Daily Archives

May 23, 2020

କରୋନା କଟକଣା ଭିତରେ ଶୀତଳଷଷ୍ଠୀ । ସମ୍ବଲପୁର ଶୀଳତଷଷ୍ଠୀରେ ନିରାଡ଼ମ୍ବର ନିର୍ବନ୍ଧ, ତାଲାବନ୍ଦ ନିୟମ ଭିତରେ ସରିଲା ଦେବ…

କନକ ବ୍ୟୁରୋ: ନା ଥିଲା ବିରାଟ ପଟୁଆର । ନା ଥିଲା ଦୁଲଦୁଲି ନୃତ୍ୟ ଗୀତର ଶୋଭାଯାତ୍ରା । କେବଳ ଶଙ୍ଖ ଫୁଙ୍କି କନ୍ୟା ଘରେ ପହଂଚି ଥିଲେ ବରପକ୍ଷର ସୀମିତ ସଂଖ୍ୟକ ଲୋକ । ଆଉ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହୋଇଛି ସମ୍ବଲପୁର ନନ୍ଦପଡା ବମ୍ ବରାଡ ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ଉତ୍ସବ ।…

ରାଜ୍ୟ ଔଷଧ ନିଗମର ମାସ୍କ କିଣା ନେଇ ବଢିଲା ଚର୍ଚ୍ଚା । ଦୁଇଟି କମ୍ପାନୀ ଠାରୁ ଭିନ୍ନ ଭିନ୍ନ ଦରରେ କିଣା ହେଲା ମାସ୍କ ।…

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ତ୍ରିସ୍ତରୀୟ ମାସ୍କ କିଣାଯାଇଛି । ହେଲେ ଏହି ମାସ୍କର ଦରକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ଦୁଇଟି କମ୍ପାନୀରୁ ଭିନ୍ନ ଭିନ୍ନ ଦରରେ ମାସ୍କ କିଣାଯାଇଛି । ଏପ୍ରିଲ ୧୫ ତାରିଖରେ ହରିଆଣାର…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍ମର୍ମ ନୁହେଁ । କୋରାପୁଟର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି…

କନକ ବ୍ୟୁରୋ: ଦୁଷ୍ମର୍ମ ନୁହେଁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା । ବିବାହ ପ୍ରତିଶ୍ରୁତି ଦିଆନିଆ ପରେ ପୁଅ ଝିଅଙ୍କ ମଧ୍ୟରେ ରହୁଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏଭି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । କୋରାପୁଟର ଏକ ଦୁଷ୍କର୍ମ ମାମଲାର…

ପ୍ରଥମେ ‘କରୋନା’ ପରୀକ୍ଷା ପରେ ସେବା । ସ୍ନାନପୂର୍ଣ୍ଣିମା ପୂର୍ବରୁ ହେବ ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ । ଜଳ…

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତଙ୍କୁ ନେଇ ବଡ଼ ନିଷ୍ପତ୍ତି । ପ୍ରଥମେ ‘କରୋନା’ ପରୀକ୍ଷା ପରେ ସେବା । କୋଭିଡ-୧୯ ଗାଇଡଲାଇନର ସଚେତନା ଭିତରେ ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏଭଳି କିଛି ନିଷ୍ପତି ହୋଇଛି । ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା…

ମମତା ମାଗିଲେ ସେନା । ଅମ୍ପାନର ତାଣ୍ଡବଲୀଳା ପରେ ରାଜ୍ୟର ପୁନରୁଦ୍ଧାର ପାଇଁ ସେନାର ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ସେନା ମାଗିଲେ ମମତା । ଅମ୍ଫାନ ଉଜାଡି ଦେବା ପରେ ପଶ୍ଚିମବଙ୍ଗ ସଜାଡିବାକୁ ସେନା ସହାୟତା ଲୋଡିଲେ ଦିଦି । ବାତ୍ୟା ବିଧ୍ବସ୍ତ ପଶ୍ଚିମବଙ୍ଗ ଲାଗି ସେନା, ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ବାତ୍ୟା ଯୋଗୁଁ…

ଅମ୍ଫାନ କରିଛି କେତେ କ୍ଷତି ? ବାତ୍ୟା କ୍ଷୟକ୍ଷତିର ଆସିଲା ପ୍ରାଥମିକ ରିପୋର୍ଟ । ୧୦ଟି ଜିଲ୍ଲାର ୯୨ ବ୍ଲକ ବାତ୍ୟା ମାଡ…

କନକ ବ୍ୟୁରୋ: ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଦେଲେ ସରକାର । ଅମ୍ଭାନରେ କେତେ କ୍ଷୟକ୍ଷତି ଓଡିଶାରେ ହୋଇଛି ତାର ପ୍ରଥମ ପର୍ଯ୍ୟାୟ ରିର୍ରେ୍ ମିଳିଛି । ତେବେ ଓଡିଶାରେ କେତେ କ୍ଷତି କରିଛି ଅମ୍ଫାନ? ୪୪ ଲକ୍ଷ ୪୪ ହଜାର ୮ ଶହ ୯୬ ଲୋକ ପ୍ରଭାବିତ । ୪ଟି ଜିଲ୍ଲା ବିଶେଷ ପ୍ରଭାବିତ…