Monthly Archives

February 2022

ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଜାରି ରହିଛି ଆଲୋଚନା: ଦୁଇ ଦେଶର ପ୍ରତିନିଧି ବୈଠକରେ ସାମିଲ

କନକ ବ୍ୟୁରୋ: ଗୋଟିଏ ପଟେ ବେଲାରୁଷରେ ୟୁକ୍ରେନ୍ ଓ ରୁଷ ପ୍ରତିନିଧି ଆଲୋଚନା କରୁଥିବା ବେଳେ ନାଟୋର ସହଯୋଗୀ ରାଷ୍ଟ୍ର ୟୁକ୍ରେନ୍କୁ ପଠାଉଛନ୍ତି ଏୟାର ଡିଫେନ୍ସ ମିସାଇଲ୍ ଓ ଟ୍ୟାଙ୍କକୁ ଧ୍ୱଂସ କରି ପାରୁଥିବା ଅସ୍ତ୍ରଶସ୍ତ୍ର । ରୁଷିଆ ଚାରିପଟୁ ଆକ୍ରମଣ କରୁଥିବା ବେଳେ ଏହାର ମୁକାବିଲା କରୁଛି…

ଗଣତି ପରେ ଆସିଲା ରୋଚକ ଚିତ୍ର: ହାରିଲେ ବିଧାୟକଙ୍କ ପୁଅ, ଜିତିଲେ ମମିତା ମେହେରଙ୍କ ବଡ ବାପା

କନକ ବ୍ୟୁରୋ: ତିନି ଦିନର ଭୋଟ ଗଣତି ପରେ କେତେକ ରୋଚକ ଚିତ୍ର ସାମନାକୁ ଆସିଛି । ନିର୍ବାଚନଳ ପ୍ରକ୍ରିୟା ଆରମ୍ଭରୁ ଚର୍ଚ୍ଚାରେ ଥିବା କିଛି ଚେହେରା ବିଜୟୀ ହୋଇଥିବାବେଳେ ଆଉ କିଛି ନେତା ପରାଜୟବରଣ କରିଛନ୍ତି । ଆଉ ସେମାନଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ବିଶ୍ୱଜିତ୍ ଦାସ । ଭୋଗରାଇ…

ପଞ୍ଚାୟତ ଜନାଦେଶ: ବିଜେଡି ଉପରେ ବିଶ୍ୱାସ ବଢିଥିବାରୁ ବଢ଼ିଛି ଭୋଟ୍- ରଣେନ୍ଦ୍ର…

କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗେଇ ଚାଲିଛି ବିଜେଡି । ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଷଦ ଜୋନକୁ ଦଖଲ କରି ବିଜୟ ବାନା ଉଡାଇ ଚାଲିଛି ବିଜେଡି । ଏଭଳି ଐତିହାସିକ ବିଜୟ ନେଇ ଯୋଗାଣ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ୍…

କୋରାପୁଟରେ ବିଜେଡିକୁ କଡା ଟକ୍କର ଦେଉଛି କଂଗ୍ରେସ: ୨୯ ଜିଲ୍ଲାପରିଷଦ ଆସନରୁ ୧୨ ଆସନରେ କଂଗ୍ରେସ ଆଗୁଆ

କନକ ବ୍ୟୁରୋ: ଭୋଟ ଗଣତିର ତୃତୀୟ ଦିନର ସାରା ରାଜ୍ୟର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି, ଶାସକ ଦଳକୁ ବିରୋଧୀ ୱାକ୍ ଓଭର ଦେଇ ଦେଇଛନ୍ତି । କିନ୍ତୁ ରାଜ୍ୟର ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରି ଶାସକ ଦଳକୁ ଟକ୍କର ଦେଇଛି । କୋରାପୁଟରେ ବିଜେଡି ୧୬ଜିଲ୍ଲା ପରିଷଦ ଆସନରେ…

‘ଆମେ ଯୋଦ୍ଧା ଯୁଦ୍ଧ ଜିତିବୁ, ନିଜ ଜୀବନ ବଞ୍ଚାଇ ଫେରିଯାଉ ଋଷ ସେନା’

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ସମୟ ଯେତିକି ବିତୁଛି, ସ୍ଥିତି ସେତିକି ଅସମ୍ଭାଳ ହେବାରେ ଲାଗିଛି । ଗୋଟିଏ ପଟେ ଋଷ ସେନା ରାଜଧାନୀ କିବ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ ସେନା । ଆଉ ଏସବୁ ଭିତରେ ବେଲାଋଷରେ ୟୁକ୍ରେନ-ଋଷ ପ୍ରତିନିଧିଙ୍କ ମଧ୍ୟରେ…

ପଂଚାୟତ ନିର୍ବାଚନ ଫଳାଫଳ: ବିଜୟ ମହାପାତ୍ର କହିଲେ, ପ୍ରଚାର କରିବାକୁ ବିରୋଧୀ ନବାହାରିବାରୁ ହେଲା ବିପର୍ଯ୍ୟୟ

କନକ ବ୍ୟୁରୋ: ୨୦୧୭ ପଂଚାୟତ ନିର୍ବାଚନରେ ଭୋଟର ବିଜେପିକୁ ବଡ ବିଜୟ ଦେଇଥଲେ, ୨୦୨୨ରେ ଭୋଟରଙ୍କ ସେହି ନିଷ୍ପତି ରାଜ୍ୟ ବିଜେପି ନେତାଙ୍କ ହୋସ ଉଡାଇଦେଇଛି । ପଶ୍ଚିମ ଗଡ ସହ ଉପକୂଳରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଅନେକ ଚର୍ଚ୍ଚାକୁ ସାମ୍ନାକୁ ଆଣିଛି । ୨୦୧୭ ପଂଚାୟତ ନିର୍ବାଚନରେ…