Daily Archives

July 4, 2022

ଠକଙ୍କ ‘ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ’! ପ୍ରେମୀ ଯୁଗଳଙ୍କ ଠକ କାହାଣୀ

କନକ ବ୍ୟୁରୋ: ଲାଇଫ ଷ୍ଟାଇଲ ପାଇଁ ଲୁଟ । ସାମ୍ନାକୁ ଆସିଛି ପ୍ରେମୀଯୁଗଳଙ୍କ ଠକେଇର କାହାଣୀ । ଦେଖିବାକୁ ବେଶ ସମ୍ପ୍ରାନ୍ତ ଶ୍ରେଣୀର ଦେଖାଯାଉଥିଲେ ଏମାନେ ହେଉଛନ୍ତି ଜଣେ ଜଣେ ଠକ । ଏମାନେ ହେଲେ ବ୍ରହ୍ମପୁରରୁ ମଙ୍ଗୁଳି ସ୍ୱାଇଁ ଓ ଢେଙ୍କାନାଳର ହିମାଦ୍ରୀ ବେହେରା । ରାଜଧାନୀରେ ଲିଭ-ଇନରେ…

ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ: ବିଜୁଳି ଦିଲ୍ଲୀରେ ଶସ୍ତା, ଓଡିଶାରେ ମହଙ୍ଗା କାହିଁକି ?

କନକ ବ୍ୟୁରୋ: ତେଲେଙ୍ଗାନା, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ରିହାତି ମୂଲ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଉଛନ୍ତି ସରକାର । ହେଲେ ଓଡିଶାରେ ବିଦ୍ୟୁତ ଉତ୍ପାଦନ ବଳକା ସତ୍ୱେ ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦୁଛନ୍ତି ସରକାର । ପରିଚାଳନାଗତ ତ୍ରୁଟି ରହୁଛି ନା ସରକାରଙ୍କ…

ଅଧ ଘଣ୍ଟାର ବର୍ଷାରେ ବୁଡିଲା ସ୍ମାର୍ଟ ସିଟି ଭୁବନେଶ୍ୱର: ରାସ୍ତାରେ ଲହଡି ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପଶିଲା ପାଣି

କନକ ବ୍ୟୁରୋ: ଭୁବନେଶ୍ୱରରେ ଛେଚିଲା ବର୍ଷା । ଅଧ ଘଂଟାର ବର୍ଷାରେ ଜଳମଗ୍ନ ହେଲା ରାଜଧାନୀର ଅଧା ଅଂଚଳ । ରାସ୍ତାରେ ଲହଡି ଭାଂଗିଲା ବର୍ଷା ପାଣି । ଚାଲିଲା ଅଂଟାଏ ଉଚର ପାଣି । ସୃଷ୍ଟି ହେଲା ଜଳାଶୟର ଭ୍ରମ । ଅପରାହ୍ନରେ ଘୋଟି ଆସିଲା ମେଘ । ହଠାତ ବର୍ଷିଲା ଯେ, ସାରା ରାଜଧାନୀରେ ଖାଲି…

ବର୍ଷାଙ୍କୁ ‘ଭାଗବତ’ ଉପହାର ଦେଲେ ଅନୁଭବ: କୋର୍ଟରେ ଶୁଣାଣିବେଳେ ଓକିଲଙ୍କ ଜରିଆରେ ଦେଲେ ମହାପୁରାଣ

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ବୋଧହୁଏ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ସେଲିବ୍ରିଟି ଯୋଡି ଏବେ ଏକ ଗିଫ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବ, ବର୍ଷାଙ୍କୁ ଏକ ଗିଫ୍ଟ ଦେଇଛନ୍ତି । ଆପଣ ଭାବୁଥିବେ ପରଷ୍ପର ସହ ଏତେ ଝଗଡା କରୁଥିବା ଏହି ଦମ୍ପତି କଣ ଗିଫ୍ଟ ଦେବେ ।…

ନିଜ ସଂଘର୍ଷ କାହାଣୀ ବଖାଣିଲେ ଦ୍ରୌପଦୀ ମୁର୍ମୁ: କହିଲେ, କେମିତି ବଣ ଜଙ୍ଗଲ ଘେରା ଗାଁରେ କଟିଥିଲା ପିଲାଦିନ

କନକ ବ୍ୟୁରୋ: ଦେଶର ପ୍ରଥମ ନାଗରୀକ ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଦିଲ୍ଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ସଂଘର୍ଷମୟ କାହାଣୀ ନିଜେ ବଖାଣିଛନ୍ତି । କହିଛନ୍ତି, ଗାଁରେ କେମିତି କଟିଥିଲା ତାଙ୍କ ପିଲା ଦିନର ଜୀବନ । ପିଲାବେଳୁ ଆଜି ପର୍ଯ୍ୟନ୍ତ ଅଂଗେ…

ଆସନ୍ତା ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ: ଦିନ ୧ଟାରେ ରେଜଲ୍ଟ ବାହାରିବା ନେଇ ସୂଚନା ଦେଲେ ମନ୍ତ୍ରୀ

କନକ ବ୍ୟୁରୋ: ଆସନ୍ତା ବୁଧବାର ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ । ଜୁଲାଇ ୬ ତାରିଖ ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଅନୁମୋଦନ ପରେ ପରୀକ୍ଷା ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଧ୍ୟମିକ…