Daily Archives

February 5, 2021

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି…

କନକ ବ୍ୟୁରୋ : ତିନିଦିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସେ ଏକ ପ୍ରେସମିଟ କରି କହିଛନ୍ତି, ପୂର୍ବ ଭାରତରେ ୨୦୧୪ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦେଶରେ ଦାୟିତ୍ୱ ନେବା ପରେ…

ରେଳ ବଜେଟକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ । ୭ ବର୍ଷରେ ରେଳ ବିଭାଗ ଓଡ଼ିଶାରୁ ପାଇଛି କେତେ, ଓଡ଼ିଶାକୁ ମିଳିଛି କେତେ?…

କନକ ବ୍ୟୁରୋ : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେ ବଜେଟ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ଦର୍ଶାଉଛି । ଏହା ନୈରାଶ୍ୟଜନକ ଏବଂ…

ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡାକରା ଦେଇଛନ୍ତି ଚାଷୀ । ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ସ୍ତରୀୟ ବାରିକେଡ କରାଯିବା…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ ।…

କନକ ବ୍ୟୁରୋ: ଓଡିଶାର ଗଂଜାମ ଓ ଆନ୍ଧ୍ର ସୀମାନ୍ତ ଅଂଚଳରେ ଭଲ ରାସ୍ତା, ଭଲ ଘର ଏବଂ ଏକ ଭଲ ଜୀବନ ଶୈଳୀର ଘୋର ଅଭାବ । ଏହି କାରଣରୁ ବୋଧହୁଏ ସହଜରେ ଆନ୍ଧ୍ର ଏସବୁ ଗାଁରେ କବଜା କରିବାକୁ ଉଦ୍ୟମ କରୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାତ୍ରପୁର ବ୍ଲକର ୪ଟି ପଂଚାୟତରେ ଆନ୍ଧ୍ର…

ସଂସଦରେ ବିଜେପି-ବିଜେଡି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱାମୀନାଥନ କମିଟି ଲାଗୁ କରିବା ପୂର୍ବରୁ ତାକୁ ଆଗ…

କନକ ବ୍ୟୁରୋ : ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସଂସଦରେ ଏବେ ଉଠିଛି ଓଡିଶା ତାତି । ଗତକାଲି ରାଜ୍ୟ ସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,…

ଓଡ଼ିଶା ଗାଁ ଉପରେ ଆନ୍ଧ୍ରର ଆଖି । ଓଡ଼ିଶାର ଗାଁରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ…

କନକ ବ୍ୟୁରୋ : ଓଡ଼ିଶାର ଗାଁ  ଉପରେ ଆନ୍ଧ୍ର ଆଖି ପକାଇଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ…