Daily Archives

December 18, 2021

ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ କଠୋର ଶାସନ: ବାପା ଶ୍ରାଦ୍ଧ ବାର୍ଷୀକି ପାଇଁ ଦେଶବାସୀଙ୍କ ହସିବା ଉପରେ…

କନକ ବ୍ୟୁରୋ: ଉତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ନିଜ ଦେଶବାସୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁଯାୟୀ ଦେଶରେ ହସିବା ମନା । ୧୧ ଦିନ ଯାଏଁ ନର୍ଥ କୋରିଆ ବାସୀ ହନା ହସିପାରିବେ ନା ସପିଂ କରି ପାରିବେ । ଦେଶର ପୂର୍ବତନ ଶାସକ ତଥା କିମ୍ ଜଙ୍ଗ ଉନ୍ଙ୍କ ବାପା କିମ୍ ଜଙ୍ଗ…

ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବଳ କଷୁଛି ବିରୋଧୀ: ଅମେଠିରେ ବିଶାଳ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କଲେ ରାହୁଲ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ବିଭିନ୍ନ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ । ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ୟୁପିରେ ଲାଗିଛି ବଡ ବଡ ନେତାଙ୍କ ଗହଳି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଉତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର: ଶାହାଜାହାଁପୁରରେ କଲେ ଗଙ୍ଗା ଏକ୍ସପ୍ରେସ୍ ୱେର ଶିଳାନ୍ୟାଶ 

କନକ ବ୍ୟୁରୋ: ୟୁପିର ବିକାଶ ଧାରାରେ ଯୋଡି ହେବ ଆଉ ଏକ ଫର୍ଦ । ଶାହାଜହାଁପୁରରେ ପହଂଚି ୫୯୪ କିଲୋମିଟର ଲମ୍ବ ଗଙ୍ଗା ଏକ୍ସପ୍ରେସ ୱେ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଛନ୍ତି ଉତରପ୍ରଦେଶର ପଇସା ଉତରପ୍ରଦେଶର ଲୋକଙ୍କ ପାଇଁ ଖର୍ଚ କରାଯାଉଛି । ଏହାସହ ଆଗକୁ ୟୁପି…

ଚିତରଞ୍ଜନଙ୍କର କେମିତି ହେଲା ମୃତ୍ୟୁ ? କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ପଲେଇଙ୍କ ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଞ୍ଚ ପାଇଁ ରହସ୍ୟ ଉପରୁ ପରଦା ହଟାଇବା ବଡ ଚ୍ୟାଲେଞ୍ଜ ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତକୁ ଚାରି ଦିନ ବିତି ଯାଇଥିଲେ ବି ଚିତ୍ତରଞ୍ଜନଙ୍କ ମର୍ଡର ମିଷ୍ଟ୍ରି ଉପରୁ…

ଧରାପଡିଲା ଦିଲ୍ଲୀ ରୋହିଣୀ କୋର୍ଟ ବ୍ଲାଷ୍ଟ ପଛର ମାଷ୍ଟର ମାଇଣ୍ଡ: ବିସ୍ଫୋରଣ ପଛରେ ଥିଲା ଡିଆରଡିଓ ବୈଜ୍ଞାନିକଙ୍କ

କନକ ବ୍ୟୁରୋ: ଦିଲ୍ଲୀ ରୋହିଣି କୋର୍ଟ ବ୍ଲାଷ୍ଟ ଘଟଣାର ପର୍ଦାଫାସ ହୋଇଛି । ଏ ମାମଲାରେ ଦିଲ୍ଲୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ଘରୁ ରକ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ଓକିଲ ବେସରେ କୋର୍ଟରେ ପ୍ରବେସ କରି ଅତି ଚାଲାକ ଭାବରେ ଘଟଣା…

ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ସାଂଘାତିକ ତଥ୍ୟ: ଦେଢରୁ ୩ ଦିନ ଭିତରେ ଦୁଇଗୁଣା ବୃଦ୍ଧି ପାଉଛି…

କନକ ବ୍ୟୁରୋ: ଡେଲ୍ଟା ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । କରୋନାର ନୂଆ ପ୍ରଜାତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ସାଂଘାତିକ ତଥ୍ୟ । ଦେଢରୁ ୩ ଦିନ ଭିତରେ ଦୁଇଗୁଣା ବୃଦ୍ଧି ପାଉଛି ସଂକ୍ରମଣ । ଦେଶରୁ ଦେଶ ବ୍ୟାପିବାରେ ଲାଗିଲାଣି ଓମିକ୍ରନ୍ । ଲୋକଙ୍କ ରୋଗପ୍ରତିରୋଧକ…