Daily Archives

September 7, 2021

କେମିତି ରହିଛି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି : ବିରୋଧୀ ଅଭିଯୋଗ ଆଣିଲେ, ମନ୍ତ୍ରୀ ଜବାବ ଦେଲେ ।

କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି, ଆଇନଶୃଙ୍ଖଳାରେ ସରକାରଙ୍କର ନିୟନ୍ତ୍ରଣ ନାହିଁ, ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି । ତେବେ ରାଜ୍ୟରେ…

ଚାଇନାର ଡ୍ରୋନ ,ପାକିସ୍ତାନ ପ୍ଲାନ ବଳରେ ବଳୀୟାନ ତାଲିବାନ: ଅଭେଦ୍ୟ ଗଡରେ ଉଡାଇଲା ବିଜୟ ଧ୍ୱଜା!

କନକ ବ୍ୟୁରୋ: ଯେଉଁ ଗଡ ଆଯି ଯାଏଁ ଅଭେଦ୍ୟ ହୋଇ ରହିଥିଲା ତାକୁ ଭେଦିଲା କେମିତି ତାଲିବାନ୍? ଏହି ପ୍ରଶ୍ନ ସାଧାରଣ ଲାଗୁଥିଲେ ବି ଏହା ପଛର ଭେଦ କିନ୍ତୁ ଚର୍ଚ୍ଚାରେ । କାହା କାହା ସହ ଲଢିବେ ପଂଜଶିର ଗଡର ସେର୍ ଅହମଦ୍ ମାସୁଦ୍ । ଚୀନର ଡ୍ରୋନ୍ ଓ ପାକିସ୍ତାନର ପ୍ଲାନ୍ । ପଂଜଶିରରେ…

ବିଧାନସଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ । ତଦନ୍ତ ଦାବି କଲେ ନରସିଂହ ମିଶ୍ର

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେଇକେଲା…

ବିଧାନସଭାରେ ବିଜେପିର ଦାବି, ଇସ୍ତଫା ଦିଅନ୍ତୁ ଆଇନ ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟର ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ନେଇ ବିଧାନସଭାରେ ସରଗରମ ଆଲୋଚନା । ଗୃହରେ ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ । ମାନସ ଦାସ ଆଦିବାସୀ ପରିବାର…

ଚାମଚରେ ସୁଡଙ୍ଗ ଖୋଳି, ଜେଲରୁ ଫେରାର ହୋଇଗଲେ କଏଦୀ 

କନକ ବ୍ୟୁରୋ: ଜେଲରୁ ବିଭିନ୍ନ ଉପାୟରେ କଏଦୀ ଫେରାର ହେବା ଆପଣ ହୁଏତ ଫିଲ୍ମରେ ଦେଖିଥିବେ । ହେଲେ କେବେ ଏହି ଘଟଣା ଆପଣ ସତରେ ଦେଖନଥିବେ । ଆମେ ଆଜି ଆପଣଙ୍କୁ ସେମିତି ଏକ ଘଟଣା କହିବୁ ଯାହା କୌଣସି ଫିଲ୍ମ ଷ୍ଟାଇଲରୁ କମ ନୁହେଁ । ଏଠାରେ ଦେଖିବାକୁ ମିଳିଛି ୬ ଜଣ କଏଦୀ ଏକ ଚାମଚ ସାହାଯ୍ୟରେ…

ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ ମିଶ୍ର

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଖରସ୍ରୋତା ପ୍ରକଳ୍ୱ ବିବାଦ ପ୍ରସଙ୍ଗ । ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଲେ ଜଳ ସମ୍ପଦ ବିଭାଗର ବିନା ଅନୁମତିରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ପୋଲିସ ଲଗାଇ ବଳପୂର୍ବକ ଭାବେ କାର୍ଯ୍ୟ କରୁଛି…