Daily Archives

May 15, 2022

ଚଢ଼ଉ ଭୟରେ ପୋଡ଼ିଦେଲେ ଟଙ୍କା! ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ

କନକ ବ୍ୟୁରୋ : ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ରରୁଆଁ ଅଂଚଳରେ ଚଢାଉ କରାଯାଇଥିଲା । ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଅଟାକଳ, ତେଜରାତି ଦୋକାନ, ରଡ୍, ସିମେଂଟ ଗୋଦାମ ସହିତ…

କାଳିଆରେ ସବୁ ତ ତୋରି ସମ୍ପତ୍ତି… ଜମି ବିକି ଜଗନ୍ନାଥଙ୍କୁ ୨୦ ଲକ୍ଷ ଦାନ କଲେ ୭୦ ବର୍ଷୀୟ ମହିଳା ।

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ଚଞ୍ଚକତା କରି ହଡପ କରିବା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଶ୍ରୀଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଅନେକ ସମୟରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ସମୟରେ ଜଣେ ୭୦ ବର୍ଷୀୟ ମହିଳା ଜମି…

ଏକତରଫା ପ୍ରେମର ଭୟଙ୍କର ପରିଣତି । ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

କନକ ବ୍ୟୁରୋ: ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ୟୁପିରେ । ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରୁ ଆସିଥିବା ଖବର ମୁତାବକ, ଏକତରଫା ପ୍ରେମରେ ପଡି ଜଣେ ଯୁବକ ପ୍ରେମିକା ସହ ତାଙ୍କ ପରିବାରର ୪ଜଣଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଛି । ଏହାପରେ…

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ସମ୍ଭାବ୍ୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଆଇନଜୀବୀ ନିଯୁକ୍ତି ପଦକ୍ଷେପ ।

କନକ ବୁାରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଖନନ ଓ ନିର୍ମାଣକୁ ନେଇ ବିବାଦ ବଢିଛି । ବିନା ବୈଧ ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଏଏସଆଇ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଛି । ଏହା…

ଉଦାହରଣ ସାଜିଲେ ଶାଶୁ, ଶ୍ୱଶୁର । ବିଧବା ବୋହୂର ପୁନର୍ବିବାହ କରାଇଲେ, ଦାମୀ ଘର ଉପହାର ଦେଲେ

କନକ ବ୍ୟୁରୋ: ମହାମାରୀରେ ପୁଅର ମୃତ୍ୟୁ ହୋଇଗଲା । ତଥାପି ହାର ମାନିଲେନି ବାପା, ମା’ । ନିଜେ ଧୈର୍ଯ୍ୟ ଧରିବା ସହ ନୁଆ କରି ବୋହୂ କରି ଆଣିଥିବା ଝିଅକୁ ସାହାସ ଦେଲେ । ଆଉ ନିଜ ଅପେକ୍ଷା ବୋହୂର ଭବିଷ୍ୟତ କଥା ଚିନ୍ତା କଲେ । ଆଉ କିଛି ମାସ ପରେ ବୋହୂକୁ ନିଜ ଝିଅ ଭଳି ଭଲ ବରପାତ୍ର ଦେଖି…

କଂଗ୍ରେସ ଛାଡି ଆସିଥିଲେ, ମୁଖ୍ୟମନ୍ତ୍ରୀ ବନିଗଲେ । ଜାଣନ୍ତୁ ମାଣିକ ଶାହା କିଏ ?

କନକ ବ୍ୟୁରୋ: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ଶାହା କିଏ ? ସଂକ୍ଷେପରେ ଜାଣନ୍ତୁ ମାଣିକଙ୍କ ବାବଦରେ... -ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମାଣିକ ଶାହା -୬ ବର୍ଷ ପୂର୍ବେ ମାଣିକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ -ବିଜେପିରେ ସାମିଲ ହେବାର ଦୁଇବର୍ଷ…