Daily Archives

January 4, 2022

ନିର୍ବାଚନ ପ୍ରଚାର ପଡିଲା ମହଙ୍ଗା: କରୋନା ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ହେଲେ ନେତାଙ୍କୁ ପଡୁନି କିଛି ଫରକ । କରୋନା ନେଇ ଗୋଟିଏ ପଟେ କଟକଣା ଲଗାଉଛନ୍ତି ଆଉ ଅନ୍ୟପଟେ ନିର୍ବାଚନ ରାଲି କରୁଛନ୍ତି । ପଂଜାବ ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ବଡ ରାଲିର ଆୟୋଜନ…

କରୋନା ପାଇଁ କଟକଣା ବଢାଉଛି ଚୀନ: ୧୩ ଦିନ ଧରି ଘରେ ବନ୍ଦି ଅଛନ୍ତି ୧ କୋଟି ୩୦ ଲକ୍ଷରୁ ଅଧିକ ଲୋକ

କନକ ବ୍ୟୁରୋ: ବେଳ ଥାଉ ଥାଉ ସତର୍କ ହେଉଛନ୍ତି ଚୀନ୍ ସରକାର । ଚୀନରେ ଯେପରି ସ୍ଥିତି ସାଂଘାତିକ ନହୁଏ ସେଥିପାଇଁ ଚୀନ ସରକାର କଡା ଆଇନ ଜାରି କରିଛନ୍ତି । ଏମିତି କି କରୋନା ଆକ୍ରାନ୍ତ ସଂଖ୍ୟା କମ ଥିଲେ ମଧ୍ୟ ସମ୍ପୁର୍ଣ ଲକଡାଉନ ମଧ୍ୟ କିଛି ସ୍ଥାନରେ ଲାଗୁ କରିଛନ୍ତି ଜିନପିଙ୍ଗ ସରକାର । ଗତ…

ଜମ୍ମୁ–କାଶ୍ମୀରରେ ରେକର୍ଡ ଭାଙ୍ଗିଲା ବରଫ ବର୍ଷା: ରାସ୍ତାଘାଟରେ ଜମିଲା ବରଫ, ଯାତାୟତ ହେଲା ଠପ୍

କନକ ବ୍ୟୁରୋ: ଜାମ୍ମୁ କାଶ୍ମିରରେ ଭିଷଣ ତୁଷାରପାତ ଦେଖିବାକୁ ମିଳିଛି । ଏହି ତୁଷାର ପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତ କିନ୍ତୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଉଛି । ଏ ଦୃଶ୍ୟ ହେଉଛି ଅନନ୍ତନାଗ ଜିଲ୍ଲାରେ ଥିବା ପେହେଲଗାମ ସହରର । ପେହେଲଗାମ ବରଫ ବର୍ଷା ଲାଗି ରହିବା କାରଣରୁ ଜନଜୀବନ…

ଜୀବନ ରହୁ ଜୀବିକା ବି ରହୁ… ଜୀବିକା ଦେଖି କଟକଣା ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: କରୋନ କାଳରେ ଜୀବନ ଓ ଜୀବିକାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର । ଯେତେବେଳେ ଓମିକ୍ରନ ପାଇଁ ରାଜ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଦୈନିକ ସଂକ୍ରମଣ ବଢୁଛି । ସେତେବେଳେ ରାଜ୍ୟର କରୋନା ସ୍ଥିତି ନେଇ ସମକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସଂକ୍ରମଣ ରୋକିବାକୁ…

ଆସନ୍ତାକାଲି ମାଟ୍ରିକ ସମେଟିଭ୍-୧ ପରୀକ୍ଷା । ପରୀକ୍ଷା ପରେ ସ୍କୁଲ ବନ୍ଦ ନେଇ ହୋଇପାରେ ନିଷ୍ପତି ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ଅନ୍ୟପଟେ ରାଜ୍ୟରେ କରୋନା…