Monthly Archives

May 2020

ମୌସୁମ ପୂର୍ବରୁ ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟିର…

କନକ ବ୍ୟୁରୋ: ମୌସୁମ ପୂର୍ବରୁ ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଏଥିପାଇଁ ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ ।…

କରୋନା ଯୋଦ୍ଧାଙ୍କୁ କରୋନା: ୧୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୧୮ ଚିହ୍ନଟ; କ୍ୱାରେଂଟିନରେ ଥିଲେ ୧୨,…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ କରୋନା । ରାଜ୍ୟରେ ଆଜି ନୂଆ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସର୍ବାଧିକ ୧୭ ଜଣ ସଂକ୍ରମିତ କେନ୍ଦ୍ରାପଡା ଜିଲ୍ଲାରୁ ହିଁ ଠାବ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରହିଛନ୍ତି ଆଶା, ଅଙ୍ଗନବାଡି ଏବଂ ସୁଇପର । ଜିଲ୍ଲାପାଳଙ୍କ ସୂଚନା…

ବୁଢୀ ମା’ଙ୍କ ବଦାନ୍ୟତା : ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୯୯ ବର୍ଷୀୟା ବୃଦ୍ଧା , ସୋସିଆଲ୍ ମିଡିଆରେ…

ସାରା ଦେଶରେ ଲକଡ଼ାଉନ୍ ର ଲହରୀ ଚାଲିଥିବା ବେଳେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଏହି ସଂକଟ ସମୟରେ ଘର ଠାରୁ ଅନେକ ଦୂରରେ ରହିଥିବା ଶ୍ରମିକ ଘରମୁହାଁ ହେଉଛନ୍ତି । ନଖାଇ , ନପିଇ କିଏ ଚାଲିକରି ତ ଆଉ କିଏ ସାଇକେଲରେ ଆସିବାକୁ ବାଧ୍ୟ ହେଉଛନ୍ତି । କେଉଁଠି କେହି ସହୃଦୟ…

କରୋନା କାଳରେ ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: କହିଲେ, ଧୈର୍ଯ୍ୟ ଓ ସାହସର ସହ…

କନକ ବ୍ୟୁରୋ: କରୋନା କାଳରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି କହିଛନ୍ତି-ଲୋକ ଧୈର୍ଯ୍ୟ ଓ ସାହାସିକତାର ସହ ସ୍ଥିତିର ମୁକାବିଲା କରିଛନ୍ତି । ଆଉ ଏହାରି ଭିତରେ କରୋନା ଲଢ଼େଇର ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେଲେ ସାମୂହିକ ଭାବେ ଲଢ଼େଇ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର: ଜୁନ୍ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ; ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା ସ୍ଥିତିର…

କନକ ବ୍ୟୁରୋ: ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ । ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାଲାବନ୍ଦ କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ସରକାର ।…

ଚୋର କରିଦେଲା ପବଜି ଖେଳ : ପବଜି ଖେଳିବା ପାଇଁ ଦୋକାନରୁ ୨୦ ଟି ମୋବାଇଲ୍ ଚୋରୀ କରି ପୁଲିସ୍ ହାବୁଡ଼ରେ ଧରା ପଡିଲେ ୨…

ଅନଲାଇନ୍ ଗେମ୍ ପବଜି ନାବାଳକ ତଥା ଯୁବପିଢିଙ୍କୁ ଏତେ ପାଗଳ କଲାଣି ଯେ ଖେଳ ପାଇଁ ଚୋରୀ କରିବାକୁ ବି ପିଲାଏ ପଛଘୁଞ୍ଚା ଦେଉନାହାନ୍ତି । ବର୍ତ୍ତମାନ ଏହି ଖବର ହିଁ ଦେଖିନିଅନ୍ତୁ , ଦିଲ୍ଲୀର ନେବସରାୟ ଅଞ୍ଚଳର ୨ ଜଣ ନାବାଳକଙ୍କୁ ପବଜି ଖେଳିବାର ଅଭ୍ୟାସ ଥିଲା । କିନ୍ତୁ ଫୋନ୍ ଖରାପ ହେବା…