Daily Archives

May 26, 2020

ସଙ୍ଗରୋଧରେ ଥିଲେ ସ୍ୱାମୀ, ଘରୁ ଫେରାର ହେଲା ସ୍ତ୍ରୀ । ବାହାର ପଟୁ କବାଟ କିଳିଲେ, ତାଲା ଠୁଙ୍କି ପ୍ରେମିକ ସହ ଛୁ…

କନକ ବ୍ୟୁରୋ: ସଙ୍ଗରୋଧର ସାଙ୍ଘାତିକ କାହାଣୀ । କ୍ୱାରେଣ୍ଟାଇନରେ ସ୍ୱାମୀ, ଘରୁ ଫେରାର ସ୍ତ୍ରୀ । ସ୍ୱାମୀକୁ ତାଲା ଠୁଙ୍କି ପ୍ରେମିକ ସହ ଛୁ ମାରିଲା ପତ୍ନୀ । କ୍ୱାରେଣ୍ଟାଇନକୁ ନେଇ ସାରା ଦେଶରୁ ସବୁଦିନ କିଛି ନା କିଛି ଖବର ଆସୁଛି । କେଉଁଠି ସଙ୍ଗରୋଧ କେନ୍ଦ୍ରରେ ଲୋକେ ସମସ୍ୟାରେ ଯୁଝି…

ପବଜୀ ଛଡ଼ାଇ ନେଲା ପୁଅ: ମୋବାଇଲରେ ପବଜି ଖେଳୁ ଖେଳୁ ରେଳଧାରଣା ଉପରକୁ ଆସିଗଲେ ନୂଆପଡାର ଯୁବକ । ଆଖି ପିଛୁଳାକେ ଧକ୍କା…

କନକ ବ୍ୟୁରୋ: ଅଭାବନୀୟ ଘଟଣା । ମୋବାଇଲରେ ପବଜି ଖେଳୁ ଖେଳୁ ଅଜାଣତରେ ରେଳ ଟ୍ରାକ ଉପରକୁ ଆସିଗଲେ ଯୁବକ । ଆଉ ଦେଖୁ ଦେଖୁ ମାଡିଗଲା ଟ୍ରେନ । ଯୁବକ ଜଣଙ୍କ କିଛି ବୁଝିବା ଆଗରୁ ଟ୍ରେନ ଏମିତି ଧକ୍କା ଦେଲା ଯେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଗଲା । ନୂଆପଡ଼ା ଜିଲ୍ଲା ଲଖନା ଥାନା…

ବଜ୍ରକାପ୍ତାର ହେବ କରୋନା ପରୀକ୍ଷା । ଆଠଗଡରେ ସଂଗରୋଧ କେନ୍ଦ୍ରରୁ ଉଦ୍ଧାର ବଜ୍ରକାପ୍ତାର କୋଭିଡ ଟେଷ୍ଟ ହେବ । ଜଙ୍ଗଲରେ…

କନକ ବ୍ୟୁରୋ: ବଜ୍ରକାପ୍ତାର ହେବ କୋଭିଡ ଟେଷ୍ଟ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଠଗଡରୁ ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । କିନ୍ତୁ ଉଦ୍ଧାର କରାଯାଇଥିବା ସ୍ଥାନ ବଡମ୍ବା ମହୁଲିଆର ସଂଗରୋଧ କେନ୍ଦ୍ର ଭିତରେ ଆସୁଛି । ତେଣୁ ବଜ୍ରକାପ୍ତାର କୋଭିଡ୍ ଟେଷ୍ଟ କରାଯିବ ।…

ଡାକ୍ତରଙ୍କୁ କରୋନା । ଓଡିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ । କଟକ ସିଟି ହସ୍ପିଟାଲର ଡାକ୍ତରଙ୍କ…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ବଡ ଖବର । ଡାକ୍ତରଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହେଲେ ଡାକ୍ତର । ରାଜ୍ୟର ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ । ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା । ତେବେ କରୋନା…

ବିମାନ ଓ ଟ୍ରେନ ଚାଲିବା ପରେ ବଢିଲା ଆହ୍ୱାନ । ମୁଖ୍ୟମନ୍ତ୍ରୀ କହିଲେ, ଏକମାସ ଯାଏଁ ରହିବ ଅଧିକ ଚ୍ୟାଲେଂଜ । ବେଶୀ…

କନକ ବ୍ୟୁରୋ: ହଠାତ୍ ତାଲାବନ୍ଦକୁ କୋହଳ କରି ସୋମବାର ଦିନ ରାଜ୍ୟ ସରକାର ବିମାନ, ରେଳ ସେବା, ବସ୍ସେବା, ଟାକ୍ସି ଏବଂ ଅଟୋ ସେବା ଆଦିକୁ ଅନୁମତି ଦେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା, ଏବେ କରୋନା ଆହୁରି ବ୍ୟାପିଯିବନି ତ? ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବିଷୟରେ…

ପଙ୍ଗପାଳ ପାଟିରେ ସବୁ ପରିଶ୍ରମ । ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷୀ ମୁଣ୍ଡରେ ଚଡକ । କ୍ଷେତରେ…

କନକ ବ୍ୟୁରୋ: ଦେଶ କରୋନା ଭାଇରସ୍ ସହ ଯୁଝୁ ଥିବାବେଳେ ଏବେ ଦେଶ ସାମ୍ନାରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଆତଙ୍କ । ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ଆଜି ସୁଦ୍ଧା ରାଜସ୍ଥାନ,…