ମାଆ ! ମୁଁ ଆଉ ଚାଲି ପାରୁନି… କୁନି ପାଦ ଥକିଯିବା ପରେ ସୁଟକେଶ ଉପରେ ପୁଅ ଶୋଇଛି, ମମତା ଦଉଡିରେ ମାଆ…
କନକ ବ୍ୟୁରୋ: ଅସରନ୍ତି ରାସ୍ତାରେ ଅସହାୟ ଯାତ୍ରା । ମୁଣ୍ଡ ଉପରେ ଠୋ ଠୋ ଖରା, ଆଖି ଆଗରେ ଅନେକ ବାଟ । ମାଆର ପାଦ ସହ ପାଦ ମିଶାଇ ବାଟ ଚାଲୁଥିବା କୁନି ପୁଅର କଅଁଳା ପାଦରୁ ସରି ସରି ଆସୁଥାଏ ବଳ... ପୁଅର ଥକିଯାଇଥିବା ପାଦକୁ ଦେଖି ମାଆ ବି ବୁଝି ସାରିଥିଲା ଆଉ ପାଦେ ଆଗେଇବନି ତା ସୁକୁମାରୀ…