Daily Archives

May 17, 2020

ଲକଡାଉନ ଭିତରେ ବାହାଘର ପାଇଁ ୫୦ ଅତିଥିଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି । ନୂଆ ଲକଡାଉନରେ…

କନକ ବ୍ୟୁରୋ: ବାହାଘର ପାଇଁ ୫୦ ଅତିଥିଙ୍କୁ ମିଳିବ ଅନୁମତି । ଲକଡାଉନ ଭିତରେ ବାହାଘର କରୁଥିଲେ ସର୍ବାଧିକ ୫୦ ଜଣ ଅତିଥିଙ୍କ ପାଇଁ ଅନୁମତି ମିଳିବ । ୫୦ରୁ ଅଧିକ ଅତିଥି ଥିଲେ ବାହାଘର ପାଇଁ ଅନୁମତି ମିଳିବ । ତେବେ ବାହାଘର ବେଳେ ସାମାଜିକ ଦୂରତା ରଖି ସବୁ କାମ କରିବାକୁ ନୂଆ ଲକଡାଉନର…

ପୁରୀରୁ ଚିହ୍ନଟ ହେଲେ ଆଉ ୪ କରୋନା ପଜିଟିଭ୍ । ସୂଚନା ଦେଲେ ପୁରୀ ଜିଲ୍ଲାପାଳ, ରାଜ୍ୟରେ ୮୩୪ରେ ପହଞ୍ଚିଲା ମୋଟ୍…

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪ କରୋନା ପଜିଟିଭ୍ । ୪ ଜଣ ଆକ୍ରାନ୍ତ ପୁରୀର ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ଥିଲେ । ପୁରୀ ସହରରୁ ୨, କୋଣାର୍କ ଏବଂ ପିପିଲିରୁ ଜଣେ ଲେଖାଏଁ…

ମୁଁ ଦେଖିପାରିଲିନି ମୋ ପୁଅ ମୁହଁ… ମୃତ୍ୟୁର ଶେଯରେ ଶୋଇଥିଲା ପୁଅ, ମାଇଲ ମାଇଲ ବାଟ ଚାଲୁଥିଲା ବାପା । କୁନି…

କନକ ବ୍ୟୁରୋ: ତମେ ଯେଉଁଠି ଅଛ, ଯେମିତି ବି ଅଛ, ଶୀଘ୍ର ଘରକୁ ଆସ... ମୁଁ ଭାସିଗଲି...ଆମ ପୁଅ, ଆମ ଗେହ୍ଲା ପୁଅ ଆଉ ଏ ଦୁନିଆରେ ନାହିଁ... ଆମକୁ ସବୁଦିନ ପର କରି ଚାଲିଗଲା...ହ୍ୟାଲୋ... ହ୍ୟାଲୋ... ମୋବାଇଲ ସେପଟୁ ଆଉ କିଛି ଶୁଭୁ ନଥିଲା । କାନରେ ନିଷ୍ଠୁର ସତ ପଡିବା ପରେ ପାଦ ତଳୁ ମାଟି…

ବଲାଙ୍ଗୀରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍ । ୮୩୦ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨ କରୋନା ପଜିଟିଭ୍ । ୨ ଜଣ ଆକ୍ରାନ୍ତ ବଲାଙ୍ଗୀରର ହୋଇଥିବା ସୂଚନା ମିଳିଛି । ତେବେ ବଲାଙ୍ଗୀରରେ ଏପର୍ଯ୍ୟନ୍ତ ମୋଟ୍ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨ ଜଣ ଯାକ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ । ନମୂନା…

କୀଟନାଶକ ପକାଇଲେ ମରିବନି କରୋନା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ, ରାସ୍ତାଘାଟ, ବଜାରରେ ରାସାୟନିକ ସିଞ୍ଚନ କଲେ…

କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ରାସ୍ତା ଘାଟଠୁ ଆରମ୍ଭ କରି ଦୋକାନ ବଜାର, ଏପରିକି ଘର ଦ୍ୱାର ସବୁଠି କୀଟନାଶକ ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଛନ୍ତି ଅନେକ ବୈଜ୍ଞାନିକ । ହେଲେ ଏହି କୀଟନାଶକ କରୋନା ଭୂତାଣୁକୁ ନିପାତ କରିବନି ବରଂ ସାଧାରଣ ଲୋକଙ୍କୁ ହାନି…

ବିରାଟକାୟ ଆକୃତି ନେଇ ଉପକୂଳ ଆଡକୁ ଆସୁଛି ଅମ୍ଫାନ । ୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ଉତ୍ତର ଓଡ଼ିଶାରେ ପ୍ରବଳ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା…