Daily Archives

January 22, 2022

ଆଇପିଏଲ : ନୂଆ ଦଳର ନୂଆ ଅଧିନାୟକ, ମହାନିଲାମୀ ପୂର୍ବରୁ ଷ୍ଟାର ଖେଳାଳୀଙ୍କୁ ଦଳରେ ସାମିଲ କଲେ ଅହମ୍ମଦାବାଦ ଓ ଲକ୍ଷ୍ନୌ…

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ଦୁଇ ନୂଆ ଟିମ ୩ ଜଣ ଖେଳାଳୀଙ୍କୁ ନିଜ ଟିମରେ ସାମିଲ କରିଛନ୍ତି । ଏନେଇ ଉଭୟ ଦଳର ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩ ଖେଳାଳୀଙ୍କ ସହ ଦଳର ଅଧିନାୟକଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି ଉଭୟ ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ।…

କନ୍ଧମାଳ ଗଡ ବଞ୍ଚାଇବା ବିଜେଡି ପାଇଁ ଚ୍ୟାଲେଞ୍ଜ! ଶାସକ  ଦଳକୁ ସହଜରେ ବାଟ ନ ଛାଡିବାକୁ ବିରୋଧୀଙ୍କ  ବ୍ଲୁ-ପ୍ରିଣ୍ଟ ।

କନକ ବ୍ୟୁରୋ :  କନ୍ଧମାଳରେ ଶୀତର ଲହରୀ ଏଯାଏଁ କମିନଥିବା ବେଳେ ଜିଲ୍ଲା ରାଜନୀତିକୁ ଉଷ୍ମ କରିଛି ପଞ୍ଚାୟତ ନିର୍ବାଚନ । ଚଳିତଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଖାସକରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ୩ ଦଳର ଫୋକସରେ ରହିଛି । ଦଳୀୟ…

କୋଟିଅର ଜିଲ୍ଲାପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ୍, ବଢିଲା ଦ୍ୱନ୍ଦ୍ୱ । ସର୍ବଦଳୀୟ ପ୍ରାର୍ଥୀ ମମତା…

କନକ ବ୍ୟୁରୋ : କୋରାପୁଟ କୋଟିଆରେ ଜିଲ୍ଲା ପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ । କାରଣ ସର୍ବଦଳୀୟ କମିଟି ଯେଉଁ ପ୍ରାର୍ଥୀଙ୍କୁ ମନୋନୟନ କରିଥିଲା ଗତକାଲି ସେ ନାମାଙ୍କନ ଦାଖଲ କରିଛନ୍ତି । ନିଷ୍ପତି ଅନୁସାରେ ଆଉ କେହି ପ୍ରତିଯୋଗୀ ମଇଦାନକୁ ଓହ୍ଲାଇବା କଥା ନୁହଁ । ହେଲେ…

ରାଜଧାନୀରେ ଆତଙ୍କ ! ଦିନ ଦ୍ୱିପ୍ରହରରେ ମେଡିସିନ୍ ଦୋକାନରୁ ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । ଔଷଧ ଦୋକାନରୁ ମେଡ଼ିସିନ୍ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଔଷଧ ଦୋକାନୀ । ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ମେଡ଼ିସିନ୍ ଷ୍ଟୋରରୁ ଲୁଟ୍ କରିଛନ୍ତି ଦୁର୍ବୃତ । ଦିନ…

‘ପୁଷ୍ପା’ ଫିଲ୍ମ ଷ୍ଟାଇଲରେ ହତ୍ୟା । ମର୍ଡର ସିନକୁ ସୋସିଆଲ ମିଡିଆରେ ଭାଇରାଲ କରି ପପୁଲାର ହେବାକୁ ଚାହୁଁଥିଲେ…

କନକ ବ୍ୟୁରୋ: ଫିଲ୍ମ ଆଉ ମନୋରଂଜନର ଖୋରାକ ହୋଇ ରହିନାହିଁ । ଏବେ ଫିଲ୍ମ ଦେଖି ଏହାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି କିଛି ଅଜ୍ଞ ବ୍ୟକ୍ତି । ବିଶେଷ କରି ଫିଲ୍ମ ଦେଖି ଏହି ଷ୍ଟାଇଲରେ ଅପରାଧ କରିବାକୁ ପଛାଉ ନାହିଁନ୍ତି ଲୋକେ । ଏପରି ଏକ ଛାତିଥରା ଘଟଣା ଘଟିଛି…

ପୁନଃ ସଂକ୍ରମିତ ହୋଇପାରେ ଓମିକ୍ରନ୍ । ଠିକ୍ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

କନକ ବ୍ୟୁରୋ : ପୁନଃ ସଂକ୍ରମଣ ହୋଇପାରେ ଓମିକ୍ରନ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓମିକ୍ରନରୁ ସୁସ୍ଥ ହେବା ପରେ ଜଣେ ପୁଣି ଥରେ ସଂକ୍ରମିତ ହୋଇପାରେ । ଏଥିପାଇଁ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମହାରାଷ୍ଟ୍ର କୋଭିଡ୍-୧୯ ଟାସ୍କ ଫୋର୍ସର ସଦସ୍ୟ…