Daily Archives

October 17, 2021

ପ୍ରାଣ ନେଇଗଲେ ଫାଇନାନ୍ସ କର୍ମଚାରୀ: ଦୀର୍ଘ ୨୧ ଦିନର ସଂଘର୍ଷ ପରେ ଆଖି ବୁଜିଲେ ସ୍ୱିଗି ବୟଙ୍କ ଭାଇ 

କନକ ବ୍ୟୁରୋ: ଦୀର୍ଘ ୨୧ ଦିନର ସଙ୍ଘର୍ଷ ପରେ ଶେଷରେ ଆଖି ବୁଜିଲେ ସ୍ୱିଗି ବୟଙ୍କ ଭାଇ ସୌମ୍ୟରଞ୍ଜନ । ଗତ ୨୬ ସେପ୍ଟମ୍ବରରେ ଭୁବନେଶ୍ୱର ଫାୟାର ଷ୍ଟେସନ୍ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ଭଡାଟିଆ ଗୁଣ୍ଡା ଭୂଲ୍ ବୁଝାମୁଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ତାଙ୍କ ବଡ…

ଆଗାମୀ ବର୍ଷେ ପାଇଁ ସୋନିଆଙ୍କ ହାତରେ ରହିବ କଂଗ୍ରେସ କମାଣ: ନିରଂଜନ କହିଲେ, ବର୍ତମାନ ସ୍ଥିତିରେ କଂଗ୍ରେସକୁ ଭରସା…

କନକ ବ୍ୟୁରୋ: ଆଗାମୀ ବର୍ଷେ ପାଇଁ ସୋନିଆଙ୍କ ହାତରେ ରହିବ କଂଗ୍ରେସ ଦାୟିତ୍ୱ । ଗତକାଲି ସିଡବ୍ଲୁସି ବୈଠକ ପରେ ଏକଥା ସ୍ପଷ୍ଟ ହୋଇଯାଇଛି । ଏପରିକି ସେପ୍ଟେମ୍ବର ୨୦୨୨ରେ କଂଗ୍ରେସ ସଭାପତି ନିର୍ବାଚନ ପରେ ମଧ୍ୟ ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସର ନେତୃତ୍ୱ । କାର୍ଯ୍ୟକାରିଣୀ ବୈଠକରେ…

ଭାରତୀୟ ସୀମାର ୪୦୦ ମିଟର ଭିତରେ ଉଡିଲା ନେପାଳ ବିମାନ । କିଛି ଏମିତି କାରଣ ଦେଲା ନେପାଳ?

କନକ ବ୍ୟୁରୋ : ଭାରତୀୟ ସୀମା ମଧ୍ୟକୁ ପୁଣିଥରେ ପଶିଲା ନେପାଳ ବିମାନ । ଆଉ ହଠାତ୍ ନେପାଳ ବିମାନକୁ ଭାରତ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ମଧ୍ୟ ଆଲର୍ଟ ମୋଡକୁ ଆସିଛି । ମିଳିଥିବା ସୂଚନା ମୁତାବକ, ନେପାଳକୁ ଲାଗି ରହିଥିବା ବିହାରର ମହାରାଜଗଞ୍ଜ ଜିଲ୍ଲାରେ ନେପାଳର ଏକ ବିମାନ ବେଶ…

ପୁଣି ହିଟ୍ ଆଣ୍ଡ ରନ ମାମଲା । ଦୁର୍ଗାପୂଜା ଭଷାଣୀ ବେଳେ ମାଡିଗଲା କାର, ୭ ଗୁରୁତର

କନକ ବ୍ୟୁରୋ : ପ୍ରଥମେ ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ଉପରେ ଗାଡି ମାଡିଯିବା ମାମଲା, ଏହାପରେ ଛତିଶଗଡର ଜଶପୁର ଠାରେ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ଗାଡି ମାଡିଯିବା ଘଟଣା ଓ ଏବେ ମଧ୍ୟପ୍ରଦେଶ ଭୋପାଳରେ ଦେଖିବାକୁ ମିଳିଛି ସମାନ ଘଟଣା । ଏଠାରେ ଦୁର୍ଗାପୂଜା ଭଷାଣୀ…

‘ମୁଁ ଭଲ ମଣିଷ ହେବି, ଗରିବଙ୍କ ପାଇଁ କାମ କରିବି’ । କାଉନସେଲିଂରେ କାହାକୁ ଏମିତି କହିଲେ ଶାହାରୁଖଙ୍କ ପୁଅ ଆରୟନ?

କନକ ବ୍ୟୁରୋ : ଗରିବଙ୍କ ପାଇଁ କାମ କରିବି, ଭୁଲ ରାସ୍ତାରେ ଆଉ ଯିବିନି । ଏନସିବି ଦ୍ୱାରା କାଉନସେଲିଂ ସମୟରେ କିଛି ଏମିତି କହିଛନ୍ତି ଶାହାରୁଖଙ୍କ ପୁଅ ଆରୟନ ଖାନ୍ । ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆରୟନ କହିଛନ୍ତି, ଆଗକୁ ଗରିବଙ୍କ ପାଇଁ କଲ୍ୟାଣମୂଳକ କାମ କରିବି,…

ମହାକାଶରେ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚୀନ, ଚିନ୍ତାରେ ଆମେରିକା

କନକ ବ୍ୟୁରୋ : ବିଶ୍ୱ ଏବେ ଯୁଦ୍ଧମୁହାଁ ହେବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏବେ ସେମାନଙ୍କର ନାଗରିକମାନଙ୍କ ବିକାଶ ପାଇଁ ଯେତେ ଅର୍ଥ ଖର୍ଚ୍ଚ କରୁ ନାହାଁନ୍ତି ତା ଠାରୁ ଅଧିକ ଅର୍ଥ ସାମରିକ ଶକ୍ତି ବୃଦ୍ଧି କରିବା ଦିଗରେ ଖର୍ଚ୍ଚ କରିବାରେ ଲାଗିଛନ୍ତି । ସେ ଆମେରିକା ହେଉ କି ଚୀନ କିମ୍ବା…