Daily Archives

October 26, 2020

ଦଶହରା ଖୁସି ଆଣିଦେଲା ଦୁଃଖ: ଘର ଆଗରେ ଖେଳୁଥିବାବେଳେ ୬ ବର୍ଷର ଶିଶୁ ଉପରେ ଚଢ଼ିଗଲା ବୋଲେରୋ; ଡ୍ରାଇଭରକୁ ଗିରଫ ଦାବିରେ…

କନକ ବ୍ୟୁରୋ: ଦଶହରା ଖୁସି ଆଣି ଦେଲା ଦୁଃଖ । ଖେଳ ସାଜିଲା କାଳ । ୬ ବର୍ଷର ଶିଶୁ ଉପରେ ଚଢ଼ିଗଲା ବୋଲେରୋ । କନ୍ଧମାଳ କ ନୂଆଁ ଗାଁ ବ୍ଲକ ଜିଡ଼ୁବାଡ଼ିରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଶୁଶିଳ ପ୍ରଧାନଙ୍କ ୬ବର୍ଷର ଶିଶୁ ପୁତ୍ର ନିଜ ଘର ସାମ୍ନା ରାସ୍ତା ଉପରେ ଖେଳୁଥିବାବେଳେ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।…

କନକ ବ୍ୟୁରୋ : କୋଲବ୍ଲକ ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି । ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ…

କରୋନା ଟିକାକୁ ନେଇ ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ବଡ ବୟାନ: କହିଲେ, କେବଳ ବିହାର ନୁହେଁ ସାରା…

କନକ ବ୍ୟୁରୋ: କରୋନା ଟିକାକୁ ନେଇ ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବଡ ବୟାନ ଦେଇଛନ୍ତି । କେବଳ ବିହାର ନୁହେଁ ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିବା ସହ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଥିବା…

କମୁଛି କରୋନା, ଜିତିବ ଦେଶ: ୨୪ ଘଂଟାରେ ୪୫, ୧୪୯ ଆକ୍ରାନ୍ତ, ୫୯ ହଜାର ୧୦୫ ସୁସ୍ଥ; ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା…

କନକ ବ୍ୟୁରୋ: ରାଜ୍ୟ ସହ ଦେଶରେ ମଧ୍ୟ କରୋନାର ଗତି ମନ୍ଥର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସମୁଦ‌ାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ ରେ ପହଂଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୦ ଜଣଙ୍କର…

କରୋନା କାଳରେ ଫ୍ୟାମିଲି କୋର୍ଟର ଐତିହାସିକ ନିଷ୍ପତି… ସ୍ତ୍ରୀ ଭଳି ଏବେ ସ୍ୱାମଙ୍କୁ ବି ମିଳିବ ଭରଣପୋଷଣ ପାଇଁ…

ସ୍ୱାମୀଙ୍କ ଭରଣପୋଷଣ ପାଇଁ ବି ମିଳିବ ଭତ୍ତା । ଆଉ ଏହି ଭତ୍ତା ଦେବେ ଖୋଦ୍ ଆବେଦନକାରୀଙ୍କ ପତ୍ନୀ । ଏକଥା ଆମେ କହୁନାହୁଁ ବରଂ ଏକ ମାମଲାର ଶୁଣାଣୀ ବେଳେ ଏଭଳି ଏକ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ଉତରପ୍ରଦେଶ ମୁଜଫରନଗରରେ ଥିବା ଏକ ଫ୍ୟାମିଲି କୋର୍ଟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ଦେଶରେ ଦ୍ରୁତଗତିରେ କମୁଛି କରୋନା ସଂକ୍ରମଣ । ସପ୍ତାହକରେ ୧୬ ପ୍ରତିଶତ କମିଛି ନୂଆ ମାମଲା । ମୃତ୍ୟୁ ସଂଖ୍ୟାରେ ୧୯%…

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ । ପୂର୍ବ ସପ୍ତାହ ତୁଳନାରେ ଶେଷ ସପ୍ତାହରେ ୧୬ ପ୍ରତିଶତ ହ୍ରାସ ପାଇଛି ନୂଆ ମାମଲା । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇଛି । ଭାରତରେ ଅକ୍ଟୋବର ୧୯ ରୁ ୨୫ ତାରିଖ ମଧ୍ୟରେ ୩ ଲକ୍ଷ ୬୦ ହଜାର ନୂଆ…