Daily Archives

July 20, 2021

ଆଜି ବାହୁଡାଯାତ୍ରା : ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ; ଡ୍ରୋନ ଉଡିବ, ଲୋକଙ୍କ ଛାତ ଉପରେ ରହିବ ନଜର

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା । ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଇଛି । ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠ ଆଦିକୁ ୪ ଦିନ…

ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୨୧ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ୨୨ ତାରିଖ ରାତି କିମ୍ବା ୨୩ ତାରିଖ ସକାଳ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ରାଜ୍ୟରେ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ…

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସମାନତା ନେଇ ଅକ୍ସଫାମ ରିପୋର୍ଟ : ସ୍ୱାସ୍ଥ୍ୟ ଓ ପରିମଳ ସେବା ପାଇବାରେ ପଛରେ ପଡିଛନ୍ତି ଗରିବ

କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ କିପରି ଅସମାନତା ରହିଛି, ଏ ନେଇ ରିପୋର୍ଟ ପ୍ରସ୍ତୁତ କରିଛି ଅକ୍ସଫାମ । ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ଓ ପରିମଳ ଆଦି ସେବା ପାଇବାରେ ଗରିବ ଓ ଧନୀଙ୍କ ମଧ୍ୟରେ ବଡ ଧରଣର ପାର୍ଥକ୍ୟ ରହିଛି । ମହିଳା, ପୁରୁଷ ଏବଂ ଅନୁସୂଚିତ ଜାତି, ଜନଜାତି,…

ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ : ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ…

କନକ ବ୍ୟୁରୋ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ ବାଞ୍ଚ ଆଜି ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ଏନେଇ ଗତ ଫେବ୍ରୁଆରିରେ ତାଙ୍କ…

ଆଜି ପବିତ୍ର ବାହୁଡ଼ା ଦଶମୀ, ଗୁଣ୍ଡିଚା ଘରୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତି : ୧୨ଟାରୁ ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

କନକ ବ୍ୟୁରୋ : ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସାଢ଼େ ୬ଟାରେ ମହାପ୍ରଭୁଙ୍କ ପହୁଡ଼ ଆଳତି…