Daily Archives

February 9, 2021

ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା…

କନକ ବ୍ୟୁରୋ: ଯାହା ସନ୍ଦେହ କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି । କରୋନା ଭୂତାଣୁ ସମ୍ପର୍କରେ ତଦନ୍ତ ପାଇଁ ଉହାନ ପ୍ରାନ୍ତ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ ଖାଲି ହାତରେ ଫେରୁଛନ୍ତି । ଏପରିକି ବିଶେଷଜ୍ଞ ମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ୨୦୧୯…

OLXରେ ୱାସିଂମେସିନ୍ ବିକ୍ରି ପାଇଁ ବିଜ୍ଞାପନ ଦେଇ ସାଇବର ଠକର ଫାଶରେ ଫଶିଗଲେ ଭୁବନେଶ୍ୱରର ଛାତ୍ରୀ । ଭୁଆଁ ବୁଲାଇ…

କନକ ବ୍ୟୁରୋ : ସାଇବର ସୈତାନ ଜାଲରେ ବିଟେକ ଛାତ୍ରୀ । ବୋକା ବନାଇ ଲୁଟି ନେଲା ଲକ୍ଷେ ଟଙ୍କା । ମହଙ୍ଗା ପଡିଲା ଓଏଲଏକ୍ସରେ ବିଜ୍ଞାପନ । ଏକ ପୁରୁଣା ୱାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇ ହରଡଘଣାରେ ପଡିଛନ୍ତି ଏହି ବିଟେକ ଛାତ୍ରୀ । ଓଏଲଏକ୍ସରେ ବିଜ୍ଞାପନ ଦେଖିବା ପରେ ଯୁବତୀଙ୍କୁ…

ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।

କନକ ବ୍ୟୁରୋ: କୁରୁକ୍ଷେତ୍ରର ପିହୋବାରେ ମଙ୍ଗଳବାର କୃଷକ ମହାପଞ୍ଚାୟତରେ ସମ୍ବୋଧନ କରି ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ଏ ଆନ୍ଦୋଳନ ଆଗକୁ ବଢିବ ଏବଂ ପୂରା ଦେଶରେ ଖେଳିବ । ୪ ଲକ୍ଷ ନୁହେଁ ବଂର ଚାଷୀମାନେ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ରାକେଶ…

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ…

କନକ ବ୍ୟୁରୋ : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।…

ମାହାଙ୍ଗା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ । ନାବାଳକ ପୁଅ କହିଲେ, ମୃତ୍ୟୁ ପୂର୍ବରୁ ଫୋନ୍…

କନକ ବ୍ୟୁରୋ : କୁଳମଣି ବରାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲ ନିଜ ପୁଅକୁ ଫୋନ କରି କହିଥିଲେ, ସେ ଟେନସନରେ ଅଛନ୍ତି, ଯଦି ତାଙ୍କର କିଛି ହୋଇଯାଏ । ତେବେ କାହାକୁ ଦାୟୀ କରିବ ନାହିଁ, କି କାହାକୁ…

ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ…

କନକ ବ୍ୟୁରୋ: ପଦ୍ମ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ । ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ । ଯାହାକି ରବିବାର ଦିନ ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ…