Daily Archives

July 17, 2020

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତନାଘନା ଜାରି । ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ବାପା ମାଆଙ୍କୁ ଦୀର୍ଘ ସାଢେ ତିନି ଘଣ୍ଟା…

କନକ ବ୍ୟୁରୋ: ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଜୋରଦାର ହୋଇଛି ତଦନ୍ତ । ଆଜି ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଦୀର୍ଘ ସାଢେ ୩ ଘଂଟା ଜେରା କରିଛନ୍ତି ତଦନ୍ତକାରୀ ଦଳ । ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ତଦନ୍ତ କରିବାକୁ ଆଦିତ୍ୟଙ୍କ ଘରେ ପହଂଚିଥିଲା ।…

ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ରାୟ । ଝିଅ ଆରାଧ୍ୟାଙ୍କ ସହ ନାନାବତୀ ହସ୍ପିଟାଲରେ ମାଆଝିଅ ଭର୍ତ୍ତି ।…

କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ରାୟ । ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କରୋନା ରୋଗ ଚିହ୍ନଟ ହେବା ପରେ ଘରେ ସଙ୍ଗରୋଧରେ ଥିଲେ ମା’ ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା । ଉଭୟଙ୍କ ଠାରେ…

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଭିଲେନ୍ ସାଜିଲେ ଶ୍ୱଶୁର ? ପ୍ରେମ ବିବାହ କରିବାର ୭ ଦିନ ପରେ ଝିଅକୁ ସ୍ୱାମୀ ଠାରୁ ଛଡାଇ…

କନକ ବ୍ୟୁରୋ: ମୋ ସ୍ତ୍ରୀକୁ ଫେରାଇ ଦିଅ । ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛି । ସ୍ତ୍ରୀ ପାଇଁ ଥାନାରେ ଗୁହାରୀ କଲେ ସ୍ୱାମୀ । ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଭିଲେନ୍ ସାଜିଲେ ଶ୍ୱଶୁର । ବିବାହ ପରେ ଝିଅର ବାପା ବନିଲେ ଖଳନାୟକ । ପୋଲିସ ପାୱାର ଦେଖାଇ ନବ ଦମ୍ପତ୍ତିଙ୍କୁ କରିଦେଲେ…

ଜାତିସଂଘରେ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ୨୦୨୨ ସୁଦ୍ଧା ସମସ୍ତେ ରହିବେ ଛାତ ଘରେ । ଶିକ୍ଷାଠୁ…

କନକ ବ୍ୟୁରୋ: ଆଧୁନିକ ବିଶ୍ୱ ପରିସ୍ଥତିକୁ ଦେଖି ମିଳିତ ଜାତିସଂଘର ସଂସ୍କାର ଲାଗି ଆହ୍ଵାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ( ଇକୋସୋକ)ର ଅଧିବେଶନରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ ଜାତିସଂଘ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସସ୍ତୁପରୁ…

୪ ଜିଲ୍ଲାରେ ଏବେଠୁ ଝୁଲିଲା ତାଲା । ଲାଗୁ ହେଲା ଲକଡାଉନ । ୩୧ ଜୁଲାଇ ଯାଏଁ ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ…

କନକ ବ୍ୟୁରୋ: ଲେଉଟିଲା ଲକଡାଉନ । ରାଜ୍ୟରେ ପୁଣି ଲାଗୁହେଲା ଲକଡାଉନ । ୪ ଜିଲ୍ଲାରେ ରାତି ୯ରୁ ଲାଗୁ ହେଲା ଲକଡାଉନ । ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲାରେ ଲକଡାଉନ ପ୍ରକ୍ରିୟା ଜାରି । ଆଜି ରାତିରୁ ଜୁଲାଇ ୩୧ ଯାଏଁ ୪ ଜିଲ୍ଲାରେ ଝୁଲିଲା ତାଲା । ୪ ଜିଲ୍ଲା ସମେତ ରାଉରକେଲା…

ସରକାରୀ ହିସାବକୁ ନେଇ ଦୂତିଙ୍କ ଆପତ୍ତି: ଦୌଡରାଣୀଙ୍କ ପଛରେ ୪ କୋଟି ୯ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର;…

କନକ ବ୍ୟୁରୋ: ଦୂତି ଚାନ୍ଦଙ୍କ ପାଇଁ ଓଡିଶା ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାର ଏକ ହିସାବ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦୂତି । କହିଛନ୍ତି, ଏହା ତାଙ୍କୁ ଅପମାନ ଦେଉଛି । ସେ ବି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ଗତକାଲି…