ୍ରସ୍ଥଳରେ ଏହି ସିଂହମୂର୍ତ୍ତି । ଭାରତର ଜାତୀୟ ପ୍ରତୀକ ଅଶୋକସ୍ତମ୍ଭ । ତେବେ ଚିତ୍ରରେ ଆପଣ ଦେଖୁଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ସାରନାଥର ସିଂହ ମୂର୍ତ୍ତି ଓ ଅନ୍ୟଟି ହେଉଛି ନୂଆ ସଂସଦଭବନ ଉପରେ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭ । ଦୁଇଟି ଯାକ ଫଟୋରେ…

ସୁଧ କାରବାରରୁ ମହିଳାଙ୍କୁ ଏସିଡ୍ ମାଡ଼ ଅଭିଯୋଗ । କ୍ୟାମେରାରେ କଏଦ ହେଲା ଆଠଗଡ଼ ତିଗିରିଆର ଚିତ୍ର, ବିକଳ ହୋଇ…

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ଆଠଗଡ଼ ତିଗିରିଆରେ ମହିଳାଙ୍କୁ ଏସିଡ଼ ଆକ୍ରମଣର ଚିତ୍ର । ଏସିଡ ମାଡରେ ଦେହ ପୋଡି ଗଲା ପରେ ବିକଳ ହୋଇ ପୀଡିତା ଦୌଡୁଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଆଠଗଡ ତିଗିରିଆରେ ଜଣେ ୩୬ ବର୍ଷୀୟ ମହିଳାଙ୍କ ଉପରକୁ ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଛନ୍ତି ।…

ଗଞ୍ଜେଇ ଚଢ଼ାଉ ବେଳେ ଗର୍ଭବତୀ ମହିଳା, ୮୦ ବର୍ଷୀୟା ବୃଦ୍ଧା ଓ ନାବାଳିକାଙ୍କୁ ମାଡ଼ । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମାଲକାନଗିରି ଚିତ୍ରକୋଣ୍ଡା ଏସଡିପିଓଙ୍କ ଦାଦାଗିରି ପ୍ରସଙ୍ଗ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗର୍ଭବତୀ, ବୃଦ୍ଧା ଓ ୧୪ ବର୍ଷର ନାବାଳିକାଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଚିତ୍ରକୋଣ୍ଡା ଏସଡିପିଓ ମଦ ପିଇ ଆତଙ୍କରାଜ…

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲେ ବିଭିନ୍ନ ନିଗମ। ଭିଡିଓ କନଫରେନ୍ସିଂରେ ଯୋଡିହେଲେ ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯେପରି ଓଡିଶା କୃଷି ନିଗମ ଲିଃ, ଓଡିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ…