କେନ୍ଦୁଝରରେ ବଢିଚାଲିଛି ହାତୀ ଉପଦ୍ରବ । ଘର ଭାଙ୍ଗୁଛନ୍ତି, ଫସଲ ବି ନଷ୍ଟ କରୁଛନ୍ତି

91

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଂଟାପଡା ପଂଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି ।

ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀଙ୍କୁ ଘଉଡାଇବାକୁ ବନବିଭାଗ ନାକେଦମ ହୋଇଛି । ଦିନରେ ଜଙ୍ଗଲ ଭିତରେ ରହୁଥିବାବେଳେ ସନ୍ଧ୍ୟାରେ ଗାଁ ଭିତରକୁ ଆସି ଆତଙ୍କ ଖେଳାଉଛନ୍ତି ହାତୀ ।

Comments are closed.