Daily Archives

May 30, 2020

ଜୁନ୍ ୧ରୁ ଜୁନ୍ ୩୦ ସାରା ଦେଶରେ ଲାଗୁ ହେବ ଅନଲକ୍-୧.୦ । ଅବରୋଧ ଅଂଚଳ ବାହାରେ ପର୍ଯ୍ୟାୟ କ୍ରମେ କୋହଳ ହେବ କଟକଣା ।…

କନକ ବ୍ୟୁରୋ: ରବିବାର ଦିନ ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଆଉ ଏହା ପରେ କରୋନା ତାଲା ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସବୁଠୁ ବଡ଼ ନିଷ୍ପତି ହେଉଛି ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସପିଂ ମଲ୍ ମଧ୍ୟ…

ମଣ୍ଡିରୁ ଉଠୁନି କିନ୍ତୁ ଦଲାଲ ମାନଙ୍କ ଘରୁ ଉଠୁଛି । ଅସାଧୁ ବ୍ୟବସାୟୀଙ୍କ ଘରୁ ସିଧା ଗୋଦାମକୁ ଯାଉଛି ଟ୍ରକ ଟ୍ରକ…

କନକ ବ୍ୟୁରୋ: ମଣ୍ଡିରୁ ଉଠୁନି ଚାଷୀଙ୍କ କଷ୍ଟ ଉପାର୍ଜିତ ଚିନା ବାଦାମ । କିନ୍ତୁ ଦଲାଲମାନଙ୍କ ଘରୁ ଉଠୁଛି । ଅସାଧୁ ବ୍ୟବସାୟୀଙ୍କ ଘରୁ ଟ୍ରକ ଟ୍ରକ ବାଦାମ ସିଧା ସଳଖ ଫେଡେରେସ୍ନ ଗୋଦାମକୁ ଯାଉଛି । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ସରକାରୀ ବସ୍ତାରେ ଚିନା ବାଦମ ଭର୍ତି କରି…

ନାରୀ ହେଲେ ସଶକ୍ତ, ଆଗେଇବ ଦେଶ । ଡିଜିଟାଲ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ,…

କନକ ବ୍ୟୁରୋ: ଯେବେ ସଶକ୍ତ ହେବ ନାରୀ ଲମ୍ବିବ ଦେଶର ବିକାଶ ଡ଼ୋରୀ । ଆଗାମୀ ଦିନରେ ଭାରତୀୟ ମହିଳାମାନଙ୍କ ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ ବୋଲି ଫେଡେରସନ୍ ଓ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହିଳା ଶାଖାର ଏକ ଅନଲାଇନ ସମ୍ମିଳନୀରେ ଯୋଗଦେଇ ଗୁରୁତ୍ୱାରୋପ…

କଣ୍ଟେନମେଣ୍ଟ ଜୋନରେ ରହିବ ଲକଡାଉନ କଟକଣା । କେବଳ ଜରୁରୀ ସେବା ଯୋଗାଇ ଦିଆଯିବ । ଜୁଲାଇ ଯାଏଁ ଦେଶରେ ଖୋଲିବନି କୌଣସି…

କନକ ବ୍ୟୁରୋ: ଆଉ ତାଲାବନ୍ଦ ନୁହେଁ , ତାଲା ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଜୁନ୍ ୧ରୁ ଜୁନ୍ ୩୦ ସାରା ଦେଶରେ ଲାଗୁ ହେବ ଅନଲକ୍ ପ୍ରଥମ ପର୍ଯ୍ୟାୟ । ଅବରୋଧ ଅଂଚଳ ବାହାରେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ । ସେହିପରି ଜୁନ୍ ୮ରୁ ଧାର୍ମିକ ଅନୁଷ୍ଠାନ ଖୋଲିବ । ସପିଂ ମଲ୍…

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । କଟକଣା ଭିତରେ ରଥଯାତ୍ରା କରିବା ପାଇଁ ରାଜ୍ୟ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ଏ ନେଇ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏ ନେଇ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଓ ପୁରୀରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି…

ଲକଡାଉନ ନୁହେଁ ଜୁନ ୧ରୁ ଅନଲକ-୧ । ଦେଶରୁ ଫିଟିବ କରୋନ ତାଲା । ଜୁନ ୮ରୁ ଖୋଲିବ ହୋଟେଲ, ସପିଂ ମଲ୍ । ଜୁଲାଇ ଯାଏଁ…

କନକ ବ୍ୟୁରୋ: ତାଲାବନ୍ଦ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରୁ ଫିଟିବ କରୋନା ତାଲା । ଲକଡାଉନ ନୁହେଁ ଦେଶରେ ଲାଗୁ ହେବ ଅନଲକ । ୩ଟି ପର୍ଯ୍ୟାୟରେ ଦେଶରେ ଅନଲକ ଲାଗୁ ହେବ । ଜୁନ ୧ରୁ ଜୁନ ୩୦ ଯାଏଁ ଅନଲକ-୧ ଜାରି ରହିବ । ତେବେ ଏହି ସମୟରେ କଟକଣା କୋହଳ ହେବ । ହୋଟେଲ,…