Daily Archives

May 3, 2020

ମାଆ ଲଢୁଥିଲା କରୋନା ଯୁଦ୍ଧ, ଝିଅ ହାରିଗଲା ଜୀବନ ଯୁଦ୍ଧ । କର୍କଟ-କରୋନା ମଝିରେ ମୃତ୍ୟୁର ମହାନାଟକ । ଡ୍ୟୁଟି କଲାବେଳେ…

କନକ ବ୍ୟୁରୋ: ଆଉ କିଏ ଏମିତି ମୋର ଯତ୍ନ ନେବ? ମୁଁ ସିନା ତାକୁ ଜନ୍ମ ଦେଇଥିଲି ହେଲେ ସିଏ ମୋ ମାଆ ସାଜିଥିଲା । ଆଉ ମୋର ଟିକିନିକ ଯତ୍ନ ନେଉଥିଲା...ଯିଏ ମୋ ଦୁନିଆର ଅମୂଲ୍ୟ ସମ୍ପତି ଥିଲା ଯାହା ପାଇଁ ମୁଁ ଦିନରାତି ଖଟୁଥିଲି ଏବେ ତା’ ବିନା କେମିତି କାଟିବି... ମା ଆଖିରୁ ଝରି ଝାଉଛି…

ସାମ୍ବାଦିକଙ୍କୁ ଆକ୍ରମଣ କଲେ, ସସପେଣ୍ଡ ହେଲେ । ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ…

କନକ ବ୍ୟୁରୋ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ । ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି ।…

କ୍ୟାମେରାରେ କଏଦ ହୋଇଥିଲା କ’ଣ? କାହିଁକି ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ହେଲା ଆକ୍ରମଣ? ପେଣ୍ଠକଟା ଥାନାକୁ ଗଲା…

କନକ ବ୍ୟୁରୋ: ଫରେଷ୍ଟଗାର୍ଡଙ୍କ ଦବଙ୍ଗଗିରି । ବାଲୁଖଣ୍ଡ ଅଭୟାରଣ୍ୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କ୍ୟାମେରାମ୍ୟାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ତେବେ ଏହି…

ସଂଗରୋଧ ଗୃହରୁ ମାରିଲେ ଚମ୍ପଟ । ଗଞ୍ଜାମ ବେଗୁନିଆପଡା କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହୁଥିଲେ ଦେଢ଼ ଶହ ସୁରତ ଫେରନ୍ତା ।…

କନକ ବ୍ୟୁରୋ: ସୁରତରୁ ଫେରିଥିବା ପ୍ରାୟ ୨୫୦ଜଣ ପ୍ରବାସୀ ଓଡିଆଙ୍କୁ ଗଞ୍ଜାମ ଜିଲ୍ଲା ବେଗୁ ନିଆପଡା ବ୍ଲକର ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୫୦ଜଣ ପ୍ରବାସୀ ଓଡିଆ କୁଆଡେ ଫେରାର ହୋଇଯାଇଛନ୍ତି । ସଂଗରୋଧରେ ଥିବା ଲୋକେ ବାହାରେ ବୁଲୁଥିବା ସ୍ଥାନୀୟ ଲୋକେ…

ଓଡ଼ିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ, ଭଦ୍ରକରୁ ୩, ବାଲେଶ୍ୱରରୁ ଜଣେ ହେଲେ ସୁସ୍ଥ ।…

କନକ ବ୍ୟୁରୋ: ବାଲେଶ୍ୱର-ଭଦ୍ରକ ପାଇଁ ଭଲ ଖବର । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…