Daily Archives

August 10, 2020

ରାଜ୍ୟରେ ଖୁବଶୀଘ୍ର ଖୋଲିବ ମନ୍ଦିର । ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି । କୋଭିଡ୍ ନିୟମ ସହ ମନ୍ଦିର ଖୋଲିବା…

କନକ ବ୍ୟୁରୋ : ରାଜ୍ୟରେ ଖୁବଶୀଘ୍ର ଖୋଲିବ ମନ୍ଦିର । ମନ୍ଦିର ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ମନ୍ଦିର ଖୋଲିବା ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନର ଅନୁସରଣ କରାଯିବ, ଯଦ୍ୱାରା ମନ୍ଦିର ଯୋଗୁଁ ସଂକ୍ରମଣ ବଢ଼ିବ ନାହିଁ ।…

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା : ଟୁଇଟ କରି ପଜିଟିଭ ଚିହ୍ନଟ ନେଇ ନିଜେ ଦେଲେ ସୂଚନା;…

କନକ ବ୍ୟୁରୋ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା । ୮୪ ବର୍ଷ ବୟସ୍କ ପ୍ରଣବ ମୁଖାର୍ଜୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ପ୍ରଣବ ଲେଖିଛନ୍ତି ଆଜି ତାଙ୍କର କରୋନା ନେଇ ରିପୋର୍ଟ ପଜିଟିଭ ଆସିଛି । ତେଣୁ ଯେଉଁମାନେ ଗୋଟିଏ ସପ୍ତାହ ଭିତରେ ତାଙ୍କୁ ଭେଟିଥିଲେ…

ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ: କହିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ…

କନକ ବ୍ୟୁରୋ: କରୋନା ପାଇଁ ଧର୍ମାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଆଜି ହାଇକୋର୍ଟ ଏ ନେଇ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଆଜି ହାଇକୋର୍ଟରେ ରାଜ୍ୟର…

ବିବାଦୀୟ ଭାଇରାଲ ଅଡିଓ ମାମଲାରେ ୨ ଗିରଫ: ଦୁଇ ଜଣଙ୍କୁ ପଚରାଉଚରା ପରେ କମିଶନରେଟ ପୋଲିସର ସୂଚନା; କହିଲା, ତିଆରି କରି…

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲରେ ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଅଛନ୍ତି । ଗିରଫ ଦୁଇଜଣ ହେଲେ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ…

ଆଣ୍ଡାମାନ ନିକୋବରକୁ ମିଳିଲା ଡିଜିଟାଲ ସଂଯୋଗର ଉପହାର : ଦିଲ୍ଲୀରୁ ଫାଇବର କେବୁଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ;…

କନକ ବ୍ୟୁରୋ : ଆଣ୍ଡମାନ ନିକୋବରକୁ ମିଳିଲା ଇଂଟରନେଟ ସ୍ପିଡର ଉପହାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବମରିନ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଆଗକୁ ଆଣ୍ଡାମାନ ନିକୋବରରେ ଇଂଟରନେଟର ସ୍ପିଡ ବଢିବ । ପ୍ରକଳ୍ପର ଉଦଘାଟନ…

ବିବାଦୀୟ ଭାଇରାଲ ଅଡିଓ ମାମଲାରେ ଦୁଇ ଗିରଫ: ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ; ଏକ ଘରୋଇ ଚ୍ୟାନେଲ ଦ୍ୱାରା…

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲରେ ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଥିବା ଜଣାପଡିଛି । ଏମାନେ ଗତକାଲି ଦ୍ୱିପ୍ରହରରୁ ଗିରଫ ହୋଇଛନ୍ତି । ଏକ…