Daily Archives

May 15, 2020

ଡଷ୍ଟବିନକୁ ଡେଇଁଲା ଭୋକ ମହାମାରୀ ନୁହେଁ ଭୋକ ମାରିବାକୁ ଅଳିଆଗଦାରେ ଅସହାୟ ବୃଦ୍ଧା । ଅଲୋଡ଼ା ଆବର୍ଜନାରୁ ଅଣ୍ଡାଳି…

କନକ ବ୍ୟୁରୋ: କୁହାଯାଏ, ଛବି କଥା କୁହେ । ଏଠି ତ’ କାହାଣୀ କହୁଛି । ଅଲୋଡ଼ା ଅଳିଆ ଗଦାରୁ ଆହାର ଅନ୍ୱେଷଣର କାହାଣୀ । ଭୋକ ଏଠି ଉପହାସ କରୁଛି । ମଣିଷର ଅସହାୟତାକୁ ନେଇ, ମଣିଷର ଅକ୍ଷମତାକୁ ନେଇ । ଭୋକିଲା ପେଟ ମଣିଷର ପାଦକୁ କେଉଁ ପର୍ଯ୍ୟନ୍ତ ଟାଣି ନେଇଯାଇପାରେ ସମ୍ବଲପୁରରୁ ଆସିଥିବା…

କିଛି ନୁହେଁ କରୋନା ! ମହମାରୀ ମୁକାବିଲା ଭିତରେ ବିଶେଷଜ୍ଞ କହିଲେ କରୋନା ଏକ ସାଧାରଣ ରୋଗ । ସୁସ୍ଥ ହେବାର ସମ୍ଭାବନା…

କନକ ବ୍ୟୁରୋ: କରୋନା ଏକ ସାଧାରଣ ରୋଗ । ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକତା ନାହିଁ । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ରୁ ୮୫ ପ୍ରତିଶତ ସୁସ୍ଥ ହେଉଛନ୍ତି । ଏନେଇ ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ବିଶେଷଜ୍ଞ…

ମହାମାରୀ ପାଇଁ ମଣିଷ ଘରେ, ବାଘ ବୁଲୁଛି ବାହାରେ…ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

କନକ ବ୍ୟୁରୋ: ମହାମାରୀ କରୋନା ସମୟରେ ଯେଉଁଟି ମଣିଷମାନେ ଚାରି କାନ୍ଥ ଭିତରେ ଏକପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି ସେହି ସମୟରେ ରାସ୍ତାଘାଟରେ ଘୁରିବୁଲୁଛନ୍ତି ବିଭିନ୍ନ ବନ୍ୟପ୍ରାଣୀ,ହ୍ରିଂସ ଜୀବଜନ୍ତୁ । ଏଭଳି କିଛି ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏବେ…

ଚାଷ ବଢ଼ିଲେ ଦେଶ ବଢ଼ିବ ୨୦ ଲକ୍ଷ କୋଟି ପ୍ୟାକେଜରେ କୃଷିକୁ ଫୋକସ୍ । କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ଲକ୍ଷ କୋଟିର…

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତ ଅଭିଯାନର ଆଜି ତୃତୀୟ ସେଟ୍ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମେ ଉଦ୍ୟୋଗ, ଦ୍ୱିତୀୟରେ ଗରିବ ଓ ଶ୍ରମିକ ଏବଂ ଆଜି ତୃତୀୟ ସେଟ୍ରେ କୃଷି ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର । କୃଷି ଭିତିଭୂମିକୁ ମଜଭୁତ କରିବା ପାଇଁ ୧ ଲକ୍ଷ…

ଚାଲନି , ଥାନାକୁ ଆସ । କେହି ଚାଲିବେନି ଓଡିଶା ମାଟିରେ । ରାସ୍ତାରେ ଚାଲି ଚାଲି ଯାଉଥିଲେ ନିକଟସ୍ଥ ଥାନାକୁ ଜଣାନ୍ତୁ,…

କନକ ବ୍ୟୁରୋ: କେହି ଚାଲିବେନି ଓଡିଶା ମାଟିରେ । ଓଡିଶା ମାଟିରେ କେହି ଶ୍ରମିକ ଚାଲିଚାଲି ଯିବେ ନାହିଁ । ପାଦଚଲା ଶ୍ରମିକଙ୍କ ପାଇଁ ଭଲ ଖବର । ଓଡିଶାରେ ଆଉ କେହି ଚାଲି ଚାଲି ଯିବେନି । ରାସ୍ତାରେ ଚାଲି ଚାଲି ଯାଉଥିଲେ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । କୌଣସି ଶ୍ରମିକ ଯଦି ପାଦରେ ଚାଲି…

ଭୟଙ୍କର ରୂପ ନେଇପାରେ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସାମୁଦ୍ରିକ ଝଡ଼ । ବିଭିନ୍ନ ପାଣିପାଗ ସଂସ୍ଥାର ଆକଳନ ଭେରି…

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଥିବାବେଳେ ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଏହି ଚିତ୍ର ବୟାନ କରୁଛି ଯେ ଏହି ବାତ୍ୟା ଆମ୍ଫାନ ତୀବ୍ର ରୂପ ନେବାର ଆଶଙ୍କା ରହିଛି । ୧୬ ତାରିଖ ସନ୍ଧ୍ୟା ବେଳକୁ ଏହା ସାମୁଦ୍ରିକ ଝଡ ବା ବାତ୍ୟାର ରୂପ…