Daily Archives

October 27, 2020

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୯,୫୦୨ ରେ ପହଞ୍ଚିଲା। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬,୨୫,୮୫୭ । ସୁସ୍ଥ…

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣଙ୍କ ମୃତ୍ୟୁ ଘଟି କରୋନା ଜନିତ…

ଆଜିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ନୀତି ନିର୍ଘଂଟ ଚୂଡାନ୍ତ, ବିନା ଭକ୍ତରେ ଚାଲିଛି କାର୍ତ୍ତିକ ନୀତି । ରାଇ…

କନକ ବ୍ୟୁରୋ: ଆଜିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ । ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କ ଏହି ମହାର୍ଘ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ…

ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ଦାବି କଲା ନାସା : ଦକ୍ଷିଣ ଗୋଲାର୍ଦ୍ଧରେ ଜଳକଣା ଠାବ କରିଛି ଆମେରିକା…

କନକ ବ୍ୟୁରୋ : ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ନେଇ ଏକ ରୋମାଂଚକର ଘୋଷଣା କରିଛି । ସବୁଠାରୁ ବଡ କଥା ହେଲା ନାସାର ଦାବି ଅନୁସାରେ, ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଗୋଲାର୍ଦ୍ଧର ସେହି ସେହି ସ୍ଥାନରେ ପାଣି ଅଛି ଯେଉଁଠି ସୂର୍ଯ୍ୟଙ୍କ କିରଣ…

ରାଜଧାନୀରେ ଚାଂଚଲ୍ୟ : ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଢାବାରେ କାମ କରୁଥିଲେ ଦମ୍ପତି; ମ୍ୟାନେଜରକୁ…

କନକ ବ୍ୟୁରୋ : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ । ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଥିବା ଏକ ନାମକରା ଢାବାରେ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ…

ପ୍ରଶାସନ ଶୁଣିଲାନି…ଗାଁ ଲୋକ ତିଆରି କଲେ ପୋଲ : ଗୁଞ୍ଜିବାଡିରେ ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ ତିଆରି କଲେ କାଠ…

କନକ ବ୍ୟୁରୋ : ସ୍ୱାଧୀନତାର ୭୩ ବର୍ଷ ପରେ ବି ବିକାଶ ଅପହଂଚ ।  ଗତମାସ ୨୩ ତାରିଖରେ ଆମେ ଏଭଳି ଚିତ୍ର ଦେଖାଇଥିଲୁ କନ୍ଧମାଳ ଜିଲ୍ଲା  କ.ନୂଆଗାଁ ବ୍ଲକ  ଗୁଞ୍ଜିବାଡି ପଂଚାୟତରୁ ।  ଏଠାରେ ଥିବା କାଳିପେନୁ ନଦୀରେ  ପୋଲ ନଥିବାରୁ ଲୋକେ ଗଛରେ ବିଦ୍ୟୁତ ତାର ବାନ୍ଧି  ଯିବା ଆସିବା କରୁଥିବା…

ମଣ୍ଡପରୁ ମାଆଙ୍କୁ ମେଲାଣି : ଭସାଣି ପାଇଁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା, କଟକରେ ୧୪ଟି ସ୍ଥାନରେ…

କନକ ବ୍ୟୁରୋ : ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯାଉଛି । ଭସାଣି ପାଇଁ ପ୍ରଶାସନ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି । ସବୁବର୍ଷ ପରି ଏବର୍ଷ ମେଢ ଶୋଭାଯାତ୍ରା ନଥିଲା । ଲୋକଙ୍କ ଗହଳି ନଥିଲା । କାରଣ…