Daily Archives

May 19, 2020

ମହାବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ଏଯାଏଁ ସ୍ଥାନାନ୍ତର ହେଲେଣି ୯୦ ହଜାର ଲୋକ । ସକାଳ…

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ ପାଇଁ ସଜାଗ ଅଛି ଓଡିଶା । ମହାବାତ୍ୟା ମୁକାବିଲା ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂରେ ସମୀକ୍ଷା ବୈଠକ । ତେବେ ଅମ୍ଫାନ…

କାଶ୍ମୀର ମାମଲାରେ ତାଲିବାନର ବଡ଼ ବୟାନ । ଭାରତର ଆଭ୍ୟନ୍ତରୀଣ ମାମଲା ହେଉଛି କାଶ୍ମୀର, ଏହି ପ୍ରସଙ୍ଗରେ ମୁଣ୍ଡ…

କନକ ବ୍ୟୁରୋ; କାଶ୍ମୀର ଭାରତର ଆଭ୍ୟନ୍ତରୀଣ ସମସ୍ୟା । କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଣ୍ଡ ଖେଳାଇବ ନାହିଁ କି କାହାସହ ହାତ ମିଳାଇବ ନାହିଁ । ଏକ ପ୍ରତିକ୍ରିୟାରେ ଏହା କହିଛନ୍ତି ଆଫଗାନିସ୍ତାନର ଇସଲାମିକ ଏମିରେଟ ମୁଖପାତ୍ର ସୁହେଲ ସାହିନ । ସେ କହିଛନ୍ତି ଯେ ଇସଲାମିକ ଏମିରେଟ କୌଣସି…

ରେଳଯାତ୍ରୀଙ୍କ ପାଇଁ ବଡ ଖବର । ଜୁନ ପହିଲାରୁ ଚାଲିବ ୨୦୦ ନନ-ଏସି ଟ୍ରେନ । ରାସ୍ତାରେ ଶ୍ରମିକ ଚାଲୁଥିଲେ ଷ୍ଟେସନରେ…

କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ ଖବର । ଜୁନ ପହିଲାରୁ ଚାଲିବ ଟ୍ରେନ । ୨୦୦ ନନ-ଏସି ଟ୍ରେନ ପ୍ରତିଦିନ ଚାଲିବ । ଟ୍ୱିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ତେବେ ଖୁବ ଶୀଘ୍ର ବୁକିଂ ହେବ ଅନଲାଇନ ଟିକେଟ । ସବୁ ବର୍ଗର ଲୋକଙ୍କୁ ଏହି ଟିକେଟ ମିଳିବ । ଟିକେଟ ପାଇଁ ବୁକିଂ…

ଲକଡାଉନ ୪.୦ରେ ରାଜଧାନୀରେ କ’ଣ ଖୋଲା କ’ଣ ବନ୍ଦ? ବିଏମସି ଜାରି କଲା ପୂରା ତାଲିକା, ପୂର୍ବଭଳି ୧୧ଟି ନାମିଦାମୀ ସପିଂ…

କନକ ବ୍ୟୁରୋ: ଲକଡାଉନ ୪.୦ ମେ ୩୧ ତାରିଖ ଯାଏ ବଢ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଗାଇଡଲାଇନ ଜାରି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ  ୪ର୍ଥ ପର୍ଯ୍ୟାୟ ଲକଡାଉନ ନିୟମ ଜାରି କରିଛି । ଆସନ୍ତୁ ଜାଣିବା ରାଜ୍ୟ ରାଜଧାନୀରେ…

ଆଖି ଦେଖାଉଛି, ପାଖେଇ ଆସୁଛି । ସମୁଦ୍ର ମଝିରୁ ସୁ ସୁ ଗର୍ଜନ କରି ମାଡି ଆସୁଛି ମହାବାତ୍ୟା । ଆଜି ରାତିରେ ରହିବାକୁ…

କନକ ବ୍ୟୁରୋ: ଆସିବା ଆଗରୁ ଆଖି ଦେଖାଉଛି ଅମ୍ଫାନ । ଉପକୂଳ ଛୁଇଁବା ପୂର୍ବରୁ ଆରମ୍ଭ ହୋଇଯାଇଛି ବାତ୍ୟାର ପ୍ରଭାବ । ଲଗାତର ବର୍ଷା ହେଉଛି । ପ୍ରବଳ ବେଗରେ ପବନ ବହିଚାଲିଛି । ଆଉ ଅଶାନ୍ତ ହୋଇପଡିଛି ସମୁଦ୍ର । ବାଲେଶ୍ୱରରେ ହଠାତ୍ ସମୁଦ୍ର ଜୁଆରିଆ ହୋଇଯାଇଛି । କୂଳକୁ ମାଡିଆସୁଛି ବଡ ବଡ…

ଶ୍ରମିକ ବୋଲି ସହୁଛି… କରୋନା କଷଣ ଠାରୁ ବଳିଗଲା ଦୁର୍ଘଟଣା । ବାଟରେ ଫେରିବାବେଳେ ଦୁର୍ଘଟଣାରେ ଚାଲିଯାଉଛି…

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ । ଆଜି ଅନୁଗୁଳ, ବାଲେଶ୍ୱରର ସୋର ଏବଂ ଟାଙ୍ଗିରେ ଏମିତି କିଛି ଦୁର୍ଘଟଣା ପ୍ରବାସୀ ଶ୍ରମିକଙ୍କ ପରିବାର ପାଇଁ ଆଣିଦେଇଛି ଦୁଃଖ । ଏହି ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ସେପଟେ ମାଲକାନଗିରିରେ ଗତ ୬ ଦିନରେ ୫ଜଣଙ୍କ ମୃତ୍ୟୁ…