Daily Archives

May 29, 2022

ପେପର ପ୍ଲେଟ୍ ଓ ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ନିଯୁକ୍ତି ପାଉଛନ୍ତି ଗାଁ ମହିଳା । 

କନକ ବ୍ୟୁରୋ:  ମହିଳାଙ୍କୁ ଆତ୍ମନିର୍ଭର କରୁଛି ପେପର ପ୍ଲେଟ୍ ଓ ଧୂପକାଠି ବ୍ୟବସାୟ । ମେସିନ୍ ସାହାଯ୍ୟରେ ପେପର ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି ମହିଳା । ଘର କାମ ସାରି କିଛି ରୋଜଗାର କରିବା ଆଶାରେ ମହିଳା ମାନେ ଏକାଠି ହୋଇ ଏହି କାମରେ ନମୋନିବେଶ କରିଛନ୍ତି । କିଏ ଧୂପକାଠି ପ୍ରସ୍ତୁତ କରୁଛି…

ବିସିସିଆଇ କଲା ବିଶ୍ୱରେକର୍ଡ । ଆଇପିଏଲ୍ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି ।

କନକ ବ୍ୟୁରୋ: ବିଶ୍ୱ ରେକର୍ଡ କଲା ବିସିସିଆଇ । ଆଇପିଏଲ୍ ଫାଇନାଲ ମ୍ୟାଚ୍ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି । ଯାହା ଫଳରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିସିସିଆଇର ଏହି ଜର୍ସି ଯୋଡି ହୋଇଛି । ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍…

ଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । କମ୍ପାନୀ ଚାକିରୀ ଛାଡ଼ି କରୁଛନ୍ତି ପରିବା ଚାଷ ।

କନକ ବ୍ୟୁରୋ : କୃଷ୍ଣପ୍ରସାଦ ବ୍ଲକ ଗୁମୁଣ୍ଡିଆ ପାଇକ ସାହି ଗାଁର ବିଶ୍ୱଜିତ ଜେନା । ଫାର୍ମା ଆବୋର୍ଟ କମ୍ପାନୀରେ ମ୍ୟାନେଜର ପଦ ଛାଡି ନିଜ ଜନ୍ମମାଟିକୁ ଆସି ନିଜର ଏକ ଏକର ଜମିରେ ଭଳିକିଭଳି ପରିବା ଚାଷ କରି ସାଉଁଠିଛନ୍ତି ସଫଳତା । କମ୍ପାନୀ ଚାକିରି ଛାଡି ନିଜର ବୁଧି ଖଟାଇ ଜମିରେ…

ନନ୍ଦନକାନନରେ ସିଂହୀ ଗଙ୍ଗାର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ । ପ୍ରାଣୀ ଉଦ୍ୟାନ ଡାକ୍ତରଖାନାରେ ନଥିଲା ଆବଶ୍ୟକ ପରିମାଣର…

କନକ ବ୍ୟୁରୋ: ନନ୍ଦନକାନନରେ ଆଫ୍ରିକାନ୍ ସିଂହୀ ଗଙ୍ଗାର ମୃତ୍ୟୁର ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ନନ୍ଦନକାନନ କର୍ତୃପକ୍ଷଙ୍କ କହିବା ଅନୁସାରେ, ବିଷାକ୍ତ ସାପ କାମୁଡିବାରୁ ସିଂହୀର ମୃତ୍ୟୁ ହୋଇଛି । ସାପର ବିଷ କାଟିବାକୁ ପଶୁଙ୍କୁ ଆଂଟି-ଭେନମ ଦିଆଯାଇଥାଏ । ଆଉ ସାପ କାମୁଡିଥିବା…

ମହିଳା ଚଲାଉଛନ୍ତି ମିଶନ ଶକ୍ତି ଅଟୋ । ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଂଚାଇ ଯୋଗାଉଛନ୍ତି ସେବା । 

କନକ ବ୍ୟୁରୋ: ମିଶନ୍ ଶକ୍ତି ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିବା ସହିତ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ଘରକାମ ସାରି କିଛି ରୋଜଗାର କରବା ଆଶା ମହିଳା ମାନେ ବିଭିନ୍ନ ପ୍ରକାର କାର୍ଯ୍ୟ ଆପଣାଉଛନ୍ତି । ଲୋକଙ୍କ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇ ସେବା ଯୋଗାଉଛନ୍ତି । କିଛି କରିବା ଏବଂ…

ପନିପରିବା ଚାଷରେ ଆଗୁଆ କୋରାପୁଟର ମାଳି ପରିବାର । ସରକାରୀ ସହାୟତା ମିଳୁନଥିବାରୁ କ୍ଷତି ସହୁଥିବା ଅଭିଯୋଗ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର ମାଳି ସମ୍ପ୍ରଦାୟ । ବର୍ଷ ବର୍ଷ ଧରି ଆଦିବାସୀ ଜୀବନଶୈଳିରେ ବଂଚୁଥିଲେ ମଧ୍ୟ ଏମାନେ କାହା ଉପରେ ନିର୍ଭର କରନ୍ତି ନାହିଁ । ନିଜ ଭିଟା ମାଟି ଉପରେ ଭରସା କରି ପରିବାର ପ୍ରତିପୋଷଣ କରନ୍ତି । ଖୁବ୍ କମ୍ ଜାଗାରେ ଏମାନେ ଅଧିକ ଚାଷ କରୁଛନ୍ତି । ବାଇଗଣ, ଟମାଟ,…