Daily Archives

May 16, 2020

ଗାଡି ଚାଳକଙ୍କ ପାଇଁ ବଡ ଖବର । ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ । ତେଲ ଉପରେ ବଢିଲା ଭାଟ୍ । ଆସନ୍ତାକାଲି ଠାରୁ ଲାଗୁ…

କନକ ବ୍ୟୁରୋ: ଗାଡି ଚାଳକଙ୍କ ପାଇଁ ବଡ ଖବର । ପେଟ୍ରୋଲ ଓ ଡିଜେଲ ଉପରେ ବଢିଲା ଭ୍ୟାଟ୍ । ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ବଢିଲା । ସେହିପରି ଡିଜେଲ ଉପରେ ବି ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି । ତେବେ ଭ୍ୟାଟ୍ ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୧…

ଧନ ମୋର କିଛି ଖାଉନି . . . . । ବକଟେ ଛୁଆ ମା’ ବିନା କେମିତି ରହିବ । କାନ୍ଦି କାନ୍ଦି ଅଭାବୀ ମା’ର ଝାଳୁଆ ପଣତ…

କନକ ବ୍ୟୁରୋ : ଭୋକରେ ଆଉଟୁପାଉଟୁ ହୋଇ କାନ୍ଦୁଛି କୁନି ପ୍ରୁଅ । ଧନ ମୋର କିଛି ଖାଉନି . . . . । ଚକଲେଟ୍, ଖେଳନା, ଯାହା ଦେଖେଇଲେ ବୁଝୁନି । ଦୁଇମାସ ହେଲା ମୋତେ ନଦେଖେି ରାହାଧରି କାନ୍ଦୁଛି । ବକଟେ ଛୁଆ ମା’ ବିନା କେମିତି ରହିବ ? ଶୋଇଲେ ମୋତେ ଖୋଜୁଛି, ନିଦରୁ ଉଠିଲେ ବି ମୋତେ ଖୋଜୁଛି…

ବାତ୍ୟା ରୂପ ନେଲା ‘ଆମ୍ଫାନ’ । ସମୁଦ୍ର ମଝିରେ ବାତ୍ୟାର ରୂପ ନେଲା ଗଭୀର ଅବପାତ । ୧୮ରୁ ଅତି ତୀବ୍ର ସାମୁଦ୍ରିକ ଝଡ଼ର…

କନକ ବ୍ୟୁରୋ: ସମୁଦ୍ର ମଝିରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ବା ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଆମ୍ଫାନ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଥିବା ଗଭୀର ଅବପାତର ଏବେ ବାତ୍ୟା ବା ସାମୁଦ୍ରିକ ଝଡ଼ ବା…

ପିପିଲିରୁ ଆସିଲା ଆକ୍ରମଣର ଲାଇଭ ଚିତ୍ର । ସରକାରୀ ଡାଲି ଯୋଗାଣରେ ଅନିୟମିତତା ଅଭିଯୋଗ କରିବାରୁ ଯୁବକଙ୍କୁ ମାଡ ମାରିଲେ…

କନକ ବ୍ୟୁରୋ: ସରକାରଙ୍କ ପକ୍ଷରୁ ହେଉଥିବା ଡାଲି ବଂଟନରେ ଅନିୟମିତତା ଅଭିଯୋଗ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ଅଭିଯୋଗକାରୀଙ୍କୁ ମାଡ ମାରିଛନ୍ତି ଜିଲ୍ଲା ପରିଷଦଙ୍କ ପୁଅ । । ପୁରୀ ଜିଲ୍ଲା ପିପିଲି ୨୩ ନମ୍ବର ଜୋନ୍ ଦୁର୍ଗାଦାସପୁର ପଂଚାୟତରୁ ଆସିଥିବା ଘଟଣା ଏବେ ଚାରିଆଡ଼େ କ୍ଷମତା ଉପରେ…

ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରସ୍ତୁତି କରିବାକୁ ନବୀନଙ୍କ ଆହ୍ୱାନ ।…

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଲେ ଆଲୋଚନା । ଓଡ଼ିଶାର ୪ ଜିଲ୍ଲାକୁ ଅଧିକ ବିପଦ ରହିଥିବା ଆଶଙ୍କା । ପୂର୍ବରୁ ମଧ୍ୟ ସବୁ ସାମୁଦ୍ରିକ ଝଡକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା…