Daily Archives

May 13, 2020

କରୋନା ଲଢେଇ: ନେତାଙ୍କୁ ଭୁଲିଗଲେ କି ସରକାର ? ମହାମାରୀ ମୁକାବିଲା ବେଳେ ସ୍ଥାନ ଖୋଜିଲେ ନେତା । ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରୟାସ କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି ଗଂଜାମ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଠିକ୍ ଭାବରେ…

ତୁ ଛିଡା ହେବୁ … ତୋ ଚଉଦ ପୁରୁଷ ବି ଛିଡା ହେବେ । ମୁଁ ଓଏଏସ ଅଫିସର, ତମ ଭଳିଆ ଦାଦନ ଶ୍ରମିକ ନୁହେଁ । ପ୍ରବାସୀ…

କନକ ବ୍ୟୁରୋ :  ମୁଁ ଜଣେ ଓଏଏସ୍‌ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପ... ପୂରା ଚୁପ୍ ।। ତମ ଚଉଦ ପୁରଷ ଏଠାରେ ଛିଡା ହେବେ। ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢଙ୍ଗରେ ଗାଳି…

ପାଦ ଥମିଗଲା, ଜୀବନ ଚାଲିଗଲା… ଜୀବନ ପାଇଁ ଘରକୁ ଫେରିଲା ବେଳେ ମଝି ରାସ୍ତାରେ ମାଡି ବସିଲା ମୃତ୍ୟୁ ।…

କନକ ବ୍ୟୁରୋ: ସରିଲାନି ରାସ୍ତା, ଚାଲିଗଲା ଜୀବନ । ଘରକୁ ଫେରୁ ଫେରୁ ଆଖି ବୁଜିଦେଲା ଶ୍ରମିକ । ବଞ୍ଚିଥିବା ବେଳେ ଗାଡି ମିଳିଲାନି, ମଲା ପରେ ଆସିଲା ଆମ୍ବୁଲାନ୍ସ । ବିଧାତାର ବିଚିତ୍ର ଖେଳ ନା ବ୍ୟବସ୍ଥାର ଦୋଷ? ସେ ଶ୍ରମିକ ବୋଲି ମଲାପରେ ବଢ଼ିଲା ମୂଲ । ବଞ୍ଚିଥିବା ବେଳେ ଗାଡ଼ି ଆସିଲାନି…

କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ । ନିକୁଞ୍ଜ ଧଳ ହେଲେ ଶକ୍ତି ବିଭାଗର ପ୍ରମୂଖ ସଚିବ, ସ୍ୱାସ୍ଥ୍ୟ ବିଭାଗ…

କନକ ବ୍ୟୁରୋ: କରୋନା ମୁକାବିଲା ବେଳେ ବଡ଼ ଖବର । ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି । ବଦଳିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ସରକାର ତାଙ୍କୁ ବଦଳି କରି ଶକ୍ତି ବିଭାଗର ପ୍ରମୂଖ ସଚିବ ଦାୟିତ୍ୱ ଦେଇଛନ୍ତି । ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ…

ବିମାନରେ ଆସୁଥିଲେ କଣ କରିବେ…? ଆମେରିକା, ଦୁବାଇ, ମାଲେସିଆରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଗାଇଡଲାଇନ…

କନକ ବ୍ୟୁରୋ: ଲକଡାଉନ ୩.୦ ସରୁଥିବା ବେଳେ ବିଦେଶରୁ ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି ସରକାର । ତେବେ ଏତିକି ବେଳେ ଭାରତ ବାହାରେ ମଧ୍ୟ ଅନେକ ଓଡିଆ ଫସି ରହିଛନ୍ତି ଯେଉଁମାନଙ୍କୁ ଓଡିଶା ଆଣିବାକୁ ବିମାନର ବ୍ୟବସ୍ଥା କରାଯାଇଛି । ଦୁବାଇ, ଆମେରିକା, ମାଲେସିଆରୁ ପ୍ରବାସୀ ଓଡିଆ…