Daily Archives

May 20, 2020

ଝଡ ମୁହଁରେ ଯୋଦ୍ଧା: ଆମେ ଥିଲୁ ଘର ଭିତରେ, ସେମାନେ ଲଢୁଥିଲେ ଝଡ ସାମ୍ନାରେ… ମହାମାରୀ ହେଉ କି ମହାବାତ୍ୟା ।…

କନକ ବ୍ୟୁରୋ: ଝଡ ମୁହଁରେ ଯୋଦ୍ଧା, ଘର ଭିତରେ ଜୀବନ । ସମୁଦ୍ର ଭିତରୁ ଯେତେବେଳେ ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସୁଥାଏ ମହାବାତ୍ୟା । ଠିକ ସେତିକି ବେଳେ ଝଡ ମୁହଁରୁ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡନ୍ତି ଏ ସିପାହୀମାନେ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ତଳିଆ ଅଞ୍ଚଳରୁ ଉପରକୁ…

ଝଡ ଭିତରେ ନୂଆ ଜୀବନ । ବାତ୍ୟା ବେଳେ ଦମକଳ ଗାଡି ଭିତରେ ଜନ୍ମନେଲା ଶିଶୁ କନ୍ୟା, କେନ୍ଦ୍ରାପଡା ଜଅଁରା ରାସ୍ତାରେ ଗଛ…

କନକ ବ୍ୟୁରୋ: ବାତ୍ୟା ଅମ୍ପାନ ସମୟରେ ଅଗ୍ନିଶମ ଗାଡିରେ ଜନ୍ମ ହେଲା ଶିଶୁକନ୍ୟା । କେନ୍ଦ୍ରାପଡା ଜଅଁରାର ଜାନକୀ ସେଠୀଙ୍କୁ ପ୍ରସବ ବେଦନା ହୋଇଥିଲା । ଝଡ ବର୍ଷା ସମୟରେ ହସ୍ପିଟାଲ ନେବା ପାଇଁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଜାନକୀଙ୍କ ସ୍ୱାମୀ । ହେଲେ ଆମ୍ବୁଲାନ୍ସ…

ଓଡିଶାରୁ ବିପଦ ଟଳିଲା, ସୁନ୍ଦରବନରେ ତାଣ୍ଡବ ରଚିଲା । ଏସଆରସି କହିଲେ ଭୟଙ୍କର କ୍ଷୟକ୍ଷତିରୁ ବର୍ତ୍ତିଗଲା ଓଡିଶା । ଆଉ…

କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପୁଜିଥିବା ଭୟଙ୍କର ସ୍ଥିତି ରହିବ ନାହିଁ। ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିଥିବାରୁ ଝଡ଼ ତୋଫାନ ବିପଦ ଟଳିଛି। ଓଡ଼ିଶାର ଏବେ କେବଳ ବର୍ଷା ହେବ। କିନ୍ତୁ ପ୍ରବଳ ବର୍ଷା ହେବାର ଆଶଙ୍କା ଉପୁଜି ନାହିଁ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ…

ପ୍ରବାସୀ ଶ୍ରମିକଙ୍କ ଆସିବାକୁ ନେଇ ଯୋଗୀଙ୍କୁ ଟାର୍ଗଟ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ଦେଇଥିଲା…

କନକ ବ୍ୟୁରୋ: ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଉତରପ୍ରଦେଶ ଫେରାଇ ଆଣିବା ପାଇଁ କଂଗ୍ରେସର ଉଦ୍ୟମକୁ ପଣ୍ଡ କରୁଛି ଉତରପ୍ରଦେଶ ସରକାର । ବୁଧବାର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କହିଛନ୍ତି , ପ୍ରବାସୀ…

ଓଡିଶା ଉପକୂଳରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ବୋହିଲା ପବନ । ରାଜ୍ୟର ୪ଟି ଜିଲ୍ଲାରେ କ୍ଷୟକ୍ଷତି । କେନ୍ଦ୍ରାପଡା ଓ…

କନକ ବ୍ୟୁରୋ: ସମୁଦ୍ର ଭିତରୁ ଉପକୂଳ ଦେଇ ବାତ୍ୟା ଆଗକୁ ଆଗକୁ ବଢୁଥିଲା , ଆଉ ରାସ୍ତାରେ ରଚିଚାଲିଥିଲା ଧ୍ୱଂସର ତାଣ୍ଡବ ଲୀଳା । ଆଗରେ ଯାହା ବି ଆସୁଥିଲା ତାକୁ ନଷ୍ଟ କରିଚାଲିଥିଲା । କ୍ଷଣକ ମଧ୍ୟରେ ଖିନଭିନ ହୋଇଯାଇଥିଲା ଚାଳ ଛପର ଘର । ବଡ ବଡ ଗଛ ମାଟି ତଳୁ ଉପୁଡି ପଡିଥିଲା । ଆଉ ମାଡି…

ସତ ହେଲା ସାଇକ୍ଲୋନମ୍ୟାନଙ୍କ ପୂର୍ବାନୁମାନ । ସଠିକ ପୂର୍ବାନୁମାନ କରିବାରେ ସମସ୍ତଙ୍କ ଠାରୁ ଆଗରେ ରହିଲେ ପାଣିପାଗ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଏକ ଲଘୁଚାପ ଅବପାତର ପୁର ନେଇ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଆଉ ପ୍ରତିବର୍ଷ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡିଶାବାସୀଙ୍କ ମନରେ ଛନକା ପଶିଥିଲା…