Daily Archives

May 24, 2020

ଆଇଆଇସିଙ୍କ ଅଲଗା ଅଲଗା କାହାଣୀ । ଶାସ୍ତି ପାଇଲେ ସନ୍ଧ୍ୟାରାଣୀ , ସାବାସୀ ପାଇଲେ ସାବିତ୍ରୀ । କିଏ ଦବଙ୍ଗଗିରି ଦେଖାଇ…

କନକ ବ୍ୟୁରୋ: ଆଇଆଇସିଙ୍କ ଅଲଗା ଅଲଗା କାହାଣୀ । ଶାସ୍ତି ପାଇଲେ ସନ୍ଧ୍ୟାରାଣୀ , ସାବାସୀ ପାଇଲେ ସାବିତ୍ରୀ । ଓଡିଶା ପୋଲିସ ବିଭାଗର ଦୁଇ ଆଇଆଇସିଙ୍କୁ ନେଇ ଆସିଛି ଦୁଇ ଅଲଗା ଅଲଗା ଚିତ୍ର । ଜଣେ ଭଲ କାମ ପାଇଁ ସାବାସୀ ପାଇଛନ୍ତି ଆଉ ଜଣେ ବିବାଦକୁ ଆସି ଶାସ୍ତି ପାଇଛନ୍ତି । ଆମେ କହୁଛୁ…

ଭେଣ୍ଡିଆ ପୁଅ ପାଉଛି ବାର୍ଦ୍ଧକ୍ୟ ଭତ୍ତା । ୪୦ରୁ ୪୨ ବର୍ଷର ଯୁବକ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ରିପୋର୍ଟିଂରେ…

କନକ ବ୍ୟୁରୋ: ଦୁର୍ନୀତିରେ ବୁଡିଛି ଜଗତସିଂହପୁର ଜିଲ୍ଲା ତିାର୍ତୋଲ ବ୍ଲକ୍ ଗୋପାଳପୁର ପଂଚାୟତ । ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଭିନ୍ନକ୍ଷମ ଭତାରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଛି । ସରକାରୀ ତଦନ୍ତ ରିପୋର୍ଟରେ ମୋଟ ୩୧୯ ଜଣଙ୍କ ମଧ୍ୟରୁ ମାତ୍ର ୫୨ ଜଣ…

ପୋଲିସ ଗାଡିରେ ସାଇରନ ନୁହେଁ କୁଆଁ କୁଆଁ ଶୁଭିଲା, ପ୍ରସୂତିଙ୍କ ପାଇଁ ପିସିଆର ଭ୍ୟାନ ଲେବର ରୁମ୍ ପାଲଟିଲା । ଗର୍ଭ…

କନକ ବ୍ୟୁରୋ: ପୋଲିସ ଗାଡିରେ କୁଆଁ କୁଆଁ । ଲେବର ରୁମ୍ ପାଲଟିଲା ପିସିଆର ଭ୍ୟାନ । ପ୍ରସବ ବେଦନା ଅଧିକ ହେବାରୁ ପୋଲିସ ଗାଡିରେ ପିଲା ଜନ୍ମ କଲେ ଗର୍ଭବତୀ ମହିଳା । ହସ୍ପିଟାଲ ନେବା ବାଟରେ ଅସହ୍ୟ ଗର୍ଭ ଯନ୍ତ୍ରଣା ଛଟପଟ ହେଉଥିବା ମହିଳା ପୋଲିସ ଗାଡିରେ ହିଁ ଶିଶୁକୁ ନୂଆ ଦୁନିଆ ଦେଖାଇଥିଲେ…

କରୋନା ଲଢ଼େଇ ନେଇ ସରକାରୀ ଆଭିମୁଖ୍ୟରେ ବଡ଼ ପରିବର୍ତନ । ପୂର୍ଣ୍ଣ କ୍ଷମତାରେ ବସ୍ ଚଳାଇବାକୁ ଅନୁମତି, ଟ୍ରେନ୍ ସହ ବିମାନ…

କନକ ବ୍ୟୁରୋ: ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କଟକଣାକୁ କୋହଳ କରିଥିବା ବେଳେ ସୋମବାରଠାରୁ ସ୍ୱାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା । ସାରା ରାଜ୍ୟରେ ବସ୍, ଅଟୋ, ଟ୍ୟାକ୍ସି, ଘରୋଇ କାର ଓ ସରକାରୀ ଗାଡି ଚାଲିବ । ରାଜ୍ୟର ଗୋଟିଏ ଜିଲ୍ଲାରୁ ଅନ୍ୟ…

କାଲିଠୁ କଟକରେ ଅନଲାଇନରେ ମଦ ବିକ୍ରି: ଅନଲାଇନରେ ବିକିବାକୁ ରାଜି ହେଲା କଟକ ମଦ ବ୍ୟବସାୟୀ ସଂଘ । ଜିଲ୍ଲାପାଳଙ୍କ ସହ…

କନକ ବ୍ୟୁରୋ: କାଲିଠାରୁ କଟକରେ ଆରମ୍ଭ ହେବ ଅନଲାଇନ୍ ମଦ ବିକ୍ରି । ହୋମ ଡେଲିଭରୀ ପାଇଁ ମନା କରୁଥିବା କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଶେଷରେ ଅନଲାଇନ୍ ମଦ ବିକ୍ରି ପାଇଁ ରାଜି ହୋଇଛି । ଅନଲାଇନରେ ମଦ ଦେବା କଷ୍ଟକର ବୋଲି ପୂର୍ବରୁ ମଦ ଦୋକାନୀ ମାଲିକ ସଂଘ ମତ…

କାଲିଠୁ ଉଡିବ ବିମାନ । ଆସନ୍ତାକାଲି ଠାରୁ ଦେଶରେ ବିମାନ ଯାତ୍ରା ଆରମ୍ଭ । ଜାଣନ୍ତୁ ଯାତ୍ରା ପୂର୍ବରୁ ବିମାନବନ୍ଦରରେ…

କନକ ବ୍ୟୁରୋ: ଆସନ୍ତାକାଲି ଦେଶର ଅନେକ ସ୍ଥାନରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ଦୁଇମାସ ପରେ ଘରୋଇ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ବିମାନବନ୍ଦରରେ ନୂତନ ନିୟମ ଏବଂ ନିୟମ ସହିତ ସବୁକିଛି ପରିବର୍ତ୍ତନ ହୋଇଛି । ଲୋକଙ୍କୁ…