Daily Archives

April 20, 2021

ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଗତ ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ସଂକ୍ରମିତ । ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

କନକ ବ୍ୟୁରୋ : କରୋନା ସଂକ୍ରମଣର ବେଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧…

୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । ୩୦ଟି ନମୁନା ମଧ୍ୟରୁ ୧୩ ପଜିଟିଭ୍ 

କନକ ବ୍ୟୁରୋ : ୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ଟି ନମୁନା ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର…

କରୋନା ପାଇଁ ଯାଉଛି ଜୀବନ : ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ; ବେସାହାରା ହୋଇଗଲା ପରିବାର

କନକ ବ୍ୟୁରୋ : ସୁରଟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୁପ ନେବାକୁ ବସିଲାଣି । ଟିକା ମିଳୁନି କି ରୋଗହେଲେ ମେଡିକାଲରେ ବେଡ ମିଳୁନି । ବେଡ ନମିଳିବାରୁ ସୁରତରେ ଯାଇଛି ଓଡିଆ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ହେଲେ ଭଞ୍ଜନଗର ଦଦରାଲୁଣ୍ଡା ଗାଁର ଭଗବାନ ନାୟକ । ବିଗତ ବର୍ଷ କରୋନା ଯୋଗୁଁ ଏହି…

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କରାଇଲା ସିଡିସି : ନିହାତି ଜରୁରୀ ନ ଥିଲେ ଭାରତ ଗସ୍ତ…

କନକ ବ୍ୟୁରୋ : ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ପରାମର୍ଶ । ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ଦିଆଗଲା ସତର୍କ ସୂଚନା । ଭାରତରେ  ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶ ଦେଲା ସିଡିସି । ଭାରତରେ…

ରାଜ୍ୟରେ ୫ ହଜାର ମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୭୬୧ ପଜିଟିଭ, ୫ ମୃତ

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହୁ ହୁ ହୋଇ ବଢ଼ିବାର ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରୁ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୭୮୫ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି ୧ ହଜାର…

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା : ୫୦ ‌ସେବାୟତ, କର୍ମଚାରୀ କରୋନା ସଂକ୍ରମିତ

କନକ ବ୍ୟୁରୋ : କରୋନା ଭୂତାଣୁର ଦ୍ବିତୀୟ ଲହର ଏବେ ପୁରୀ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିବା ସହ ବିପଦ ଘନେଇବାରେ ଲାଗିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ସଂକ୍ରମଣ ସଂଖ୍ୟା ବଢ଼ିଚାଲିବା ଚିନ୍ତାର କାରଣ…