Daily Archives

November 26, 2020

କରୋନା ଟିକା ପ୍ରସ୍ତୁତିର ତଦାରଖ କରିବେ ପ୍ରଧାନମନ୍ତ୍ରୀ । ୨୮ ନଭେମ୍ବର ଦିନ ଯିବେ ସିରମ୍ ଇନଷ୍ଟିଚ୍ୟୁଟ୍ । ଦ୍ରୁତ…

କନକ ବ୍ୟୁରୋ : ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋବିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପହଂଚିବେ ପ୍ରଧାନମନ୍ତ୍ରୀ…

ଯୋଡାମୁଣ୍ଡା ଶିଶୁ କାଳିଆର ମୃତ୍ୟୁ ପରେ କନ୍ଧମାଳରେ ହେଲା ଅନ୍ତେଷ୍ଟି :  ଶୋକାକୂଳ ପରିବେଶ ଭିତରେ ଅନ୍ତିମ ସଂସ୍କାର

କନକ ବ୍ୟୁରୋ : କନ୍ଧମାଳର ବହୁଚର୍ଚ୍ଚିତ ଯୋଡାମୁଣ୍ଡା ଶିଶୁ କାଳିଆର ମୃତ୍ୟୁ ପରେ ଶୋକାକୂଳ ପରିବେଶ ମଧ୍ୟରେ ସଂପର୍ଣ୍ଣ ହୋଇଛି ଅନ୍ତିମ ସଂସ୍କାର । ନିଜ ଭିଟାମାଟି ମେଲୁପଡାରେ କରାଯାଇଛି ଶବଦାହ । ଗତ କାଲି ରାତି ୯ଟାରେ ଏସିବିରେ ଆଖି ବୁଜିଥିଲା କାଳିଆ । ତାର ମୃତ୍ୟୁ ଖବର ପରେ ଗତକାଲିଠୁ…

କଟକ ପାଲାମଣ୍ଡପ ସ୍ଥିତ ପୁରୀ ବସଷ୍ଟାଣ୍ଡରେ ଥିବା ବସରେ ଲାଗିଲା ନିଆଁ : ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଜାରି

କନକ ବ୍ୟୁରୋ : କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍ । ପାଲାମଣ୍ଡପ ପୁରୀ ବସ୍ତଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସରେ ନିଆଁ । ଅଗ୍ନିକାଣ୍ଡ ସମୟରେ ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନା ରହିଛି । ପାଖରେ ଛିଡ଼ା ହୋଇଥିବା ଆଉ ଏକ ବସ୍ ମଧ୍ୟ ଅଧା ଜଳି ଯାଇଛି । ଅଗ୍ନିଶମ କର୍ମଚାରୀ,…

ରାତି ପାହିଲେ ପୁରୀ ଶ୍ରୀମନ୍ଦିରରେ ହେବ ନାଗାର୍ଜୁନ ବେଶ : କରୋନା କଟକଣା ପାଇଁ ଦର୍ଶନ କରିପାରିବେନି ଭକ୍ତ

କନକ ବ୍ୟୁରୋ : ରାତି ପାହିଲେ ମହାପ୍ରଭୁଙ୍କ ବିରଳ ବେଶ ନାଗାର୍ଜୁନ ବେଶ । ଶୁକ୍ରବାର ଭୋର ୪ଟାରୁ ସକାଳ ୭ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା ଯୋଗୁଁ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ପାରିବେ ନାହିଁ ଭକ୍ତ । କୋଭିଡ ନିୟମକୁ ପାଳନ କରି…

କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିଆଣାର ହଜାର ହଜାର କୃଷକ ଗୁରୁବାର ଓ ଶୁକ୍ରବାର ଦିଲ୍ଲୀରେ ଧାରଣା…

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିଆଣାର ହଜାର ହଜାର ଚାଷୀ ଏବେ ଦିଲ୍ଲୀରେ ଧାରଣା ଦେଇଛନ୍ତି । ଏହା ସହ ଦିଲ୍ଲୀ ଚାଲ କିଷାନ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଏହି ମାର୍ଚ୍ଚକୁ ରୋକିବାକୁ ପଞ୍ଜାବ ଓ ହରିଆଣାର ସରକାର ନିଜ ନିଜ ରାଜ୍ୟର ସୀମାକୁ ସିଲ୍…

ଆଏଫଏସ ଅଫିସର ଅଭୟ ପାଠକଙ୍କୁ ଘନ ଘନ ଜେରା : ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ; ଅମାପ ସମ୍ପତ୍ତିର ସରୁନି…

କନକ ବ୍ୟୁରୋ : ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ କରିବା ସହ ତାଙ୍କୁ ଘନ ଘନ ଜେରା କରାଯାଉଛି । ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ଆଜି ତାଙ୍କ ଘରୁ ଅଧ କିଲୋରୁ ଅଧିକ ସୁନା…