Daily Archives

July 11, 2022

ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଜଳପ୍ରଳୟ। ପାଣି ଘେରରେ ହଜାର ହଜାର ଲୋକ, ୬୯ଜଣଙ୍କର ମୃତ୍ୟୁ ସୂଚନା।

କନକ ବ୍ୟୁରୋ: ଗୁଜରାଟରେ ପ୍ରବଳ ବର୍ଷା । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଲଗାତର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ପାଣିରେ ଫସିରହିଥିବା ୩ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।…

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା। ହରହର ମହାଦେବ ଧ୍ୱନିରେ ପୁଣି ପ୍ରକମ୍ପିତ ହେଲା ପରିବେଶ।

କନକ ବ୍ୟୁରୋ: ହରହର ମହାଦେବ ଧ୍ୱନିରେ ପୁଣି ପ୍ରକମ୍ପିତ ହେଲା ପରିବେଶ । ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା । ବାଦଲ ଫଟା ବର୍ଷା ଯୋଗୁଁ ଶୁକ୍ରବାରଠାରୁ ଅମରନାଥ ଯାତ୍ରା ଉପରେ ପ୍ରଶାସନ କଟକଣା ଲଗାଇଥିଲା । ଯାତ୍ରା ପାଇଁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ । ଜମ୍ମୁ…

ରାଜ୍ୟରେ ଉପରମୁହାଁ କରୋନା ମିଟର। ୩ଦିନରେ ଦୈନିକ ସଂକ୍ରମଣ ୫ ଶହ ପାର।

କନକ ବ୍ୟୁରୋ: ଉପରମୁହାଁ ହେଉଛି ଓଡ଼ିଶାର କରୋନା ମିଟର । ପ୍ରାୟ ୮ ମାସ ପରେ ଗତ ୩ ଦିନ ହେଲା ୫ ଶହ ଉପରେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ ୨୮ରେ ଦୈନିକ ସଂକ୍ରମଣ ଶହେ ଟପିବା ପରେ ୨ ସପ୍ତାହ ଧରି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା…

ଆତ୍ମହତ୍ୟାରେ ୧ ନମ୍ବର କଟକ ସହର। କରୋନା କାଳରେ ଜୀବନ ହରାଇଛନ୍ତି ୧୫ ଶହରୁ ଅଧିକ।

କନକ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ରାଜଧାନୀରେ ୨ସପ୍ତାହରେ ୧୦ ଆତ୍ମହତ୍ୟା । ଗତ ଜୁନ୍ ୧୯ରେ ନୟାପଲ୍ଲୀ ରହୁଥିବା ଭଡାଘରେ ଆତ୍ମହତ୍ୟା କରିଥିଲେ ଟିଭି ଅଭିନେତ୍ରୀ ରଶ୍ମୀରେଖା ଓଝା । ଜୁନ୍ ୨୪ ରେ ପ୍ରାଚୀ ବିହାରରେ ରହୁଥିବା ଓଲିଉଡ୍ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା…

ଅମିତ ଶାହଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ରାଜନୀତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ…

କନକ ବ୍ୟୁରୋ: ଭାରତୀୟ ରାଜନୀତିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଉନ୍ମୋଚନ, ଓଡିଶା ରାଜନୀତିର ଭବିଷ୍ୟତ ଆଲୋଚନା ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା । ଯେଉଁଠି ଥିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର…

ଝିଅକୁ ନ୍ୟାୟ ମିଳିଲାନି, ହେଲେ ଧାରଣାରତ ମାଆକୁ ଉଠାଇ ନେଲା ପୋଲିସ। ନ୍ୟାୟ ବଦଳରେ ପୋଲିସ ଗୁଣ୍ଡାରାଜ।

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୦ ଦିନ ବିତିଗଲାଣି । ଝିଅକୁ ନ୍ୟାୟ ଦେବା ପାଇଁ ବିଜେପି କଲେଜ ବାହାରେ ପରିବାର ଲୋକ ଧାରଣାରେ ବସିଥିବାବେଳେ ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ ଉଠାଇନେଇଛି ପୋଲିସ । ରୁଚିକାଙ୍କ ମାଆଙ୍କୁ ଘୋଷାଡ଼ି ଘୋଷାଡ଼ି…