Daily Archives

May 31, 2022

ବାରବାଟୀ ମ୍ୟାଚ ପାଇଁ କାଲିଠୁ ଅନଲାଇନ ଟିକେଟ: ଜାଣନ୍ତୁ, କେମିତି କେଉଁଠି କରିବେ ବୁକିଂ?

କନକ ବ୍ୟୁରୋ: ସଜେଇ ହେଉଛି ବାରବାଟୀ ଷ୍ଟାଡିୟମ୍ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ କାଲିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି । ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ଜୁନ୍ ୧ ପୂର୍ବାହ୍ନ…

କାଲିଠୁ ପୁଣି ବଢିବ ଗ୍ୟାସ୍ ଦର! ସାଧାରଣ ଲୋକଙ୍କ ବଢିବ ଖର୍ଚ୍ଚ

କନକ ବ୍ୟୁରୋ : ମହଙ୍ଗା ଉପରେ ମହଙ୍ଗା ମାଡ । ପେସି ହେଉଛିନ୍ତି ସାଧାରଣ ଲୋକେ । ଲଗାତାର ଗ୍ୟାସ ଦର ବଢିଚାଲିଛି । ଗତ କିଛି ଦିନ ତଳେ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଆସନ୍ତା କାଲିଠୁ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନାରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ପ୍ରତିମାସ…

ସ୍ୱାମୀ ସହ ଝଗଡାର ଭୟଙ୍କର ପରିଣତି । ୬ ପିଲାଙ୍କୁ କୂଅରେ ପକାଇ ମାରିଦେଲା ମା’

କନକ ବ୍ୟୁରୋ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଘଟିଛି ଛାତି ଥରେଇଦେବା ଭଳି ଘଟଣା । ସ୍ୱାମୀ ସହ କଳି ହେଲା ବୋଲି କଂସେଇ ସାଜିଲା ମା’ । ଏକ ପରିତ୍ୟକ୍ତ କୂଅରେ ନିଜର ୬ ପିଲାଙ୍କୁ ପକାଇ ହତ୍ୟା କରିଥିବା ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ ଜିଲ୍ଲା ମହାଡ ଅଞ୍ଚଳର…

ନଦୀ ଭିତରେ ୧୫ମିନିଟର ସଂଘର୍ଷ । କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ନାବାଳକ

କନକ ବ୍ୟୁରୋ : ନଦୀ ଭିତରେ ନାବାଳକର କୁମ୍ଭୀର ସହ ଲଢେଇ । ପ୍ରାୟ ୧୫ ମିନିଟ ଯାଏଁ ଚାଲିଲା ଏହି ଲଢେଇ । ମାତ୍ର ସାହାସର ସହ ଲଢିଥିଲେ ଏହି ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅରାଜି ଗାଁରେ । କୁମ୍ଭୀର ସହ ଲଢି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଏହ ଗାଁର ମନୋଜ ସାହୁଙ୍କ…

ବିଧାୟକଙ୍କୁ ଗ୍ରାମବାସୀଙ୍କ ବିରୋଧ : ଆଦର୍ଶ ଗାଁ ଭାବେ ଉଦଘାଟନୀ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବାଟରେ ଅଟକାଇଲେ ଜନତା

କନକ ବ୍ୟୁରୋ : ଉଦଘାଟନ କରିବାକୁ ଯାଇଥିବା ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଲନି ଗ୍ରାମବାସୀ । ବନ୍ଦ ରହିଲା ଆଦର୍ଶ ଗ୍ରାମ ଉଦଘାଟନ । ନୟାଗଡ଼ ନୂଆଗାଁ ଚଢେଇମରା ଆଦର୍ଶ ଗାଁ ଉଦଘାଟନ କରିବାର ଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦଘାଟନ କରିବାର ଥିଲା । ଦିନ ୧୦ଟାରେ ଉଦଘାଟନ…

ସିମଲାରେ ଗରିବ କଲ୍ୟାଣ ସମ୍ମିଳନୀ : ହିତାଧିକାରୀଙ୍କ ସହ କଥା ହେବେ ମୋଦୀ; ଆକାଉଣ୍ଟକୁ ଆସିିବ ପିଏମ୍ କିଶାନ ସମ୍ମାନ…

କନକ ବ୍ୟୁରୋ : ଆଜି ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଦଶ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହି କିସ୍ତି ବାବଦ ମୋଟ୍ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ପିଏମ୍ କିଶାନ ସମ୍ମାନ ନିଧି…