Daily Archives

April 28, 2022

ତୈଳ ଉପରେ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ବିରୋଧ କଲେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ । ପଢନ୍ତୁ, କିଏ କହିଲେ…

କନକ ବ୍ୟୁରୋ: ବୁଧବାର ରାଜ୍ୟମାନଙ୍କୁ ଭାଟ ହ୍ରାସ କରିବା ପାଇଁ ପରାର୍ମଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଭାଟ ହ୍ରାସ ନହେବା ଯୋଗୁଁ କିଭଳି ତେଲ ଦର ବୃଦ୍ଧି ପାଉଛି ଓ ସାଧାରଣ ଜନତାଙ୍କ ଉପରେ ଏହାର ବୋଝ ପଡିଛି ସେନେଇ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । କିନ୍ତୁ…

କିଚ୍ଚା ସୁଦୀପ ବନାମ ଅଜୟ ଦେବଗନ । ଭାଷାକୁ ନେଇ ବଲିଉଡ୍, ଟଲିଉଡ ମୁହାଁମୁହିଁ

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଓ କନ୍ନଡ ଫିଲ୍ମ ଅଭିନେତା କିଚ୍ଚା ସୁଦୀପ । ଏହି ଦୁଇ ଷ୍ଟାରଙ୍କ ଭିତରେ ଟ୍ୱିଟରରେ ଦେଖିବାକୁ ମିଳିଛି ଜବରଦସ୍ତ ବିତର୍କ । ଆଉ ଏହି ବିତର୍କ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । କନ୍ନଡ ସମେତ ତାମିଲ ତେଲୁଗୁ ଏବଂ ହିନ୍ଦୀ ସିନେମାରେ ବି ନିଜ…

୬୪ ଦିନରେ ପହଞ୍ଚିଲା ରୁଷ ଓ ୟୁକ୍ରେନ ଯୁଦ୍ଧ । ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡିକ ଉପରେ ରୁଷିଆ ଲଗାଇଲା କଟକଣା ।…

କନକ ବ୍ୟୁରୋ: ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ କରୁଛି ରୁଷ । ରୁଷ ୟୁକ୍ରେନ ଯୁଦ୍ଧ ଗୁରୁବାର ୬୪ ଦିନରେ ପହଞ୍ଚିଛି । ଏହା ଭିତରେ ୟୁକ୍ରେନ ସାହାଯ୍ୟ କରୁଥିବା ଦେଶମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିିଛି ରୁଷ । ରୁଷ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତେଲ ରପ୍ତାନୀ କରିବା ବନ୍ଦ କରି…

ଦିଲ୍ଲୀ ରାଜରାସ୍ତାରେ ଓଡିଶୀ ନୃତ୍ୟ ଗୁରୁ ମାୟାଧର ରାଉତ । ସରକାରୀ ବାସ ଭବନରୁ ଜୋର ଜବରଦସ୍ତ ବାହାର କରିଦେଲା ପ୍ରଶାସନ

କନକ ବ୍ୟୁରୋ: ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ନେଇ ଆସିଛି ବଡ ଖବର । ଦୀର୍ଘ ବର୍ଷ ପୂର୍ବରୁ ଅର୍ଥାତ ୧୯୮୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶୀ ଗୁରୁଙ୍କ ଦିଆଯାଇଥିବା ଘରୁ ତାଙ୍କୁ ଜୋର ଜବରଦସ୍ତ ବାହାର କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁ ମାୟାଧର ରାଉତଙ୍କ ଝିଅ…

ଗଜପତି ଜିଲ୍ଲାରୁ ଆସିଲା ବସୁଧା ଯୋଜନାର ସତ । ପାଣି ପାଇଁ ପାହାଡ ଚଢ଼ୁଛନ୍ତିି ଲୋକେ

କନକ ବ୍ୟୁରୋ: ପାଣି ସମସ୍ୟାକୁ ନେଇ ତାତିଛନ୍ତି ଲୋକେ । ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଗରା, ବାଲଟି, ହାଣ୍ଡି ଧରି ରାସ୍ତାକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମାଝିଗୁଡା ଛକରେ ରାସ୍ତାରୋକ କରିବାରୁ ଧୋଡ୍ରାରୁ ଛତିଶଗଡକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।…

ରାଜଧାନୀରେ ଚାଞ୍ଚଲ୍ୟ.. ଛୁଆକୁ ମାରି ଝୁଲିପଡିଲେ ବାପା, ମାଆ । ପୋଲିସ କହିଲା ଆତ୍ମହତ୍ୟା କରିଛନ୍ତି ପୂରା ପରିବାର

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ୧୪ ମାସର କୁନି ଛୁଆକୁ ମାରି ଝୁଲିପଡିଲେ ବାପା, ମାଆ । ଘରୁ ମିଳିଲା ବାପା, ମାଆ ଓ ୧୪ ମାସ ଝିଅର ଝୁଲନ୍ତା ମୃତଦେହ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡା ଘରୁ ମିଳିଛି ତିନି ଜଣଙ୍କ ମୃତଦେହ । ମହାରାଷ୍ଟ୍ର ଭଦିଗ୍ରାମର ଏହି ପରିବାର…