Daily Archives

May 8, 2020

ରାଜ୍ୟରେ ୨୭୧ ନୁହେଁ ୨୭୦ ପଜିଟିଭ । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମହାରାଷ୍ଟ୍ରର ଟ୍ରକ ଡ୍ରାଇଭର ।…

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମ ଜିଲ୍ଲାର…

ଆରମ୍ଭ ହେଲା ରଥ ନିର୍ମାଣ । ୨୦୦ ଫୁଟ୍ ନିଷିଦ୍ଧାଞ୍ଚଳ ଭିତରେ ଜାରି ରହିବ ରଥ ନିର୍ମାଣ, ଭକ୍ତ ନିବାସରେ ରଖିବା ପାଇଁ…

କନକ ବ୍ୟୁରୋ: ଚଳଚଂଚଳ ରଥଖଳା । ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥ ଖଳାକୁ ବ୍ୟାରିକେଡିଂ ଓ କପଡାରେ ଆବଧ କରି ରଥ କାର୍ଯ୍ୟ ଆରମ୍ଭ କରାଯାଇଛି । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ…

ସଙ୍ଗରୋଧ କେନ୍ଦ୍ରରେ ପଡିଛି ଶବ । ଗଞ୍ଜାମ ଗୁପ୍ତେଶ୍ୱର ସଙ୍ଗରୋଧ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୩ ଦିନ ତଳେ…

କନକ ବ୍ୟୁରୋ: ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏଭଳି ଏକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । ସେ ୩ ଦିନ ପୂର୍ବରୁ ସୁରତରୁ ଫେରିଥିଲେ ଏବଂ ତାଙ୍କୁ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ଥିଲା ବୋଲି ତାଙ୍କ…

ଏମିତି ବି ଆସେ ମୃତ୍ୟୁ…ଚାଲି ଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଫେରୁଥିଲେ ଶ୍ରମିକ, ଟ୍ରାକରେ ଶୋଇପଡିଥିବା ବେଳେ…

କନକ ବ୍ୟୁରୋ: ମହାରାଷ୍ଟ୍ରର ମର୍ମନ୍ତୁଦ ଘଟଣା ମନକୁ ଆସିଲେ, ଆପଣ ଛାଏଁ ଆଖି ଆଗକୁ ଚାଲି ଆସୁଛି ଏମିତି କିଛି ଦୃଶ୍ୟ । ରେଳ ଧାରଣା ଉପରେ ଚାଲୁଛନ୍ତି ଶ୍ରମିକ । ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ରହୁଥିବା ଶ୍ରମିକମାନେ ଏବେ କାମଧନ୍ଦା ହରାଇବା ପରେ ବାଧ୍ୟ ହୋଇ ଘରମୁହାଁ ହେଉଛନ୍ତି ।…