Daily Archives

November 19, 2021

କୁକୁରଙ୍କ ପାଇଁ ବାହାରିଲା ଫୋନ୍  । ଯେବେ ମନ ହେବ ମାଲିକ ସହ ହୋଇପାରିବେ କଥାବର୍ତ୍ତା 

କନକ ବ୍ୟୁରୋ : ଆଜିର ଯୁଗରେ ମୋବାଇଲର ବ୍ୟବହାର ଅନେକ ମାତ୍ରାରେ ବଢିଯାଇଛି । ପିଲାଠୁ ବୁଢା ସମସ୍ତଙ୍କ ହତରେ ମୋବାଇଲ୍ ଦେଖିବାକୁ ମିଳିଯିବ । ଆଉ ଏବେ କୁକୁରଙ୍କ ପାଇଁ ଫୋନ୍ ବାହାର କରିଛନ୍ତି ବୈଜ୍ଞାନିକମାନେ ।  କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଣିକି ଯେତେବେଲେ ମନ…

ଭାରତରେ ନିର୍ମାଣ ହେଲା ଏସିଆର ସର୍ବ ବୃହତ ବାୟୋ ସିଏନଜି ପ୍ଲାଣ୍ଟ, ପ୍ରଧାନମନ୍ତ୍ରୀ କରିବେ ଲୋକାର୍ପଣ

କନକ ବ୍ୟୁରୋ : ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର ଠାରେ ଏସିଆ ମହାଦେଶର ସବୁଠାରୁ ବାୟୋ ସିଏନଜି ପ୍ଲା୍ଣ୍ଟ ନିର୍ମାଣ ହୋଇଛି । ଏବେ ଏହାର ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି…

ଭାରତର ପ୍ରତିଭା, ଆମେରିକାରେ ଚର୍ଚ୍ଚା… ଅଦରକାରୀ ପ୍ଲାଷ୍ଟିକରୁ ଯୁବକ ତିଆରି କଲେ ସୁନ୍ଦର ଯୋତା । କୋଟି କୋଟି…

କନକ ବ୍ୟୁରୋ : ଭାରତରେ ଅନେକ ପ୍ରତିଭା ଲୁଚିରହିଛି । ଛୋଟ ବୟସରୁ ପିଲା ବଡ ବଡ କାମ କରି ଦେଖାଉଛନ୍ତି । ସେହିଭଳି ଜଣେ ୨୩ବର୍ଷିୟ ଯୁବକ ତାଙ୍କ କାମକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । କେବଳ ଭାରତ ନୁହେଁ, ୟୁରୋପ ଏବଂ ଆମେରିକାରେ ବି ଭାରତର ପ୍ରତିଭାକୁ ନେଇ ଚର୍ଚ୍ଚା ହେଉଛି । ଏହାସହିତ…

କ୍ରିକେଟରୁ ସନ୍ନ୍ୟାସ ନେଲେ ‘ମିଷ୍ଟର ୩୬୦ ଡିଗ୍ରୀ’ ଡିଭିଲିୟର୍ସ । କହିଲେ, ମୁଁ ଏବେ ଅଧା ଭାରତୀୟ ହୋଇଗଲିଣି,…

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ଡିଭିଲିୟର୍ସ ଏବେ ସମସ୍ତ କ୍ରିକେଟ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି…

ଭାରତ-ଚୀନ ସୀମା ବିବାଦ ଆଲୋଚନାକୁ କେଉଁ ଦିଗକୁ ନେବାକୁ ଚାହୁଁଛି ବେଜିଙ୍ଗ୍ । ଏମିତି କିଛି ବୟାନ ରଖିଲେ ବୈଦେଶିକ…

ରାଜିନାମା ଉଲ୍ଲଂଘନ କରି ବେଜିଙ୍ଗ୍‌ ଗ୍ରହଣ କରିଥିବା କେତେଗୁଡ଼ିଏ ପଦକ୍ଷେପ ସଂକ୍ରାନ୍ତରେ ଗ୍ରହଣଯୋଗ୍ୟ କୈଫିୟତ୍ ଦେଇ ନ ଥିବାରୁ ସମ୍ପ୍ରତି ଭାରତ ଓ ଚୀନ୍‌ ମଧ୍ୟରେ ଥିବା ସମ୍ପର୍କରେ ଏବେ ଅନେକ ସମସ୍ୟା ସୃଷ୍ଟି ହୋଇଛି ବୋଲି ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।…

ମମିତା ପ୍ରସଙ୍ଗରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ ନିଜ ପ୍ରିୟ ଲୋକ ପାଇଁ କଣ ନୈତିକତା ଅଲଗା, ହାଇକୋର୍ଟରେ ହୋଇଛି…

କନକ ବ୍ୟୁରୋ : ମମିତା ମେହେର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘଦିନ ପରେ ମମିତା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଆଉ ନିଜ ପ୍ରଶ୍ନବାଣରେ ନବୀନଙ୍କୁ ଘାଇଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି କାର୍ଯ୍ୟାଳୟରୁ…