Daily Archives

May 28, 2020

ସୀମାରେ ଚୀନ ଚାଲ୍ ଖେଳୁଛି, ଉତ୍ତେଜନା ବଢୁଛି । ଯଦି ଭାରତ-ଚୀନ ମୁହାଁମୁହିଁ ହୁଅନ୍ତି କିଏ କାହା ଉପରେ ପଡିବ ଭାରି ?…

କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ସୀମାରେ ସ୍ଥିତି । ଲଦାଖ ସୀମାରେ ବଢୁଛି ଉତ୍ତେଜନା । କୁହୁଳିବାରେ ଲାଗିଛି ଭାରତ-ଚୀନ ସୀମା ବିବାଦ । ଲଗାତାର ଦେଢମାସ ହେବ ଭାରତ-ଚୀନ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଚୀନ ବାରମ୍ବାର ସୀମାରେ ନିର୍ମାଣ କାମ କରୁଥିବାରୁ ଏହାକୁ ବିରୋଧ କରିଛି ଭାରତୀୟ…

ଆସିବ କି ଲକଡାଉନ୍ ୫.୦? ନବୀନ ପଟ୍ଟନାୟକ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

କନକ ବ୍ୟୁରୋ: ବଢିବ କି ଲକଡାଉନ୍ ଅବଧି । ତିନି ଦିନ ପରେ ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଆଉ ଏହା ଶେଷ ହେବା ପୂର୍ବରୁ ଲକଡାଉନ ଅବଧି ଆଗକୁ ବଢ଼ିବ ନାଁ ସମ୍ପୂର୍ଣ୍ଣ ଭାବେ ହଠାଇ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଭିତରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା…

କରୋନା ସହ ଆଉ କେତେ ଦିନ? ଆମ ଦେଶରେ କାହିଁକି ମାରାତ୍ମକ ନୁହେଁ କରୋନା? ଅଧିକମାତ୍ରାରେ ସଂକ୍ରମଣ ନବ୍ୟାପିବାର କାରଣ…

କନକ ବ୍ୟୁରୋ: କରୋନା ଆମେରିକାରେ ଲକ୍ଷେ ଲୋକଙ୍କୁ ମାରିଲାଣି ତ ଭାରତରେ ୮୦ରୁ ୮୫ ପ୍ରତିଶତ ଲୋକ ଲକ୍ଷଣ ବିହୀନ । ଅର୍ଥାତ ତାଙ୍କ ପାଖରେ ରୋଗ ନାଁକୁ ମାତ୍ର । ଏବଂ ଖୁବ ଶୀଘ୍ର ସୁସ୍ଥ ବି ହୋଇଯିବେ । କରୋନାର ଏହି କୁହେଳିକା ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଛି । ଆଉ ଡାକ୍ତର ବି କହୁଛନ୍ତି,…

ଭାରତ ପାଇବ କି କରୋନା ଭ୍ୟାକସିନ ? କରୋନା ଟୀକା ପାଇଁ ଭାରତର ୩୦ଟି ପରୀକ୍ଷାଗାରରେ ଚାଲିଛି କାମ । କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ: କରୋନା ମହାମାରୀରର ମୁକାବିଲା ନେଇ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଦେଖାଦେଇଛି ଏକ ନୂଆ ସମ୍ଭାବନା । କରୋନା ମୁକାବିଲା ପାଇଁ ଭାରତରେ ୩୦ଟି ଅନୁଷ୍ଠାନ ପ୍ରତିଶେଧକ ଟୀକା ଉପରେ ଗବେଷଣା କରୁଛନ୍ତି । ଏଥିରୁ ପ୍ରାୟ ୨୦ଟି ଅନୁଷ୍ଠାନର ଗବେଷଣା ବେଶ ଭଲ ସ୍ଥିତିରେ ରହିଥିବା…

ମହାମାରୀ ଭିତରେ ମୁହାଁମୁହିଁ । ବିଜେଡି ସହ ଲଢ଼ିବାକୁ ପ୍ରସ୍ତୁତ ହେଲା ବିଜେପି । ପଞ୍ଚାୟତ ସ୍ତରରେ ସରକାରଙ୍କୁ…

କନକ ବ୍ୟୁରୋ: ମହାମାରୀ କରୋନା ସହ ଲଢ଼େଇ ଭିତରେ ଆରମ୍ଭ ହୋଇଛି ରାଜନୀତି । ବିଜେଡି ସହ ଲଢ଼େଇ କରିବା ପାଇଁ ବିଜେପି ଏବେ ପ୍ରସ୍ତୁତ ହେଉଛି । କ୍ୱାରେଂଟିନ ସେଂଟରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ମନରେଗାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ନିକଟରେ ପହଁଚିବାକୁ…

ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି: ଅସଲି ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଇଛନ୍ତି ନକଲି ହିତାଧିକାରୀ ।…

କନକ ବ୍ୟୁରୋ: ସ୍ୱଚ୍ଛଭାରତ ଯୋଜନାରେ ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ସହାୟତରେ ଗ୍ରାମାଂଚଳରେ ଶୈାଚାଳୟ ନିର୍ମାଣରେ ବଡଧରଣର ହରିଲୁଟ ହୋଇଥିବା ଜଣା ପଡିଛି । ଶୈାଚାଳୟ ତିଆରି କରିନଥିବା ବେଳେ ଜାଲ କାଗଜପତ୍ର ଜରିଆରେ ଅସଲି ହିତାଧିକାରୀଙ୍କ ନାଁରେ ଟଙ୍କା…